Browsing Category
National
୫ଶହ ସିଂହଙ୍କ ଭିତରେ ଜଣେ ଭୋଟର,୧୫ ଜଣିଆ ପୋଲ୍ ଟିମ୍ !
ବାଜି ସାରିଛି ଗୁଜୁରାଟ ନିର୍ବାଚନ ବିଗୁଲ । ଦୁଇ ପର୍ଯ୍ୟାୟରେ ଡିସେମ୍ବର ମାସରେ ହେବ ଗୁଜୁରାଟ ନିର୍ବାଚନ । ଡିସେମ୍ବର ୮ ତାରିଖ ଦିନ ଜଣା ପଡ଼ିଯିବ ଗୁଜୁରାଟ ବିଜେପି ନିୟନ୍ତ୍ରଣରେ ରହୁଛି କି ସେଠାରେ କଂଗ୍ରେସ କମବ୍ୟାକ୍ କରୁଛି କିମ୍ବା କ୍ରାନ୍ତିକାରୀ କେଜ୍ରିୱାଲ ଡାର୍କ୍ ହର୍ସ ଭାବେ ଉଭା!-->…
Read More...
Read More...
କ’ଣ ମଲ୍ଲିକାର୍ଜୁନ ବନିପାରିବେ କଂଗ୍ରେସର ‘ଅର୍ଜୁନ’ ?
୨୪ ବର୍ଷପରେ ଗାନ୍ଧି ପରିବାର ବାହାରର କୌଣସି ବ୍ୟକ୍ତି କଂଗ୍ରେସ ମଙ୍ଗ ଧରିଛନ୍ତି । ୨୪ ବର୍ଷ ତଳେ ସୀତାରାମ କେଶରୀ ବାଥରୁମରେ ବନ୍ଦ ହେବା ପରେ କଂଗ୍ରେସ ସଭାପତି ପଦ ଗାନ୍ଧି ପରିବାର ପାଖକୁ ଫେରିଥିଲା । ଏହାପରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ୟୁପିଏ ମେଣ୍ଟ!-->…
Read More...
Read More...
ଦିଦି ଓ କେଜ୍ରିୱାଲଙ୍କ ରାଜ୍ୟରେ ମୋଦିଙ୍କ ଫ୍ୟାନ୍ ଅଧିକ, କେଉଁ ରାଜ୍ୟରେ ମୋଦି ବିରୋଧୀଙ୍କ ସଂଖ୍ୟା ସବୁଠୁ ଅଧିକ ?
୮ ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀରୁ ଦେଶକୁ ଶାସନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୮ ବର୍ଷ ଭିତରେ ନୋଟ୍ ବ୍ୟାନଠାରୁ କରୋନା ଲକଡାଉନ୍ ଦେଶ ଦେଖି ସାରିଛି । ଲକଡାଉନ୍ ପରବର୍ତ୍ତି ଭାରତରେ ଦରଦାମ ଆକାଶ ଛୁଆଁ ହୋଇଛି । ଏମିତିରେ ଲୋକଙ୍କ ଭିତରେ ମୋଦିଙ୍କୁ ନେଇ ସେହି ପୁରୁଣା!-->…
Read More...
Read More...
ଆତଙ୍କବାଦୀଙ୍କୁ ମାରି କୁକୁର ସହିଦ୍
ଶତ୍ରୁକୁ ମାରିଲା ଦେଶ ପାଇଁ ପ୍ରାଣ ବି ଦେଲା
https://www.youtube.com/watch?v=IsvZOhbZK4I
() ଇତିହାସ ରଚିଛି ଭାରତୀୟ ସେନାର ଦକ୍ଷ କମାଣ୍ଡୋ କୁକୁର ଜୁମ୍। ସର୍ଚ୍ଚ ଅପରେସନ୍ ସମୟରେ ଦୁଇ ଆତଙ୍କୀଙ୍କୁ ଖଲାସ୍ କରିବା ପରେ ଏହି ଦୁଃସାହସୀ କୁକୁର ଶତ୍ରୁପକ୍ଷ ଗୁଳିର ଶିକାର!-->!-->!-->!-->!-->…
Read More...
Read More...
ଗୋଟିଏ ମଣିଷଖିଆ ବାଘର କାହାଣୀ ଯିଏ ୪ଶହରୁ ଅଧିକ ଲୋକଙ୍କୁ ମାରିଥିଲା,ସେନା ବି ମାରିଥିଲା ଫେଲ
ବିହାରରେ ମଣିଷଖିଆ ବାଘ ଟି-୧୦୫ ଶିକାରୀ ଗୁଳିରେ ଟଳି ପଡ଼ିଛି । ଏହି ବାଘ ଓ ତା’ ବାପା ମଧ୍ୟରେ ଜଙ୍ଗଲ ଉପରେ ଚାଲିଥିବା ଅଧିକାର ଯୁଦ୍ଧ ପାଇଁ ପାଲଟି ଯାଇଥିଲା ମଣିଷଖିଆ । ବାପା ବାଘ ଟି-୫ ଡରରେ ଟି-୧୦୫ ଜଙ୍ଗଲ ଭିତରକୁ ଯାଇ ପାରୁନଥିଲା । ଜଙ୍ଗଲ ସୀମା ବାହାରେ ରହୁଥିଲା । ଆଉ ଶିକାର ନପାଇ!-->…
Read More...
Read More...
ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ-୨ ହଜାର ଟଙ୍କିଆ ନୋଟ୍ ଗାଏବ !
ଦୁର୍ନିତୀ ଉପରେ ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ବୋଲି କହି ଯେଉଁ ନୋଟ୍ ବ୍ୟାନକୁ ମାର୍କେଟିଂ କରାଯାଇଥିଲା ତା’ର ସତ ଏବେ ଧିରେ ଧିରେ ପଦାକୁ ଆସିଲାଣି । ଯାହା ଜଣା ପଡୁଛି କଳା ଟଙ୍କା ଉପରେ ମୋଦିଙ୍କ ମାଡ଼ କାମ କରିନି । ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ,୨ ହଜାର ଟଙ୍କିଆ!-->…
Read More...
Read More...
PFI : ଅଲଗା ରାଜ୍ୟ,ଅଲଗା ଏଜେଣ୍ଡା
ଭାରତ ସରକାର ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯାହା ମଙ୍ଗଳବାର ଦିନ ହୋଇଥିବା ଦ୍ୱିତୀୟ ରାଉଣ୍ଡ୍ ଚଢାଉରୁ ଜଣା ପଡ଼ୁଛି । ପ୍ରଥମ ଚଢାଉ ରାତି ଅଧିଆ ହୋଇଥିଲା । ପିଏଫଆଇ କର୍ମୀ ଶୋଇଥିବା ବେଳେ ଏହାର ନେତା ସବୁ ହାଜତରେ ପସି ସାରିଥିଲେ । ପିଏଫଆଇର!-->…
Read More...
Read More...
ଅଙ୍କିତା ହତ୍ୟାକାଣ୍ଡ : ଉତ୍ତରାଖଣ୍ଡରୁ ଦିଲ୍ଲୀ ସବୁଠି ବିରୋଧ, ରିସୋର୍ଟ ଭଙ୍ଗା ପଛରେ ଷଡ଼ଯନ୍ତ୍ର ?
ଉତ୍ତରାଖଣ୍ଡର ଅଙ୍କିତା ହତ୍ୟାକାଣ୍ଡ ବିଜେପି ପାଇଁ ମୁଣ୍ଡବିନ୍ଧା ହେବାରେ ଲାଗିଛି । ରବିବାର ଦିନ ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ ବିରୋଧ ଦେଖିବାକୁ ମିଳିଥିଲା । ଏହା ଭିତରେ ଅଙ୍କିତାଙ୍କ ପିତା ରିସୋର୍ଟ୍ ଭଙ୍ଗାର ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।!-->…
Read More...
Read More...
ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ କ’ଣ ? କାହିଁକି କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ଏହି ସଂଗଠନ ?
ଗୁରୁବାର ଦିନ ଦେଶର ୧୦ ଟି ରାଜ୍ୟରେ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ଏନଆଇଏ ଏକ କାଳୀନ ଗୋଟିଏ ସଂଗଠନର ବିଭିନ୍ନ ଅଫିସ ଉପରେ ଚଢାଉ କରିଥିଲା । ଯାହା ଭିତରେ ଏହି ସଂଗଠନର ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା । ସଂଗଠନର ନାମ ହେଉଛି ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ-ସର୍ଟକଟରେ ପିଏଫ୍ଆଇ ।!-->…
Read More...
Read More...
ଭାରତରେ ଚିତାଙ୍କ ବଂଶ ଲୋପ ପାଇଁ କାହିଁକି ଜଣେ ରାଜା ଏବେ କାଠଗଡ଼ାରେ ?
ମଧ୍ୟପ୍ରଦେଶର କ୍ରୁନୋ ନ୍ୟାସନାଲ ପାର୍କ ହୋଇଛି ଆଫ୍ରିକାରୁ ଆସିଥିବା ଚିତାଙ୍କ ନୂଆ ଘର । ଆଶା କରାଯାଉଛି ସେଇଠୁ ଆରମ୍ଭ ହେବ ଇତିହାସର ନୂଆ ଏକ ଅଧ୍ୟାୟ । କିନ୍ତୁ ଇତିହାସର ଫର୍ଦ୍ଦ ଲେଉଟାଇଲେ ସାମ୍ନାକୁ ଆସେ ଆଉ ଏକ କାହାଣୀ । ମଧ୍ୟପ୍ରଦେଶରେ ହିଁ ଲେଖାଯାଇଥିଲା ଭାରତୀୟ ଚିତାଙ୍କ ଅନ୍ତର!-->…
Read More...
Read More...