ପ୍ୟାରିସରେ ପରସା ହେବ ମାଣ୍ଡିଆ

ବିଦେଶୀ ଚାଖିବେ ମାଣ୍ଡିଆ ସ୍ୱାଦ ଏବେ ବିଦେଶୀବି ଚାଖିବେ ମାଣ୍ଡିଆ ସ୍ୱାଦ। ଏହାକୁ ନିଜ ହାତରେ ତିଆରି କରି ବିଦେଶୀଙ୍କ ଥାଳିରେ ପରସିବେ ଆମ ରାଜ୍ୟର ମିଶନଶକ୍ତିର ମହିଳା।ପ୍ୟାରିସ ଯିବ ଓଡ଼ିଶା ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ। ପ୍ୟାରିସ୍‌‌ରେ ପ୍ରଦର୍ଶିତ ହେବ ଓଡ଼ିଶା ମିଲେଟ୍‌‌ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ। ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦେଶ ଯାଇ ସେମାନଙ୍କ ପାରଦର୍ଶିତା ଦେଖାଇବେ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ର ସଫଳତା …

ପ୍ୟାରିସରେ ପରସା ହେବ ମାଣ୍ଡିଆ Read More »


ନାମାଙ୍କନ ଭରିଲେ ବିଜେଡିର ଅବନ୍ତୀ

ନାମାଙ୍କନ ଭରିଲେ ବିଜେଡିର ଅବନ୍ତୀ


ବିଜେଡି ଖାତାକୁ ଯିବ ଧାମନଗର!

ମାଟି କାମୁଡି ପଡିବେ ବିରୋଧୀ! ବଡ଼ ବ୍ୟବଧାନରେ ଆସନ ହାତେଇବ ଶାସକ ଦଳ! ବିଗତ ସମସ୍ତ ଉପନିର୍ବାଚନରେ ବିଜୟର ବାନା ଉଡାଇଛି ବିଜେଡି । ଶାସକ ଦଳର ରଣନୀତି ଆଗରେ ଫିକା ପଡିଛନ୍ତି ବିରୋଧୀ ଗୋଷ୍ଠୀ। ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେପି ତାର ସମସ୍ତ ଦମ୍ ଲଗାଇଥିଲେ ମଧ୍ୟ ଉପନିର୍ବାଚନ ଗୁଡିକରେ ସିଟ୍ ହତେଇବାରେ ବିଫଳ ହୋଇଛି । ତେବେ ଆଲୋଚନା ହେଉଛି ଚଳିତ ଧାମନଗର ଉପନିର୍ବାଚନରେ ମଧ୍ୟ ବିରୋଧୀ ଭୋଗିବେ ସମ ଦୋଷା। ଲୋକଙ୍କୁ …

ବିଜେଡି ଖାତାକୁ ଯିବ ଧାମନଗର! Read More »


ଏଣିକି ଗାଁ ଗାଁରେ ଗଡିବ ଫୁଟବଲ

ଫୁଟବଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୂଳଦୁଆ ଶୁଭାରମ୍ଭ ହେଲା “ଫୁଟବଲ ଫର ଅଲ” କାର୍ଯ୍ୟକ୍ରମ ସ୍କୁଲରେ ବଣ୍ଟାଯିବ 43 ହଜାର ଫୁଟବଲ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ ଫୁଟବଲ, ଏଣିକି ଗାଁ ଗାଁରେ ଗଡିବ । ଓଡିଶା କେବଳ ହକି ନୁହେଁ ଏବେ ଫୁଟବଲର ବି ଏନ୍ତୁଡିଶାଳ ପାଲିଟିବାକୁ ଯାଉଛି । ଖାସ ଏଥିପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ଫୁଟବଲ ଫର ଅଲ୍ କାର୍ଯ୍ୟକ୍ରମ । ଫିଫାର 17 ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ଆୟୋଜନର …

ଏଣିକି ଗାଁ ଗାଁରେ ଗଡିବ ଫୁଟବଲ Read More »


ବର୍ଷର ଶେଷ ସୂର୍ଯ୍ୟ ପରାଗର ଆପଣଙ୍କ ରାଶି ଉପରେ କ’ଣ ରହିବ ପ୍ରଭାବ ?

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ୨୦୨୨ ମସିହାର ଶେଷ ସୂର୍ଯ୍ୟ ପରାଗ ମଙ୍ଗଳବାର,ଅକ୍ଟୋବର ୨୫ ତାରିଖ ଦିନ ହେବ । ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୨୪ ତାରିଖ ଦିନ ଦିପାବଳୀ ପାଳିତ ହୋଇଥିବ । ଅନ୍ୟପକ୍ଷରେ ସୂର୍ଯ୍ୟପରାଗର ଗୋଟିଏ ଦିନ ପରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଅନେକ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗ ଭିତରେ ସୂର୍ଯ୍ୟପରାଗ ହେଉଛି ଯେତେବେଳେ ପରାଗର ଗୋଟିଏ ଦିନ ପୂର୍ବରୁ ଦିପାବଳୀ ଓ ଗୋଟିଏ ଦିନ …

ବର୍ଷର ଶେଷ ସୂର୍ଯ୍ୟ ପରାଗର ଆପଣଙ୍କ ରାଶି ଉପରେ କ’ଣ ରହିବ ପ୍ରଭାବ ? Read More »


ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର

ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର । ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ୭୨ବର୍ଷୀୟା ବାସିନ୍ଦା ନିସାରନ ବିବି ହୃଦ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ସନ୍ସାଇନ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚାଲିଥିଲା। ଦୁର୍ଭାଗ୍ୟବଶତଃ, …

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର Read More »


ଦେଶର ବିଧାୟକ କେଉଁଥିରେ ଅଧିକ କରିଥାନ୍ତି ନିବେଶ ? କେମିତି ଆପଣ ମଧ୍ୟ ଚାହିଁଲେ ସେମାନଙ୍କଠାରୁ ଅଧିକ ରିଟର୍ଣ୍ଣ ପାଇପାରିବେ

ବିଧାୟକଙ୍କ ଥାଟ୍ ଅନେକଙ୍କୁ ଆକର୍ଷିତ କରିଥାଏ । ପ୍ରତି ନିର୍ବାଚନ ସହିତ ବିଧାୟକଙ୍କ ସମ୍ପତି ବୃଦ୍ଧିକୁ ନେଇ ପ୍ରଶ୍ନ ମଧ୍ୟ ଉଠେ । ଏହା ନିର୍ବାଚନ ପୂର୍ବରୁ ବିଧାୟକମାନେ ଦାଖଲ କରୁଥିବା ସତ୍ୟପାଠରୁ ଜଣା ପଡିଥାଏ । ପ୍ରାୟ ସବୁ ବିଧାୟକଙ୍କ ସତ୍ୟପାଠରୁ ଜଣା ପଡିଥାଏ ଯେ, ସେମାନେ ରିୟଲ ଇଷ୍ଟେଟରେ ନିବେଶ କରିଥାନ୍ତି । ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ ବିଧାୟକ ମାନେ ଜମି ବା ପ୍ଲଟରେ ପୁଂଜି ନିବେସ କରିବାକୁ ସୁରକ୍ଷିତ ବୋଲି ଭାବିଥାନ୍ତି କିନ୍ତୁ …

ଦେଶର ବିଧାୟକ କେଉଁଥିରେ ଅଧିକ କରିଥାନ୍ତି ନିବେଶ ? କେମିତି ଆପଣ ମଧ୍ୟ ଚାହିଁଲେ ସେମାନଙ୍କଠାରୁ ଅଧିକ ରିଟର୍ଣ୍ଣ ପାଇପାରିବେ Read More »


୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ

ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ଜାତୀୟ ଗଣମାଧ୍ୟମଙ୍କ ପାଇଁ ଗୋଟିଏ କେସ୍ ଷ୍ଟଡି । ୨ ହଜାର ମସିହା ପରଠାରୁ ନବୀନ ନାମକ କିମ୍ବଦନ୍ତି ସହିତ ବିଜୁ ଜନତା ଦଳ ମଧ୍ୟ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ ହୋଇ ରହିଯାଇଛି । ଏହା ନିକଟରେ ଓଡ଼ିଶା ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ କଥନରୁ ଜଣା ପଡେ । ଶେଖର କହିଥିଲେ ଯେ, ଓଡ଼ିଶା ନିର୍ବାଚନରେ ଥ୍ରିଲ୍ ନଥାଏ । ରୋମାଂଚ …

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ Read More »


ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’

ଗୋଟିଏ ଅପରାଧିକ କାଣ୍ଡ । କାଣ୍ଡ ପଛରେ ଜଣେ ଭ୍ରଷ୍ଟ ବ୍ୟକ୍ତିର ହାତ । ପୋଲିସ ତଦନ୍ତରୁ ସତ କ’ଣ ସବୁ ଜଳଜଳ ଦିଶୁଛି । କିନ୍ତୁ ନିଜ ନ୍ୟାରେସନ ଓ ନିଜ ହିସାବର ସତ ଖୋଜୁଥିବା ଓ ‘ସତ’ ତିଆରି କରୁଥିବା ରାଡନୈତିକ ଦଳ ତଥା ନେତାଙ୍କ ପାଇଁ ଏହି ‘ସତ’ ସତ ନୁହେଁ । ସେମାନେ ମେକ୍ ଇନ୍ ଇଣ୍ଡିଆ ଭଳି ନିଜ ’ସତ’ ନିଜ ମିଛ କାରଖାନାରେ ତିଆରି କରିବାକୁ ଚାହାନ୍ତି । …

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’ Read More »


Cyclone: ପ୍ରତିବର୍ଷ ହାରାହାରି ୭୨ ଲୋକଙ୍କ ଜୀବନ ନେଉଛି ବାତ୍ୟା, ୨୦ ବର୍ଷରେ ବଢିଛି ବାତ୍ୟା ପ୍ରକୋପ

ଚଳିତ ବର୍ଷ ସରି ସରି ଆସୁଥିବା ବେଳେ ପୁଣି ଆସୁଛି ଆଉ ଗୋଟିଏ ବାତ୍ୟା । ଡିସେମ୍ବର ମାସରେ ପ୍ରାୟତଃ ବାତ୍ୟା ଆସିନଥାଏ । କିନ୍ତୁ ୧୩୦ ବର୍ଷର ରେକର୍ଡରେ ପ୍ରଥମ ଥର ପାଇଁ ଏହି ମାସରେ ଜୱାଦ୍ ନାମରେ ବାତ୍ୟା ପୂର୍ବ ଭାରତର ଉପକୂଳରେ ପହଂଚିବାକୁ ଯାଉଛି । ବାତ୍ୟା ଜୱାଦ ପାଇଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୀଷଣ ବର୍ଷା ସହିତ ୯୦ରୁ ୧୦୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । …

Cyclone: ପ୍ରତିବର୍ଷ ହାରାହାରି ୭୨ ଲୋକଙ୍କ ଜୀବନ ନେଉଛି ବାତ୍ୟା, ୨୦ ବର୍ଷରେ ବଢିଛି ବାତ୍ୟା ପ୍ରକୋପ Read More »


After 2nd paragraph post ads