Browsing Category

Uncategorized

ଆରମ୍ଭରୁ କଙ୍ଗାରୁ ଚିତପଟାଙ୍ଗ୍

ପ୍ରଥମ ମ୍ୟାଚରେ ୮୯ ରନରେ ହାରିଲା ଆୟୋଜକ ଅଷ୍ଟ୍ରେଲିଆ https://youtu.be/4Y2UYhC8f7M ପ୍ରଥମେ ଓପନର୍ ଡେଭନ କନୱେଙ୍କ ଅପରାଜିତ 92 ରନ୍, ସାଥି ଓପନର୍ ଫିନ୍ ଆଲେନଙ୍କ ବିସ୍ଫୋରକ 42 ଏବଂ ପରେ ବୋଲର ଓ ଫିଲଡରଙ୍କ ମିଳିତ ପ୍ରଦର୍ଶନ। ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଚ୍ରେଲିଆକୁ ତା
Read More...

ତାଇୱାନକୁ ଯଦି ଚୀନ ଅଧିକାର କରେ,ତେବେ ଡ୍ରାଗନର ପରବର୍ତ୍ତି ନିଶାନା ହେବ ଅରୁଣାଚଳ ପ୍ରଦେଶ

ତାଇୱାନକୁ ନେଇ ବିଶ୍ୱ ବ୍ୟାପି ଉତ୍ତେଜନାମୁଳକ ପରିସ୍ଥିତ ସୃଷ୍ଟି ହୋଇଛି । ଗୋଟିଏ ପଟେ ଚୀନ ଥିବା ବେଳେ ଅନ୍ୟପଟେ ଆମେରିକା ରହିଛି । ଚୀନକୁ ତାଇୱାନ ମାମଲାରେ ଋଷର ସମର୍ଥନ ମିଳିବାର ସମ୍ଭାବନା ଥିବା ବେଳେ ଆମେରିକାକୁ ଜାପାନ ଓ ଅଷ୍ଟ୍ରେଲିଆ ଭଳି ସହଯୋଗୀ ରାଷ୍ଟ୍ରଙ୍କ ସମର୍ଥନ ମିଳିପାରେ ।
Read More...

ସେନାର ନୂଆ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ପାଇଁ ହେବାକୁ ଯାଉଛି ‘ଅଗ୍ନିପଥ’ !

ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସେନାର ତିନି ଅଙ୍ଗ ପାଇଁ ଅଗ୍ନିପଥ ଯୋଜନାର ଘୋଷଣା ହୋଇଥିଲା । ଏହି ଯୋଜନା ଅନ୍ତର୍ଗତରେ ସେନାରେ ୪ ବର୍ଷ ପାଇଁ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ଅଛି । ୪ ବର୍ଷ ପାଇଁ ସେନାରେ ଯୋଗ ଦେବାକୁ ଥିବା ଏହି ସୈନିକଙ୍କୁ
Read More...

କାଶୀର ସୁବେଦାରକୁ ୧୬୬୯ରେ ବିଶ୍ୱନାଥ ମନ୍ଦିର ଭାଙ୍ଗିବାକୁ ଆଦେଶ ଦେଇଥିଲେ ଔରଙ୍ଗଜେବ, ଜାଣନ୍ତୁ ଆଦେଶର କ’ଣ ଥିଲା ?

ବାରଣାସୀର ଜ୍ଞାନବାପି ମସଜିଦ ପରିସରେ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷର ଦାବି ପରଠାରୁ ନୂଆ ବିବାଦ ସୃଷ୍ଟି ହେଲାଣି । ମୁସଲିମ ପକ୍ଷ ଏହି ଦାବିକୁ ଅସ୍ୱୀକାର କରୁଛି । ଯାହାକୁ ଶିବଲିଙ୍ଗ ବୋଲି କୁହାଯାଉଛି ତାହା ଫୁଆରା ବୋଲି ଦାବି କରୁଛନ୍ତି ମସଜିଦ କର୍ମକର୍ତ୍ତା ଓ ମୁସଲିମ
Read More...

ହାଇୱେର ପେଟ୍ରୋଲ ସରିଗଲେ NHAI ଆପଣଙ୍କ ପାଖରେ ପହଂଚାଇ ଦେବ ପେଟ୍ରୋଲ !

ଯେତେବେଳେ ଆପଣ ଜାତୀୟ ରାଜପଥରେ ଯାତ୍ରା କରନ୍ତି ସେତେବେଳେ ଟୋଲ ବୁଥରେ ଆପଣ ଫାଷ୍ଟ ଟ୍ୟାଗ୍ ଦ୍ୱାରା କିମ୍ବା ଟଙ୍କା ଦେଇଥାନ୍ତି । ଟୋଲ୍ ଦେବା ଦ୍ୱାରା ଆପଣଙ୍କୁ ଅନେକ ସୁବିଧା ମିଳିଥାଏ । କିନ୍ତୁ ଅନେକ ସମୟରେ ଆମେ ଏହି ସୁବିଧା ବାବଦରେ ଜାଣିନଥାଉ । ଆସନ୍ତୁ ଟୋଲ୍ ଫି’ ଦେବା ଦ୍ୱାରା ଆପଣ
Read More...

ମୋଗଲ ‘ହାରମ’ ରାଣୀ ମାନଙ୍କ ଦରମା କେତେ ଥିଲା ?

ଭାରତରେ ମୋଗଲ ସାମ୍ରାଜ୍ୟର ମୁଳଦୁଅ ପକାଇଥିଲା ବାବର । ଉଜବେକିସ୍ତାନରୁ ଆସିଥିବା ବାବର ଭାରତରେ କେବଳ ପ୍ରଥମ ଥର ପାଇଁ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିନଥିଲା, ସେ ମଧ୍ୟ ତା’ ହାରମରେ ରହୁଥିବା ବେଗମ ମାନଙ୍କ ପାଇଁ ଦରମା ନିର୍ଦ୍ଧାରିତ କରିଥିଲା । ଏହି ନିୟମ ଅନୁୁସାରେ ମୋଗଲ ବାଦଶାହାଙ୍କ
Read More...

ପୁଟିନଙ୍କ ନ୍ୟୁକ୍ସିୟର ବ୍ରିଫକେସ କ’ଣ ? ଯାହାର ଗୋଟିଏ ବଟନ ଦବିଲେ ଆସିବ ମହାପ୍ରଳୟ !

ଗତ କିଛି ଦିନ ହେବ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ନଜର ଆସୁଥିବା ଏକ ବ୍ରିଫକେସକୁ ନେଇ ବେସ ଚର୍ଚ୍ଚା ହେଉଛି । ପ୍ରକୃତ କଥା ହେଉଛି ଏହା କିଛି ସାଧାରଣ ବ୍ରିଫକେସ ନୁହେଁ ଅଧିକନ୍ତୁ ଏହା ହେଉଛି ଚଳୟମାନ ପରମାଣୁ କମାଣ୍ଡ୍ ସେଣ୍ଟର । ଏହାକୁ ମଧ୍ୟ ପୁଟିନଙ୍କ ନ୍ୟୁକ୍ଲିୟର
Read More...

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ

ୟୁକ୍ରେନ ଯୁଦ୍ଧରେ ଋଷ ଏପର୍ଯ୍ୟନ୍ତ ବଡ଼ଧରଣର ସଫଳତା ପାଇନାହିଁ । ରାଜଧାନୀ କିଭ୍ ହେଉ କି ଅନ୍ୟକୌଣସି ବଡ଼ ସହର କିଛି ମଧ୍ୟ ଋଷ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ଆସିପାରିନାହିଁ । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପୁଟିନଙ୍କ ଜିଦ ଋଷ ସେନାକୁ ଏକରକମ ବରବାଦ କରି ସାରିଲାଣି । ୨୪
Read More...

PK ଦେଲେ ପ୍ଲାନ୍ ୩୭୦, ଏମିତି ଦିଲ୍ଲୀ ଦଖଲ କରିବ କଂଗ୍ରେସ, ଓଡ଼ିଶାକୁ ନେଇ କ’ଣ କହିଲେ ପ୍ରଶାନ୍ତ ?

୨୦୧୪ରୁ କ୍ଷମତା ବନବାସରେ ଥିବା କଂଗ୍ରେସକୁ ଭୋଟ୍ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ଦେଇଛନ୍ତି ମାଷ୍ଟର ପ୍ଲାନ୍ । ଯାହାର ନାମ ହେଉଛି ‘ପ୍ଲାନ୍ ୩୭୦’ । ଏହି ପ୍ଲାନ୍ ଅନୁଯାୟୀ କାମ କଲେ କଂଗ୍ରେସର ଆଛେଦିନ ପୁଣିଥରେ ଫେରିବ ବୋଲି କାଳେ ପ୍ରଶାନ୍ତ କହିଛନ୍ତି । ଶନିବାର ଦିନ ସୋନିଆ ଓ
Read More...

ଆଜିର ସମୟରେ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କିଏ ?

ୟୁକ୍ରେନ-ଋଷ ଯୁଦ୍ଧକୁ ୫୦ ଦିନରୁ ଅଧିକ ହୋଇଗଲାଣି । ଆମେରିକା ଖୋଲାଖୋଲି ସାମ୍ନାକୁ ଆସୁନାହିଁ କି ଋଷକୁ ସହଜ ବିଜୟ ଏପର୍ଯ୍ୟନ୍ତ ମିଳିନାହିଁ । କେଇ ଘଣ୍ଟାରୁ କେଇ ଦିନ ମଧ୍ୟରେ ୟୁକ୍ରେନ୍ ଉପରେ କବଜାର ସ୍ୱପ୍ନ ଦେଖିଥିବା ଭ୍ଲାଦିମିର ପୁଟିନଙ୍କ ପାଇଁ ୟୁକ୍ରେନ୍ ଏବେ ୱାଟରଲୁ ପାଲଟିବାକୁ
Read More...
Close Bitnami banner
Bitnami