



କେଉଁ ରାଜ୍ଯର ଲୋକ ଔଶଧରେ କରୁଛନ୍ତି ଅଧିକ ଖର୍ଚ୍ଚ

2030 ବେଳକୁ ଅମରତ୍ୱର ପ୍ରଥମ ପାହାଚ ଅତିକ୍ରମ କରିବ ମଣିଷ, 2045ରେ ହେବ ମୃତ୍ୟୁର ମୃତ୍ୟୁ

ପାଳନ ହେବ ୨୦୨୩ ଅନ୍ତର୍ଜାତୀୟ ମିଲେଟ ବର୍ଷ

୪ ହଜାର ୫ଶହ ବର୍ଷ ହେଲା ଜୀବନ ନେଉଛି ଜଳାନ୍ତକ,୨୫ ବର୍ଷ ପରେ ବି ମାରିଥାଏ ରାବିସ୍ !
ମୃତ୍ୟୁ କେମିତି ଆସେ ? କ’ଣ ରୁହେ ଅନୁଭବ ? କେତୋଟି ପର୍ଯ୍ୟାୟ ଦେଇ ଆସିଥାଏ ମୃତ୍ୟୁ ?
ପିଲାଠାରୁ ବୁଢା ସମସ୍ତଙ୍କ ମନରେ ମୃତ୍ୟୁକୁ ନେଇ ରହିଥାଏ ଅନେକ ପ୍ରଶ୍ନ । ଯେମିତି ମୃତ୍ୟୁ ପରର ଜୀବନ କ’ଣ ? ମରିବାକୁ ଯାଉଥିବା ଜଣେ ବ୍ୟକ୍ତି ମନରେ କ’ଣ ସବୁ ଚାଲିଥାଏ ? ମୃତ୍ୟୁ ସମୟରେ ମଣିଷକୁ କ’ଣ ଦେଖାଯାଏ ? ଶରୀରରୁ ଆତ୍ମା କେମିତି ଅଲଗା ହୁଏ ? ଏମିତି ଅନେକ ପ୍ରଶ୍ନ ମନକୁ ଆସିଥାଏ । କିନ୍ତୁ ଗୋଟିଏ କଥା ହେଉଛି ଧୃବସତ୍ୟ ଓ ତାହା ହେଉଛି ଯେ, ଯିଏ ଜନ୍ମ ନେଇଛି …
ମୃତ୍ୟୁ କେମିତି ଆସେ ? କ’ଣ ରୁହେ ଅନୁଭବ ? କେତୋଟି ପର୍ଯ୍ୟାୟ ଦେଇ ଆସିଥାଏ ମୃତ୍ୟୁ ? Read More »
ଦୁନିଆର ସବୁଠାରୁ ମହଙ୍ଗା ଔଷଧର ନାମ କ’ଣ ଜାଣନ୍ତୁ…
ମାନବ ପ୍ରଜାତି ସୃଷ୍ଟିର ଆରମ୍ଭ କାଳରୁ ଅନେକ ରୋଗ ଓ ମହାମାରୀ ସହିତ ଯୁଦ୍ଧ ଲଢି ଆସିଛି । ଯେମିତି ଗତ ଦୁଇ ବର୍ଷ ଧରି କରୋନା ବିଶ୍ୱ ପାଇଁ ଅଭିଷାପ ପାଲଟି ଯାଇଛି । କରୋନାର ରାମବାଣ ଭାବେ ଟିକାକୁ ଗ୍ରହଣ କରାଯାଉଛି । କିନ୍ତୁ ସତ ହେଉଛି ଟିକା ଏବେ ମଧ୍ୟ କରୋନାର ସବୁ ଭାରିଆଣ୍ଟ୍ ବିରୋଧରେ ଶହେ ପ୍ରତିଶତ ପ୍ରଭାବୀ ନୁହେଁ । ଏମିତି ଅନେକ ରୋଗ ରହିଛି ଯାହାକୁ ଭଲ କରିବା …
ପାଟିରେ କମୁଛି ଦାନ୍ତ ସଂଖ୍ୟା, ୩୨ରୁ ଖସି ୨୮ !
ଗୋଟେ ବିଧାରେ ୩୨ ଦାନ୍ତ ଭାଙ୍ଗି ଦେବି । ଏଭଳି ଡାଇଲଗ୍ ଆପଣ ବଲିଉଡ୍ ଫିଲ୍ମରୁ ଆଖପାଖରେ ଅନେକଙ୍କ ମୁହଁରୁ ଶୁଣିଥିବେ । କିନ୍ତୁ ଆଉ କିଛି ବର୍ଷ ପରେ ଏହି ଡାଇଲଗ ଆଉ ଶୁଣିବାକୁ ମିଳିବ ନାହିଁ । ଏହା ଅଚଳ ହୋଇଯିବ । କାରଣ ଏକ ନୂଆ ଗବେଷଣା ରିପୋର୍ଟ ଅନୁସାରେ ଯୁବକଙ୍କ ମୁହଁରେ ଆଉ ୩୨ ଦାନ୍ତ ଉଠୁନାହିଁ । ୩୨ ବଦଳରେ ଦାନ୍ତ ସଂଖ୍ୟା ୨୮ରେ ହିଁ ସୀମିତ ରହୁଛି । …
ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ
ଓମିକ୍ରନ ବିରୋଧରେ ଯୁଦ୍ଧ ଲଢୁଥିବା ୟୁରୋପରେ ଫ୍ଲୁ ମାମଲା ବଢିବାରେ ଲାଗିଛି । ଫ୍ଲୁ ଓ କରୋନା ଭାଇରସ ମହାମାରୀ ଏକା ସାଙ୍ଗରେ ବଢିବାକୁ ଟ୍ୱାଇନଡେମିକ୍ ନାମ ଦିଆଯାଇଛି । ଏହି ସ୍ଥିତି ୟୁରୋପ ପାଇଁ କେତେ ବିପଜ୍ଜନକ ତାହା ଗତବର୍ଷର ମାମଲାରୁ ବୁଝା ଯାଇପାରେ । ଗତ ବର୍ଷ ଯେତିକି ପରିମାଣରେ ଫ୍ଲୁ ମାମଲା ଆଶଙ୍କା କରାଯାଉଥିଲା ତା’ଠାରୁ ଢେର ଅଧିକ ମାମଲା ୟୁରୋପରେ ଦେଖିବାକୁ ମିଳିଥିଲା । ଏବେ ୟୁରୋପର ଅନେକ ଦେଶରେ ଦୁଇ …
ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ Read More »
କିଛି ଦିନରେ ଆସୁଛି କରୋନାର ତୃତୀୟ ପ୍ରବାହ,ନୂଆ ରିପୋର୍ଟରେ ଭାରତକୁ ଆଲର୍ଟ
କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନର ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଓମିକ୍ରନର ବିପଦ ଭିତରେ ଭାରତର ଅନେକ ରାଜ୍ୟରେ ଓମିକ୍ରନ ଭୟଙ୍କର ଭାବେ ନିଜ ଉପସ୍ଥିତି ଜାହିର କରିବାରେ ଲାଗିଲାଣି । ଯାହାକୁ ଦେଖି ତୃତୀୟ ଲହରର ଆଶଙ୍କା ବ୍ୟକ୍ତ କରାଗଲାଣି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜଜ୍ ବିଜନେସ୍ ସ୍କୁଲର ପ୍ରଫେସର ପଲ କଟମ୍ୟାନ୍ …
କିଛି ଦିନରେ ଆସୁଛି କରୋନାର ତୃତୀୟ ପ୍ରବାହ,ନୂଆ ରିପୋର୍ଟରେ ଭାରତକୁ ଆଲର୍ଟ Read More »
ଟାବଲେଟ୍ ମଝିରେ ସିଧା ଗାର କାହିଁକି ଥାଏ ? ଜାଣନ୍ତୁ କାରଣ..
ବଟିକା ଖାଇବା ବେଳେ ଗୋଟିଏ କଥା ଆପଣଙ୍କ ନଜରକୁ ଆସିଥିବ । ଆଉ ତା’ ହେଉଛି ଯେ, ଟାବଲେଟ୍ ମଝିରେ ଥିବା ଗାର । ଏହି ଗାରକୁ ଦେଖି କେବେ ନା କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଥିବ ଯେ, ଏହି ଗାର ପଛର କାରଣ କ’ଣ ? କ’ଣ କେବଳ ଏହା ମାତ୍ର ଡିଜାଇନ୍ ନା ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ? ଆଜି ଆମେ ବଟିକ ମଝିରେ ଗାର ରହିବାର କାରଣ …
ଟାବଲେଟ୍ ମଝିରେ ସିଧା ଗାର କାହିଁକି ଥାଏ ? ଜାଣନ୍ତୁ କାରଣ.. Read More »
ଫଳରସ ଓ ଖୀର ସହିତ କାହିଁକି ଖାଇବେ ନାହିଁ ଔଷଧ ? ଔଷଧ ଷ୍ଟ୍ରିପରେ ଲାଲ ଗାର କାହିଁକି ଥାଏ ? ଜାଣନ୍ତୁ କାହିଁକି ..
ଅନେକ ସମୟରେ ଆପଣଙ୍କୁ କେହି ନା କେହି ଗରମ ଖୀର ସହିତ ଔଷଧ ଖାଇବାକୁ ପରାମର୍ଶ ଦେଇଥିବେ । କିଛି ଲୋକଙ୍କ ଧାରଣା ଯେ, ଗରମ ଖୀର ସହିତ ଔଷଧ ସେବନ କଲେ ଔଷଧ ଅଧିକ ପ୍ରଭାବୀ ହୋଇଥାଏ । କିନ୍ତୁ ସତ ହେଉଛି ବିଜ୍ଞାନ ଏହାକୁ ମାନେ ନାହିଁ । ବିଶେଷଜ୍ଞଙ୍କ କହିବା ହେଉଛି ଅନେକ ସମୟରେ ରୋଗୀ ଚା’, ଖିର ଓ ଫଳରସ ସହିତ ଔଷଧ ଖାଇଥାନ୍ତି । ଯାହାକି ଔଷଧ ପ୍ରଭାବକୁ ବଢାଇବା …
ଚୀନ ରାଷ୍ଟ୍ରପତିଙ୍କୁ ଡରି କରୋନା ଭୂତାଣୁର ନୂଆ ଭେରିଆଣ୍ଟର ନାମ ଓମିକ୍ରନ କରିଛି ‘ହୁ’, ଜାଣନ୍ତୁ କାହିଁକି ?
କରୋନା ଭାଇରସର ନୂଆ ଭାରିଆଣ୍ଟର ନାଁ ରଖାଯାଇଛି ଓମିକ୍ରନ୍ । ଏଯାବତ କରୋନା ଭାଇରସର ୧୨ଟି ଭାଇରାଣ୍ଟ ସାମ୍ନାକୁ ଆସିସାରିଛି । ଅର୍ଥାତ ଓମିକ୍ରନ ହେଉଛି ୧୩ତମ ଭାରିଆଣ୍ଟ । କରୋନା ଭାଇରସର ୧୨ଟି ଭାରିଆଣ୍ଟର ନାମକରଣ ଗ୍ରୀକ୍ ଅକ୍ଷରକୁ ନେଇ ରଖାଯାଇଛି । ଯଦି ଆପଣ ଗ୍ରୀକ୍ ଅକ୍ଷରର କ୍ରମକୁ ଦେଖିବେ ତେବେ କରୋନାର ୧୨ ତମ ଭାରିଆଣ୍ଟ ‘ମୁ’ ଅଟେ, ଯାହା ପ୍ରଥମ ଥର ପାଇଁ ଆମେରିକାର କଲୋମ୍ବିଆରେ ଦେଖିବାକୁ ମିଳିଥିଲା । ତେବେ …
Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ?
କରୋନା ଭାଇରସର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣ କରାଯାଇଛି । ସୂଚନା ଅନୁସାରେ ବେଙ୍ଗାଲୁରରୁ ଦୁଇ ଜଣ କରୋନା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରବାଲଙ୍କ ଅନୁସାରେ ଦେଶରେ ବୁଧବାର ଠାବ କରାଯାଇଥିବା ଦୁଇ ମାମଲା କର୍ଣ୍ଣାଟକରୁ ଆସିଛି । ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ ବୟସ ୬୬ ହୋଇଥିବା …
Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ? Read More »
ସେକ୍ସ ସିଲେକ୍ସନ ଡ୍ରଗ୍ସର ସତ, ପୁଅ ଲୋଭରେ ଔଷଧ ଖାଇ ଗର୍ଭରେ ଭୃଣ ହତ୍ୟା
ପୁତ୍ର ଜନ୍ମ ଦ୍ୱାରା ବଂଶ ରକ୍ଷା ହୁଏ । ଏହି ଧାରଣା ଭାରତୀୟଙ୍କ ମନରେ ଘର କରି ରହିଛି । ଯେଉଁଥିପାଇଁ ଭାରତର ଗର୍ଭରେ ହିଁ ହୁଏ ଭୃଣହତ୍ୟା । ଏବେ ଭୃଣହତ୍ୟା ଉପରେ କିଛିଟା ନିୟନ୍ତ୍ରଣ ଆସିଛି କିନ୍ତୁ ଏହା ସହିତ ଆସିଛି ଆଉ ଗୋଟିଏ ସମସ୍ୟା । ସେକ୍ସ ସିଲେକ୍ସନ ଡ୍ରଗ । ଗର୍ଭଧାରଣ କାଳରେ ସେକ୍ସ ସିଲେକ୍ସନ ଡ୍ରଗ୍ସ ଖାଇଲେ ପୁଅ ଜନ୍ମ ହେବ । ଏଭଳି ଧାରଣାର ବଶବର୍ତ୍ତି ହୋଇ ଅନେକ …
ସେକ୍ସ ସିଲେକ୍ସନ ଡ୍ରଗ୍ସର ସତ, ପୁଅ ଲୋଭରେ ଔଷଧ ଖାଇ ଗର୍ଭରେ ଭୃଣ ହତ୍ୟା Read More »
