ପୁଣି ଅଶାନ୍ତ ମଣିପୁର: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କନଭେନ ଉପରେ ଆକ୍ରମଣ

Above Post Content

ପୁଣିଥରେ ମଣିପୁରରେ ଦେଖିବାକୁ ମିଳିଛି ହିଂସା , ପୁଣି ଥରେ ଅଶାନ୍ତ ହୋଇଛି ମଣିପୁର । ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂଙ୍କ ସୁରକ୍ଷା କନଭେନ ଉପରେ ଉଗ୍ରବାଦୀ ଆକ୍ରମଣ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ପି.ଟି.ଆଇ. ର ସୂଚନା ଅନୁସାରେ ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବାନେଇ ସୂଚନା ମିଳିଛି ।

Middle post content

ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏହି କନଭେନ ମଣିପୁରର ଜିରିବାମ ଜିଲ୍ଲାରେ ବହୁତ ଉତ୍ତେଜନା ଜାରିରହିଛି । ସେଥିପାଇଁ ଏହି କନଭେନ ମଣିପୁର ଯାଉଥିଲା । ଏହି ସମୟରେ ହଠାତ୍ ଅନେକ ରାଉଣ୍ଡ ଗୁଳି ଫୁଟିବା ଆରମ୍ଭ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ତୁରନ୍ତ ଓଲଟା ଆକ୍ରମଣ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami