



ଚୀନ୍ ଫାଶରେ ଧରା ଦେବକି ନେପାଳ ?,ପ୍ରଚଣ୍ଡଙ୍କ ବେଜିଂ ଗସ୍ତ ଉପରେ ଭାରତର ନଜର

ଋଷକୁ ବି ଛାଡ଼ିଲାନି ଚୀନ୍,ଋଷୀୟ ଦ୍ୱୀପ ଉପରେ ରଖିଲା ନିଜ ଦାବି

ଶ୍ରୀଲଙ୍କାର ପୁରୁଣା ନାମ ଥିଲା ସିଲୋନ୍,ନାମ ବଦଳାଇ ବାରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା

ଟ୍ରମ୍ପଙ୍କୁ ଟକ୍କର ଦେଉଛନ୍ତି ଭାରତୀୟ ବଂଶୋଦ୍ଭବ ରାମାସ୍ୱାମୀ, କହିଲେ ମୁଁ ହିନ୍ଦୁ ତେଣୁ ଧାର୍ମିକ ସ୍ୱାଧିନତା ରକ୍ଷା କରିପାରିବି
ୟୁକ୍ରେନ୍ ଯୁଦ୍ଧକୁ ନେଇ କ’ଣ ପାଇଁ ଭାରତ ଉପରେ ଖୁସି ଅଛି ଋଷ ?
ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ପ୍ରଶଂସାରେ ଋଷ ଗଦଗଦ । ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋଭ୍ ଭାରତର ନିରପେକ୍ଷ ଓ ଯଥାର୍ଥବାଦୀ ଆଭିମୁଖ୍ୟର ପ୍ରଶଂସା କରିଛନ୍ତି । ତାଙ୍କର ମାନିବା ହେଉଛି ଯେ,ଭାରତ ଏହି ଯୁଦ୍ଧର ସମାଧାନ ରାସ୍ତା ବାହାର କରିବା ପାଇଁ ପ୍ରକୃତରେ ଉଦ୍ୟମ କରୁଛି । ଭାରତ ଯୁଦ୍ଧ ଆରମ୍ଭ ପରଠାରୁ ହିଁ ଶାନ୍ତିର ପକ୍ଷଧର ରହି ଆସିଛି । ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ …
ୟୁକ୍ରେନ୍ ଯୁଦ୍ଧକୁ ନେଇ କ’ଣ ପାଇଁ ଭାରତ ଉପରେ ଖୁସି ଅଛି ଋଷ ? Read More »
ତିନି ଜଣ ଭାରତୀୟଙ୍କ କାହାଣୀ ଯିଏ ଋଷ ବିରୋଧରେ ୟୁକ୍ରେନ୍ ପାଇ ଲଢୁଛନ୍ତି ଯୁଦ୍ଧ
ଭାରତ ଓ ଋଷ ମଧ୍ୟରେ ଗତ 75 ବର୍ଷରୁ ଅଧିକ ବର୍ଷ ଧରି ମୈତ୍ରୀପୂର୍ଣ୍ଣ ସମ୍ପର୍କ ରହି ଆସିଛି । ଦୁଇ ଦେଶ ପରସ୍ପରକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି । ଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କ ସହିତ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ବି ସମ୍ପର୍କ ବେସ୍ ଦୃଢ । ଭାରତୀୟ ଫିଲ୍ମଠାରୁ ଭାରତୀୟ ଖାଦ୍ୟ ଋଷରେ ବେସ ଲୋକପ୍ରିୟ ।ତେଣୁ କୌଣସି ଭାରତୀୟ ଋଷ ବିରୋଧରେ ଯୁଦ୍ଧ ଲଢିବା କଥା ଶୁଣିବାକୁ ଅଜବ ଲାଗିପାରେ …
ତିନି ଜଣ ଭାରତୀୟଙ୍କ କାହାଣୀ ଯିଏ ଋଷ ବିରୋଧରେ ୟୁକ୍ରେନ୍ ପାଇ ଲଢୁଛନ୍ତି ଯୁଦ୍ଧ Read More »
୬୪ ରାଷ୍ଚ୍ରର ଜାତୀୟ ପତାକାରେ ଧର୍ମୀୟ ଚିହ୍ନ,କେତୋଟି ଦେଶର ପତାକାରେ ଅଛି ହିନ୍ଦୁ ପ୍ରତୀକ ?
ଭାରତୀୟ ରାଜନୀତିରେ ଧର୍ମର ପ୍ରବେଶ ନେଇ ବେସ ବାଦବିବାଦ ଚାଲିଛି । କିଛି କହୁଛନ୍ତି ବିଜେପି ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାକୁ ଉଦ୍ଯମ କରୁଛି । ଏଭଳି ପରିସ୍ଥିତିରେ ମନରେ ସ୍ୱଭାବିକ ଭାବେ ପ୍ରଶ୍ନ ଆସେ ଯେ,ବିଶ୍ୱର କେତୋଟି ଦେଶର ଜାତୀୟ ପତାକାରେ ଧର୍ମୀୟ ଚିହ୍ନ ବା ପ୍ରତୀକ ରହିଛି ? ଉତ୍ତର ହେଉଛି ବିଶ୍ୱର ୬୪ ଦେଶର ଜାତୀୟ ପତାକାରେ ନିର୍ଦ୍ଦିଷ୍ଟ ଧର୍ମର ପ୍ରତୀକ ରହିଛି । ତେବେ ଏହି ୬୪ ଦେଶ ମଧ୍ଯରୁ …
୬୪ ରାଷ୍ଚ୍ରର ଜାତୀୟ ପତାକାରେ ଧର୍ମୀୟ ଚିହ୍ନ,କେତୋଟି ଦେଶର ପତାକାରେ ଅଛି ହିନ୍ଦୁ ପ୍ରତୀକ ? Read More »
ପାକିସ୍ତାନରେ କାହିଁକି ଲୋପ ପାଇଗଲା ଏକମାତ୍ର ହିନ୍ଦୁ ରାଜନୈତିକ ଦଳ ?
ପାକିସ୍ତାନରେ ଗୋଟିଏ ସମୟରେ ହିନ୍ଦୁଙ୍କ ଗୁରତ୍ୱ ଓ ଭାଗିଦାରୀ ସାବ୍ୟସ୍ତ କରିବାକୁ ଜୋରଦାର ଢଙ୍ଗରେ ଏକ ରାଜନୈତିକ ପାର୍ଟି ଆରମ୍ଭ ହୋଇଥିଲା । ଏହି ଦଳର ଆରମ୍ଭ କରିଥିବା ବ୍ୟକ୍ତିଥିଲେ ପାକିସ୍ତାନର ଜଣେ ଶକ୍ତିଶାଳୀ ହିନ୍ଦୁ ନେତା । ସେ ମଧ୍ୟ ଗୋଟିଏ ରାଜ୍ୟର ରାଜା ଥିଲେ । କିନ୍ତୁ ଏହି ରାଜନୈତିକ ପାର୍ଟି ଯେତିକି ଜୋରଦାର ଢଙ୍ଗରେ ଆରମ୍ଭ ହୋଇଥିଲା ସେତିକି ଚୁପଚାପ ବନ୍ଦ ମଧ୍ୟ ହୋଇଯାଇଥିଲା । ଆସନ୍ତୁ ଜାଣିବା କ’ଣ ଥିଲା ସେହି …
ପାକିସ୍ତାନରେ କାହିଁକି ଲୋପ ପାଇଗଲା ଏକମାତ୍ର ହିନ୍ଦୁ ରାଜନୈତିକ ଦଳ ? Read More »
ୟୁନେସ୍କୋ ବିଶ୍ୱବ୍ୟାପି ସ୍କୁଲରେ ସ୍ମାର୍ଟ୍ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ
ବିଶ୍ୱରେ କୋଭିଡ ମହାମାରୀର ଏକ ପ୍ରମୁଖ ପାର୍ଶ୍ବ ପ୍ରତିକ୍ରୀୟା ଦେଖିବାକୁ ମିଳିଛି । କୋଭିଡ୍ କାରଣରୁ ସ୍କୁଲ ବନ୍ଦ ହୋଇଯାଇଥିଲା । ଫଳରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହୋଇଥିଲା । ଏଥିପାଇଁ ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କୁ ସ୍ମାର୍ଟ ଫୋନ୍ ଦେବାକୁ ପଡିଥିଲା । ଏବେ ତାହାର କୁପ୍ରଭାବ ଦେଖିବାକୁ ମିଳୁଛି । କୁପ୍ରଭାବର ପ୍ରଭାବ ଏତେ ଅଧିକ ଯେ,ଜାତିସଂଘର ସହଯୋଗୀ ସଂଗଠନ ୟୁନେସ୍କୋ ବିଶ୍ୱବ୍ୟାପି ସ୍କୁଲରେ ସ୍ମାର୍ଟ୍ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଛି …
ୟୁନେସ୍କୋ ବିଶ୍ୱବ୍ୟାପି ସ୍କୁଲରେ ସ୍ମାର୍ଟ୍ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ Read More »
ଓପନହାଇମର କିଏ ? କାହିଁକି ସେ କହିଥିଲେ ଏବେ ମୁଁ ବ୍ରହ୍ମାଣ୍ଡ ନାଶକ ?
ଏବେ ମୁଁ ମହାକାଳ, ବ୍ରହ୍ମାଣ୍ଡ ନାଶକ ଓପନହାଇମର ନାମକ ଫିଲ୍ମ ଏବେ ପୁରା ଦୁନିଆରେ ଚହଳ ସୃଷ୍ଟି କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ତ ଘଟାଇଥିବା ପରମାଣୁ ବୋମାର ଜନକଭାବେ ପରିଚିତ ଏହି ବୈଜ୍ଞାନିକ ଜଣକ ଆମେରିକାକୁ ବିଶ୍ୱଯୁଦ୍ଧରେ ଏକାକୀ ଜିତାଇଥିଲେ କହିଲେ ଭୁଲ ହେବ ନାହିଁ । ପରମାଣୁ ବୋମାର ପରୀକ୍ଷଣ ପରେ ଓପନହାଇମର କହିଥିବା କଥା ଆଜି ମଧ୍ୟ ମନେ ପକାଯାଇଥାଏ । ଭଗବତ ଗୀତାର ପଂକ୍ତି ଉଦ୍ଧାର କରି ପରମାଣୁ ବୋମାର ଶକ୍ତିକୁ …
ଓପନହାଇମର କିଏ ? କାହିଁକି ସେ କହିଥିଲେ ଏବେ ମୁଁ ବ୍ରହ୍ମାଣ୍ଡ ନାଶକ ? Read More »
ମିରା ପାବିସ୍ କିଏ,ମଣିପୁରରେ ଯାହାକୁ ଡରୁଛି ସେନା
ଆସାମ ରାଇଫଲରେ ମହିଳା ସୁରକ୍ଷାକର୍ମୀଙ୍କ ସଂଖ୍ୟା ବହୁତ କମ ଓ ଅଧିକାରୀଙ୍କ ମାନିବା ହେଉଛି ଯେ,ସେମାନେ ଆଇନଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରଶିକ୍ଷିତ ନୁହନ୍ତି ।ମଣିପୁରରେ ମୁତୟନ କେନ୍ଦ୍ରୀୟ ଅଧିକାରୀ କ୍ରମାଗତ ଭାବେ ରାଜ୍ୟରେ ଅର୍ଦ୍ଧସୈନିକ ବଳରେ ମହିଳା କର୍ମୀଙ୍କୁ ଭର୍ତ୍ତି କରିବାକୁ ଅନୁରୋଧ କରି ଆସୁଛନ୍ତି । ଏହାର କାରଣ ହେଉଛି ମଣିପୁରରେ ମହିଳାମାନେ ସଂଗଠିତ ହୋଇ ସେନା ଓ ଅର୍ଦ୍ଧସାମରିକ ବଳଙ୍କୁ ସେମାନଙ୍କ କାର୍ଯ୍ୟ କରିବାରୁ ରୋକୁଛନ୍ତି । ସେନା କିମ୍ବା ଆସାମ ରାଇଫଲର …
ସ୍କୁଲ ନାମରେ ବହି ଦୋକାନ, କେମିତି ଶିକ୍ଷାର ହେଲାଣି ବଜାରୀକରଣ
ଆଜିକା ସମୟରେ ପ୍ରତିଯୋଗିତା ବଢିବାରେ ଲାଗିଛି। ସେଥିପାଇଁ ଜଣେ ବ୍ୟକ୍ତିର ଶିକ୍ଷାଗତ ଯୋଗ୍ୟତା ଥିବା ନିହାତି ଦରକାର । ଖାସ୍ ସେଥିପାଇଁ ଆଜିକା ଯୁଗରେ ପିତା-ମାତା ପିଲାମାନଙ୍କୁ ଉଚ୍ଚକୋଟିର ଶିକ୍ଷା ଦେବାକୁ ଚାହୁଁଛନ୍ତି । ଏଭଳିସ୍ଥଳେ ଇଂରାଜୀ ମାଧ୍ୟମ ସ୍କୁଲ ଓ ପ୍ରାଇଭେଟ୍ ସ୍କୁଲର ଡିମାଣ୍ଡ ବଢୁଛି । ତେବେ ପୂର୍ବରୁ ସ୍କୁଲ ଗୁଡିକ ଶିକ୍ଷାର ମନ୍ଦିର ବୋଲାଉଥିବା ବେଳେ କିଛି ଲୋକଙ୍କ ପାଇଁ ବିଜନେସ୍ ପାଲଟିଗଲାଣି । ପିଲାଟି ସ୍କୁଲରେ ଆଡମିଶନ ନେଲା ମାତ୍ରେ ତା’ର …
ସ୍କୁଲ ନାମରେ ବହି ଦୋକାନ, କେମିତି ଶିକ୍ଷାର ହେଲାଣି ବଜାରୀକରଣ Read More »
ଦାଉଦ୍ ରାସ୍ତାରେ ଲରେନ୍ସ ବିଷ୍ନୋଇ,7ଶହ ସୁଟରଙ୍କୁ ନେଇ ସାମ୍ରାଜ୍ଯ
ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ ରାସ୍ତାରେ ଚାଲିଛି ଲରେନ୍ସ ବିଷ୍ନୋଇ। ସେ 1980 ଦଶକରେ ମୁମ୍ବାଇ ଅଣ୍ଡରୱାର୍ଲଡ ଉପରେ ରାଜ୍ କରୁଥିବା ଦାଉଦ୍ ଭଳି ନିଜ ଅପରାଧିକ ସାମ୍ରାଜ୍ଯ ବିସ୍ତାର କରୁଛି ବୋଲି ଏନଆଇଏ ତଦନ୍ତରୁ ଜଣା ପଡିଛି। ଏନଆଇଏ ଲରେନ୍ସ ବିଷ୍ନୋଇ ଓ ଗୋଲ୍ଡି ବରାଡ ଗ୍ଯାଙ୍ଗର ଯାଂଚ କରୁଛି। ଏହି କ୍ରମରେ ଏନଆଇଏ ଯେଉଁ ଚାର୍ଜସିଟ୍ ଦାଖଲ କରିଛି ସେଥିରେ ଦାଉଦ୍ ଗ୍ଯାଙ୍ଗ ସହିତ ବିଷ୍ନୋଇ ଗ୍ୟାଙ୍ଗର ତୁଳନା କରାଯାଇଛି। ଏହି ଚାର୍ଜସିଟରେ ଏନଆଇଏ ବିଷ୍ନୋଇ …
ଦାଉଦ୍ ରାସ୍ତାରେ ଲରେନ୍ସ ବିଷ୍ନୋଇ,7ଶହ ସୁଟରଙ୍କୁ ନେଇ ସାମ୍ରାଜ୍ଯ Read More »
ହାଇୱେଠାରୁ କେତେ ଦୂରତାରେ ଘର ତିଆରି କଲେ ଭବିଷ୍ଯତରେ ଭାଙ୍ଗିବାର ଭୟ ରହିବ ନାହିଁ ?
ବର୍ତ୍ତମାନ ଦେଶରେ ହାଇୱେ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ଜୋରଶୋରରେ ଚାଲିଛି। ଏଥିପାଇଁ ସରକାର ରାଜପଥ କଡ଼ରେ ଥିବା ଜମି ଅଧିଗ୍ରହଣ କରୁଛନ୍ତି। ଚାଷଜମି ସହିତ ଅନେକ ଲୋକଙ୍କ ଘରଡିହ ମଧ୍ଯ ଏଥିପାଇଁ ସରକାର ନିଜ କବଜାକୁ ନେଉଛନ୍ତି। ଏମିତିକି ଅନେକ ଲୋକଙ୍କ ଘର ଉପରେ ମଧ୍ଯ ବୁଲଡୋଜର ଚଢୁଛି। ଅବଶ୍ଯ ସରକାର ଏଥିପାଇଁ କ୍ଷତିପୁରଣ ଦେଉଛନ୍ତି ତେବେ ନିଜ ସ୍ୱପ୍ନର ଘର ଉପରେ ନିଜ ଆଖି ଆଗରେ ବୁଲଡୋଜର ଚଢ଼ିବା କେତେ ଯନ୍ତ୍ରଣାଦାୟକ ତାହା ଭୁକ୍ତଭୋଗୀ …
ହାଇୱେଠାରୁ କେତେ ଦୂରତାରେ ଘର ତିଆରି କଲେ ଭବିଷ୍ଯତରେ ଭାଙ୍ଗିବାର ଭୟ ରହିବ ନାହିଁ ? Read More »
