ଆରମ୍ଭରୁ କଙ୍ଗାରୁ ଚିତପଟାଙ୍ଗ୍

Above Post Content

ପ୍ରଥମ ମ୍ୟାଚରେ ୮୯ ରନରେ ହାରିଲା ଆୟୋଜକ ଅଷ୍ଟ୍ରେଲିଆ

Middle post content
After 2nd paragraph post ads

ପ୍ରଥମେ ଓପନର୍ ଡେଭନ କନୱେଙ୍କ ଅପରାଜିତ 92 ରନ୍, ସାଥି ଓପନର୍ ଫିନ୍ ଆଲେନଙ୍କ ବିସ୍ଫୋରକ 42 ଏବଂ ପରେ ବୋଲର ଓ ଫିଲଡରଙ୍କ ମିଳିତ ପ୍ରଦର୍ଶନ। ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଚ୍ରେଲିଆକୁ ତା ନିଜ ମାଟିରେ ଏକପାଖିଆ ମାତ୍ ମାରିଛି ପଡ଼ୋଶୀ ନ୍ୟୁଜିଲ୍ୟାଣ୍ଡ। ପରାଜୟରୁ ହିଁ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ। ଶନିବାର ସିଡ୍‌ନୀରେ ସୁପର ୧୨ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ଠାରୁ ୮୯ ରନରେ ହାରିଛି।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami