Author name: user

ଅନନ୍ତ -ରାଧିକାଙ୍କ ପ୍ରି ୱେଡ଼ିଂରେ ଧମାଲ ମଚାଇଲେ ଗ୍ଲୋବାଲ୍ ଆଇକନ୍ ରିହାନା

ନୂଆଦିଲ୍ଳୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡ଼ିଂ ଆରମ୍ଭ ହୋଇଯାଇଛି । ଏହି ପ୍ରି ୱେଡ଼ିଂ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା ଗ୍ଲୋବାଲ୍ ଆଇକନ୍ ରିହାନାଙ୍କ ନୃତ୍ୟ । ମଞ୍ଚ ଉପରେ ରିହାନା ଧମାଲ ମଚାଇଥିଲେ । ରିହାନା ମଞ୍ଚରେ ତାଙ୍କର ଲୋକପ୍ରିୟ ଟ୍ରାକ୍ ପ୍ରଦର୍ଶନ କରୁଥିବାବେଳେ ବ୍ୟକ୍ତିଗତ ଇଭେଣ୍ଟରେ ଭିଡ଼ ଜମିବାରେ ଲାଗିଥିଲା । ନୃତ୍ୟଗୀତରେ କମ୍ପୁଛି ପୁରା ଜାମନଗର ୨୦୦୫ ମସିହାରେ ଡେବ୍ୟୁ କରିବା …

ଅନନ୍ତ -ରାଧିକାଙ୍କ ପ୍ରି ୱେଡ଼ିଂରେ ଧମାଲ ମଚାଇଲେ ଗ୍ଲୋବାଲ୍ ଆଇକନ୍ ରିହାନା Read More »

ମାଇନସ ୨୫ଡିଗ୍ରି ସେଲସିୟସରେ ବିବାହ କରି ଚର୍ଚ୍ଚାରେ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ । ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ହୋଟେଲ ବା ‘ଡେଷ୍ଟିନେଶନ ୱେଡିଂ’ କରିବାକୁ ପସନ୍ଦ କରୁଛନ୍ତି । ହେଲେ କିଛି ଯୋଡ଼ି …

ମାଇନସ ୨୫ଡିଗ୍ରି ସେଲସିୟସରେ ବିବାହ କରି ଚର୍ଚ୍ଚାରେ ପ୍ରେମୀଯୁଗଳ Read More »

ରାଏବରେଲୀ ଆସନରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଛି । ନିର୍ବାଚନ କମିଶନ ଯେ କୌଣସି ସମୟରେ ନିର୍ବାଚନ ସୂଚୀ ଘୋଷଣା କରିପାରନ୍ତି । ଏହାପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ପଦକ୍ଷେପ ନେବା ଆରମ୍ଭ କରି ଦେଇଛନ୍ତି । ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକାଠି ନିର୍ବାଚନ ଲଢ଼ିବେ ବୋଲି ଦୁଇ ଦଳ ଘୋଷଣା କରିଛନ୍ତି । ୟୁପିରେ ୧୭ ଟି ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବ । କଂଗ୍ରେସ ଦଳର ପୂର୍ବତନ ସଭାପତି …

ରାଏବରେଲୀ ଆସନରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା ! Read More »

ବିଜେପିର ଅଭିଯୋଗ, ରାଜ୍ୟରେ ଅଛନ୍ତି ୧୬ ଲକ୍ଷ ଫେକ୍ ଭୋଟର

କୋଲକତା: ପଶ୍ଚିମବଙ୍ଗରେ ଅଛନ୍ତି ୧୬ ଲକ୍ଷ ଫେକ୍ ଭୋଟର । ଏପରି ଅଭିଯୋଗ ଆଣିଛି ବିଜେପି । ଏପରିକି ଭାରତୀୟ ଜନତା ପାର୍ଟିର ୬ ଜଣ ପ୍ରତିନିଧି ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି । ଏହା ସହ ସମସ୍ତ ତଥ୍ୟ ଥିବା ଏକ ପେନ୍ ଡ୍ରାଇଭ୍ ମଧ୍ୟ ଦେଇଛନ୍ତି । ବିଜେପି ଦାବି କରିଛି, ଭୋଟର ତାଲିକାରେ ଗୋଟିଏ ନାମକୁ ଦୁଇ ଦୁଇଥର ପ୍ରବେଶ କରାଯାଇଛି । ଏପରିକି ମୃତ ବ୍ୟକ୍ତିଙ୍କ ନାଁ …

ବିଜେପିର ଅଭିଯୋଗ, ରାଜ୍ୟରେ ଅଛନ୍ତି ୧୬ ଲକ୍ଷ ଫେକ୍ ଭୋଟର Read More »

ସାଉଥ ଫିଲ୍ମରେ ଅଭିନୟ କରିବା ପାଇଁ ୮ ମିନିଟକୁ ନେଇଥିଲେ ୩୫ କୋଟି

ମୁମ୍ବାଇ: ଗତ କିଛି ବର୍ଷ ହେବ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରି ଏକାଠି କାମ କରିବା ଆରମ୍ଭ କରିଛନ୍ତି । ଏବେ ବଲିଉଡ଼ର ଅନେକ ଆଗଧାଡ଼ିର ଅଭିନେତା ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସାଉଥ ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରନ୍ତି । ଏମିତି କି ସାଉଥ୍ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ତାଲିକାରେ ଶାହାରୁଖ ଖାନ, ରଣବୀର କପୁରଙ୍କ ପରି ବଲିଉଡର ସୁପରଷ୍ଟାର ରହିଛନ୍ତି । ଅଜୟଙ୍କ ପାରିଶ୍ରମିକ ଶୁଣି ଲୋକେ ଚକିତ ଆମେ …

ସାଉଥ ଫିଲ୍ମରେ ଅଭିନୟ କରିବା ପାଇଁ ୮ ମିନିଟକୁ ନେଇଥିଲେ ୩୫ କୋଟି Read More »

ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ ହେବେନି ବିବାହିତା ଝିଅ

ନୂଆଦିଲ୍ଲୀ : ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟେ, ତେବେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିଥାଏ । ହେଲେ ଏବେ ଆଉ ନିଯୁକ୍ତିରୁ ବଂଚିତ ହେବେନି ମୃତ କର୍ମଚାରୀଙ୍କ ବିବାହିତା ଝିଅ । ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏନେଇ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚିତ । ନିର୍ଭରଶୀଳ ବ୍ୟକ୍ତିଙ୍କ ବୈବାହିକ …

ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ ହେବେନି ବିବାହିତା ଝିଅ Read More »

୮ ଓ ୧୩ ନମ୍ବର ହୋଟେଲ୍ ରୁମ୍‌କୁ ଡରୁଥିଲେ ଇମ୍ରାନ୍ ହାସମୀ

ମୁମ୍ବାଇ: ଅନ୍ଧବିଶ୍ୱାସ କରନ୍ତି ବଲିଉଡ୍ ଅଭିନେତା ଇମ୍ରାନ୍ ହାସ୍‌ମୀ । ଏକଥା ଖୋଦ୍ ଅଭିନେତା କହିଛନ୍ତି । ୱେବ୍ ସିରିଜ୍ ଶୋଟାଇମ୍ସରେ ଖୁବ୍ ଶୀଘ୍ର ନଜରକୁ ଆସିବେ ଇମ୍ରାନ୍ । ଏହା ଭିତରେ ସେ କହିଛନ୍ତି ଯେ ସେ ଅନ୍ଧବିଶ୍ୱାସୀ ଥିଲେ । ଯଦି କୌଣସି ହୋଟେଲ ରୁମରେ ରହିବାକୁ ଥିଲେ ପ୍ରଥମେ ଚେକ୍ ଇନ୍ ବିଷୟରେ ବହୁତ ସତର୍କ ଥିଲେ । ଇମ୍ରାନ ତାଙ୍କ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କୁ ରୁମ୍ ନମ୍ବରର ଅଙ୍କ ଯୋଡିବାକୁ କହୁଥିଲେ …

୮ ଓ ୧୩ ନମ୍ବର ହୋଟେଲ୍ ରୁମ୍‌କୁ ଡରୁଥିଲେ ଇମ୍ରାନ୍ ହାସମୀ Read More »

ଅଯୋଧ୍ୟା ରାମ ମନ୍ଦିରରେ ଘଟିଲା ଚମତ୍କାର

ଅଯୋଧ୍ୟା: ଗତ ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ …

ଅଯୋଧ୍ୟା ରାମ ମନ୍ଦିରରେ ଘଟିଲା ଚମତ୍କାର Read More »

ହୋଲି ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,: ସରକାରୀ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ହୋଲି ପୂର୍ବରୁ ଲୋକଙ୍କୁ ବଡ଼ ଝଟକା ଦେଇଛନ୍ତି । ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ ଘୋଷଣା କରିଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି, ଯାହା ମାସର ପ୍ରଥମ ଦିନରୁ ଆଜି ଅର୍ଥାତ୍ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ହୋଇନିି ପରିବର୍ତ୍ତନ ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସି) …

ହୋଲି ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡରର ଦାମ୍‌ Read More »

Scroll to Top
Close Bitnami banner
Bitnami