ୟୁପିରେ ଭୋଟ୍ ପାଇଁ ଆଦାନୀ ବାଣ୍ଟୁଛନ୍ତି ଏକ ଲିଟର ଶୋରିଷ ତେଲ, ଜଶୱନ୍ତଙ୍କ ଅଭିଯୋଗ କେତେ ସତ ?

Above Post Content

ପୂର୍ବତନ ବିଜେପି ନେତା ତଥା ଏବେ ମମତାଙ୍କ ଶିବିରରେ ଯୋଗ ଦେଇଥିବା ଜଶୱନ୍ତ ସିହ୍ନା ବିଜେପି ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ଉତ୍ତରପ୍ରଦେଶରେ ଭୋଟ୍ ହାତେଇବାକୁ ବିଜେପି ଆଦାନୀଙ୍କୁ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଅନୁସାରେ ଲୋକଙ୍କ ଭୋଟ୍ ହାତେଇବା ପାଇଁ ଆଦାନୀଙ୍କ କମ୍ପାନୀ ଏକ ଲିଟର ଫର୍ଚ୍ୟୁନ୍ ଅଏଲ ବାଣ୍ଟିବାକୁ ଅନୁମତି ମାଗିଛନ୍ତି । ସିହ୍ନାଙ୍କ ଅଭିଯୋଗ ହେଲା ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପି ଆଦାନୀ ହାତ ଧରିଛି । ତାଙ୍କ ଅନୁସାରେ ଗରିବଙ୍କୁ ରାସଣ ଦେବା ଆଳରେ ବିଜେପି ସରକାର ତେଲ ଦେବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ପ୍ରଶ୍ନ ହେଲା

କେବେ ଅଟଳ ବିହାରି ବାଜପାୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଜଶୱନ୍ତ ମୋଦିଙ୍କ ଅମଳରେ ବିଦ୍ରୋହୀ ସାଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ । ବୁଧବାର ଦିନ ଜଶୱନ୍ତ ଟ୍ୱିଟ୍ କରି ଏକ ଅଦଭୁତ ଦାବି କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, ଉତ୍ତର ପ୍ରଦେଶ ନିର୍ବାଚନରେ ଆଦାନୀ ଗ୍ରୁପ୍ ହସ୍ତକ୍ଷେପ କରୁଥିବା ତାଙ୍କ ପାଖରେ ସୂଚନା ରହିଛି

After 2nd paragraph post ads
Middle post content

ଆଦାନୀ ବାଣ୍ଟୁଛି ତେଲ

ୟଶୱନ୍ତ ଦାବି କରିଛନ୍ତି ଯେ, ମାଗଣା ରାଶନ ସହ ମାଗଣ ଏକ କିଲୋ ଫର୍ଚ୍ୟୁନ୍ ତେଲ ଦେବାକୁ ବିଜେପି ସରକାର ଅନୁମତି ଦେଇଛନ୍ତି । ୟଶୱନ୍ତଙ୍କ ଅଭିଯୋଗ ଯେ, ୟୁପିରେ ନିର୍ବାଚନ ନିରପେକ୍ଷ ନୁହେଁ । ଯଶୱନ୍ତ ଟ୍ୱିଟରେ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ତରଫରୁ ବଣ୍ଟା ଯାଉଥିବା ମାଗଣା ରାଶନ ସହିତ ଏକ କିଲୋ ତେଲ ଦେବା ପାଇଁ ଆଦାନୀ ଯେଉଁ ଅନୁମତି ପାଇଛି ତାହା ଦ୍ୱାରା ନିର୍ବାଚନ ପ୍ରଭାବିତ ହେବ । ବିଜେପିକୁ ଲାଭ ମିଳିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami