Author name: user

୪୦ ବର୍ଷରେ ରିଟାୟର ହୋଇ ଯଦି ଆରାମ କରିବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ..

ଚାକିରି ଜୀବନରେ ଘାତପ୍ରତିଘାତ ରହିଥାଏ । ଏହା ସହିତ ସବୁଦିନିଆ ଚିନ୍ତା । ଏହି ଚିନ୍ତାରୁ ମୁକ୍ତି ପାଇଁ ଅନେକ ଚାହାନ୍ତି ସଅଲ ରିଟାୟରମେଣ୍ଟ୍ । ଆଜିର ସମୟରେ ଅନେକ ଯୁବକ ୩୫ରୁ ୪୦ ବର୍ଷ ମଧ୍ୟରେ ରିଟାୟର କରି ନିଜ ଇଛା ମୁତାବକ ଜୀବନ ଜିଇଁବାକୁ ଚାହାନ୍ତି । ତେବେ ଏଥିପାଇଁ କ’ଣ କରିବାକୁ ହେବ ? କ’ଣ କଲେ ଆପଣ ମଧ୍ୟ ୪୦ ବର୍ଷରେ ଅବସର ନେଇ ଆରାମରେ ଜୀବନ ବିତାଇ ପାରିବେ ? …

୪୦ ବର୍ଷରେ ରିଟାୟର ହୋଇ ଯଦି ଆରାମ କରିବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ.. Read More »

lone voter, polling booth, gujarat elections 2022, odia blog, rising odisha

୫ଶହ ସିଂହଙ୍କ ଭିତରେ ଜଣେ ଭୋଟର,୧୫ ଜଣିଆ ପୋଲ୍ ଟିମ୍ !

ବାଜି ସାରିଛି ଗୁଜୁରାଟ ନିର୍ବାଚନ ବିଗୁଲ । ଦୁଇ ପର୍ଯ୍ୟାୟରେ ଡିସେମ୍ବର ମାସରେ ହେବ ଗୁଜୁରାଟ ନିର୍ବାଚନ । ଡିସେମ୍ବର ୮ ତାରିଖ ଦିନ ଜଣା ପଡ଼ିଯିବ ଗୁଜୁରାଟ ବିଜେପି ନିୟନ୍ତ୍ରଣରେ ରହୁଛି କି ସେଠାରେ କଂଗ୍ରେସ କମବ୍ୟାକ୍ କରୁଛି କିମ୍ବା କ୍ରାନ୍ତିକାରୀ କେଜ୍ରିୱାଲ ଡାର୍କ୍ ହର୍ସ ଭାବେ ଉଭା ହେଉଛନ୍ତି । ଭୋଟ ପ୍ରଚାର ଯୁଦ୍ଧ ଆରମ୍ଭ ହେବାକୁ ଆଉ ଅଳ୍ପ କେଇଦିନ ବାକି ଅଛି । ଏହାରି ଭିତରେ ଗୁରୁବାର ଦିନ ନିର୍ବାଚନ ଆୟୋଗଙ୍କ …

୫ଶହ ସିଂହଙ୍କ ଭିତରେ ଜଣେ ଭୋଟର,୧୫ ଜଣିଆ ପୋଲ୍ ଟିମ୍ ! Read More »

କେମିତି ଶିକ୍ଷା ଲୋନ୍ ପାଇଁ ଆବେଦନ କରିବେ ? ଶିକ୍ଷା ଲୋନ୍ ନେବା ପୂର୍ବରୁ କେଉଁ ସବୁ ବିଶୟକୁ ଧ୍ୟାନରେ ରଖିବା ଆବଶ୍ୟକ ?

ଶିକ୍ଷା ଓ ସୂଚନା ହିଁ ଅସ୍ତ୍ର । ଶିକ୍ଷା ଜୀବନର ମାନ ବଢାଇଥାଏ । ଶିକ୍ଷା,ଦାରିଦ୍ର୍ୟରୁ ଉପରକୁ ଉଠିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆଧୁନିକ ସମୟରେ ଶିକ୍ଷା ବ୍ୟୟସାପେକ୍ଷ ହୋଇଗଲାଣି । କୌଣସି ଭଲ କୋର୍ସ କରିବାକୁ ଅଧିକ ଟଙ୍କାର ଆବଶ୍ୟକ ହୋଇଥାଏ । ଅନେକ ଅଭିଭାବକ ଚାହିଁକରି ମଧ୍ୟ ନିଜ ପିଲାଙ୍କୁ ଭଲ କଲେଜ୍ କିମ୍ବା ଡିଗ୍ରି ଦେଇ ପାରନ୍ତି ନାହିଁ । ଯାହାର ଗୋଟିଏ କାରଣ ହେଉଛି ଅର୍ଥର ଅଭାବ । ତେବେ …

କେମିତି ଶିକ୍ଷା ଲୋନ୍ ପାଇଁ ଆବେଦନ କରିବେ ? ଶିକ୍ଷା ଲୋନ୍ ନେବା ପୂର୍ବରୁ କେଉଁ ସବୁ ବିଶୟକୁ ଧ୍ୟାନରେ ରଖିବା ଆବଶ୍ୟକ ? Read More »

ukraine russia war news, ukraine drone attack russia, russian tank destroyed, Odiablog, Risingodisha

ୟୁକ୍ରେନରେ ଟି-୭୨,ଟି-୯୦ ଟ୍ୟାଙ୍କର ସମାଧି,ଚିନ୍ତାରେ ଭାରତ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଲାଗୁଛି ୨୦୨୩ରେ ସରିବ ନାହିଁ । କିନ୍ତୁ ଲମ୍ବା ଚାଲିଥିବା ଏହି ଯୁଦ୍ଧ ଗୋଟିଏ ଯକ୍ଷ ପ୍ରଶ୍ନ ଭାରତ ଭଳି ଦେଶଙ୍କ ଆଗରେ ଛିଡା କରାଇଛି । ଭାରତ ଭଳି ଦେଶ ଯେଉଁମାନେ ଋଷୀୟ ସାମରିକ ସାରଞ୍ଜମ ଉପରେ ନିର୍ଭରଶୀଳ ସେମାନଙ୍କ ପାଇଁ ୟୁକ୍ରେନ ଯୁଦ୍ଧ ଆଖି ଖୋଲିଲା ଭଳି । ୟୁକ୍ରେନରେ ଟି-୭୨ ଓ ଟି-୯୨ ଭଳି ଟ୍ୟାଙ୍କ ସବୁ ବିଫଳ ହୋଇଛନ୍ତି । ପାଶ୍ଚାତ୍ୟ ଦେଶର …

ୟୁକ୍ରେନରେ ଟି-୭୨,ଟି-୯୦ ଟ୍ୟାଙ୍କର ସମାଧି,ଚିନ୍ତାରେ ଭାରତ Read More »

bank complaint , insurance agents ,Odiablog, Risingodisha

ବ୍ୟାଙ୍କ,ରିୟଲ ଇଷ୍ଟେଟ୍,ବୀମା କମ୍ପାନୀ ବିରୋଧରେ ଅଭିଯୋଗ କେମିତି କରିବେ ?

ଅନେକ ସମୟରେ ଆପଣ ବ୍ୟାଙ୍କ,ବୀମା କମ୍ପାନୀଙ୍କ ସେବାକୁ ନେଇ ଅସନ୍ତୁଷ୍ଟ ହୁଅନ୍ତି । ଆପଣଙ୍କ ଅଭିଯୋଗକୁ ସେମାନେ ଗମ୍ଭୀରତାର ସହିତ ନିଅନ୍ତି ନାହିଁ । ରିୟସ ଇଷ୍ଟେଟ୍ ସେକ୍ଟରରେ ଏଭଳି ଅଭିଯୋଗ ଅଧିକ ଆସିଥାଏ । ଏମିତିରେ ଆପଣ ନିଜକୁ ଅସହାୟ ଅନୁଭବ କରନ୍ତି । ଅଫିସକୁ ବାରମ୍ବାର ଦୌଡି଼ଦୌଡ଼ି ନୟାନ୍ତ ହୁଅନ୍ତି । ଏଭଳି ପରିସ୍ଥିତିରେ କ’ଣ କରିବେ ? କେମିତି ବ୍ୟାଙ୍କ,ବୀମା ଓ ଅନ୍ୟ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ ଅଭିଯୋଗ କରିବେ …

ବ୍ୟାଙ୍କ,ରିୟଲ ଇଷ୍ଟେଟ୍,ବୀମା କମ୍ପାନୀ ବିରୋଧରେ ଅଭିଯୋଗ କେମିତି କରିବେ ? Read More »

arvind kejriwal on currency notes, narendra modi latest news, indian currency notes pictures, Odia blog, Rising odisha

କେବେ ଓ କେମିତି ପ୍ରଥମ ଥର ପାଇଁ ନୋଟ ଉପରେ ଛପା ହେଲା ମହାତ୍ମାଙ୍କ ଚିତ୍ର ?

ଆମ ଆଦମୀ ପାର୍ଟି ସୁପ୍ରିମୋ ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ଖେଳିଛନ୍ତି ହିନ୍ଦୁତ୍ୱ କାର୍ଡ୍ । ବିଜେପିର ହିନ୍ଦୁତ୍ୱ ଲାବ୍ରୋଟରିରେ ବିଜେପିକୁ ମାତ୍ ଦେବା ପାଇଁ ସେ ଖେଳିଛନ୍ତି ହିନ୍ଦୁତ୍ୱ ଖେଳ । ଭାରତୀୟ ନୋଟ୍ ଉପରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ସହିତ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଛାପିବାକୁ କେଜ୍ରିୱାଲ କ୍ରାନ୍ତିକାରି ପରାମର୍ଶ ଦେଇଛନ୍ତି । ବୁଧବାର ଦିନ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ନୋଟ୍ ଉପରେ ଗାନ୍ଧୀଙ୍କ ସହିତ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ …

କେବେ ଓ କେମିତି ପ୍ରଥମ ଥର ପାଇଁ ନୋଟ ଉପରେ ଛପା ହେଲା ମହାତ୍ମାଙ୍କ ଚିତ୍ର ? Read More »

odisha mo parivar, odisha govt scheme 2022, cm naveen patnaik latest news, Odiablog, Risingodisha

ପ୍ରତ୍ୟେକ ଅସହାୟଙ୍କ ସାଥିରେ ଛିଡାହୋଇଛି ଓଡ଼ିଶା ମୋ ପରିବାର

ଓଡ଼ିଶାର ପ୍ରତିଟି ଗାଁ ରୁ ସହର ଯାଏଁ ପ୍ରତ୍ୟେକ ଅସହାୟଙ୍କ ସାଥିରେ ଛିଡାହୋଇଛି ଓଡ଼ିଶା ମୋ ପରିବାର । ଯାହା ଏକ ଜଳଖିଆ ଦୋକାନୀ କିଶୋରଙ୍କ କାହାଣୀରୁ ସ୍ପଷ୍ଟ ଜଣା ପଡୁଛି । ଅର୍ଥ ଅଭାବରୁ ନିଜର ଚିକିତ୍ସା କରାଇ ପାରୁନଥିଲେ, ଆଗକୁ ବଢିବା ପାଇଁ ନିଜ ମନୋବଳ ହରାଇ ଦେଇଥିଲେ । ଏହି ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, କିଶୋରଙ୍କୁ ମିଳିଲା ବଞ୍ଚିବାର ରାହା । ଭୁବନେଶ୍ଵରସ୍ଥିତ ମଞ୍ଚେଶ୍ଵର ନିକଟବର୍ତ୍ତୀ ଝରଣା …

ପ୍ରତ୍ୟେକ ଅସହାୟଙ୍କ ସାଥିରେ ଛିଡାହୋଇଛି ଓଡ଼ିଶା ମୋ ପରିବାର Read More »

australia vs new zealand status, new zealand vs australia 2022, new zealand cricket team t20 world cup, Odiablog, Risingodisha

ଆରମ୍ଭରୁ କଙ୍ଗାରୁ ଚିତପଟାଙ୍ଗ୍

ପ୍ରଥମ ମ୍ୟାଚରେ ୮୯ ରନରେ ହାରିଲା ଆୟୋଜକ ଅଷ୍ଟ୍ରେଲିଆ ପ୍ରଥମେ ଓପନର୍ ଡେଭନ କନୱେଙ୍କ ଅପରାଜିତ 92 ରନ୍, ସାଥି ଓପନର୍ ଫିନ୍ ଆଲେନଙ୍କ ବିସ୍ଫୋରକ 42 ଏବଂ ପରେ ବୋଲର ଓ ଫିଲଡରଙ୍କ ମିଳିତ ପ୍ରଦର୍ଶନ। ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଚ୍ରେଲିଆକୁ ତା ନିଜ ମାଟିରେ ଏକପାଖିଆ ମାତ୍ ମାରିଛି ପଡ଼ୋଶୀ ନ୍ୟୁଜିଲ୍ୟାଣ୍ଡ। ପରାଜୟରୁ ହିଁ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ। ଶନିବାର ସିଡ୍‌ନୀରେ ସୁପର ୧୨ର ପ୍ରଥମ ମ୍ୟାଚ୍‌ରେ …

ଆରମ୍ଭରୁ କଙ୍ଗାରୁ ଚିତପଟାଙ୍ଗ୍ Read More »

indian it professionals in myanmar , myanmar cyber attack, indian it professionals , odiablog, Rising odisha

ମିଆଁମାରରେ ସାଇବର ମାଫିଆ ପାଖରେ ବନ୍ଧା ପଡ଼ିଛନ୍ତି ୧୧ ହଜାର ଆଇଟି ପ୍ରଫେସନାଲ

ମିଆମାରରେ ଏକ ହଜାରରୁ ଅଧିକ ଭାରତୀୟ IT ପ୍ରଫେସନାଲ ବନ୍ଧକ ପଡିଛନ୍ତି । ମିଆଁମାର ଓ ଚୀନର ମାଫିଆ ଏହି ଭାରତୀୟ ଆଇଟି ପ୍ରଫେସନାଲ ମାନଙ୍କୁ ମୋଟା ଅଙ୍କର ଦରମା ଲୋଭ ଦେଖାଇ ଫସେଇଥିଲା । ଏବେ ସେଠାରେ ଏମାନଙ୍କୁ ସାଇବର କ୍ରାଇମ ଲାଗି ବ୍ୟବହାର କରାଯାଉଛି । ଦିନକୁ ୧୮ ଘଣ୍ଟାରୁ ଅଧିକ ଖଟାଯାଉଛି । ଜେଲରେ କଏଦୀ ଭଳି ରହୁଥିବା ଏହି ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ସାଇବର କ୍ରାଇମ୍ ପାଇଁ ବ୍ୟବହାର କରାଯାଉଛି । …

ମିଆଁମାରରେ ସାଇବର ମାଫିଆ ପାଖରେ ବନ୍ଧା ପଡ଼ିଛନ୍ତି ୧୧ ହଜାର ଆଇଟି ପ୍ରଫେସନାଲ Read More »

RSS
Follow by Email
Scroll to Top
Close Bitnami banner
Bitnami