joe biden

russia ukraine war, russia china relations, russia vs usa, china vs usa, modi govt, India, joe biden, vladimir putin, india china standoff, xi jinping, odia blog, rising odisha

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ?

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନେଇ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆମେରିକା ଏହାକୁ ନେଇ ଋଷ ବିରୋଧରେ ମୋର୍ଚ୍ଚା ଖୋଲିଥିଲା ଓ ମୋର୍ଚ୍ଚାବନ୍ଦୀ ଏବେ ମଧ୍ୟ ଜାରି ରହିଛି । ୟୁରୋପର ଅନେକ ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ବାଇଡେନ୍ ପ୍ରଶାସନ ଭାବିଥିଲା ଯେ, ଭାରତ ଏହି ମାମଲାରେ ସେମାନଙ୍କ ପକ୍ଷ ନେବ । କିନ୍ତୁ ଭାରତ ଏହି ମାମଲାରେ ଦୁଇ ପକ୍ଷଙ୍କୁ ଶାନ୍ତି ପାଇଁ ଅପିଲ କରି ନିରବ ରହିଥିଲା । …

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ? Read More »

john bolton, former security advisor, taliban pakistan, pakistan nuclear weapons, taliban pakistan weapons, afghanistan attack, rising odisha

ଆମେରିକାର ଚେତାବନୀ : ପାକିସ୍ତାନରେ ପ୍ରଭାବ ବିସ୍ତାର କରୁଛି ତାଲିବାନ, ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ କରିପାରେ କବଜା

ତାଲିବାନ ହାତରେ ପାକିସ୍ତାନର ପରମାଣୁ ଅସ୍ତ୍ର ପଡିପାରେ ବୋଲି ଟ୍ରମ୍ପ୍ ପ୍ରଶାସନର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଜନ୍ ବୋଲ୍ଟନ ଆଶଙ୍କା ବ୍ୟକ୍ତ କରିଛନ୍ତି । ବୋଲ୍ଟନଙ୍କ ଏହି ଆଶଙ୍କା ଦୁନିଆ ପାଇଁ ସତର୍କ ଘଣ୍ଟି । ସେ ଆଶଙ୍କା କରିଛନ୍ତି ଯେ, ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିରେ ଏଭଳି କିଛି ଘଟିବା ବିଚିତ୍ର ନୁହେଁ । ଏଥିପାଇଁ ସେ ବାଇଡେନ୍ ପ୍ରଶାସନକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସେ ଆମେରିକା ସେନାକୁ ଆଫଗାନିସ୍ତାନରୁ ଅପସାରଣକୁ ମଧ୍ୟ …

ଆମେରିକାର ଚେତାବନୀ : ପାକିସ୍ତାନରେ ପ୍ରଭାବ ବିସ୍ତାର କରୁଛି ତାଲିବାନ, ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ କରିପାରେ କବଜା Read More »

bagram airbase, bagram airfield afghanistan, bagram, china against india, china and pakistan, rising odisha

ବଗ୍ରାମ୍ ବିମାନଘାଟି ଉପରେ କାହିଁକି କବଜା କରିବାକୁ ଚାହୁଁଛି ଡ୍ରାଗନ ? ଭାରତ ବିରୋଧରେ ପାକିସ୍ତାନକୁ କରିପାରେ ବ୍ୟବହାର

ଭାରତୀୟ ବଂଶୋଦ୍ଭବ ତଥା ଜାତିସଂଘରେ ଆମେରିକାର ପୂର୍ବତନ ଦୂତ ନିକ୍କି ହେଲି ଆଫଗାନିସ୍ତାନରେ ଚୀନ ଖେଳୁଥିବା ଚାଲକୁ ନେଇ ଚେତାବନୀ ଦେଇଛି । ହେଲିଙ୍କ ଅନୁସାରେ ଚୀନ୍ ଆଫଗାନିସ୍ତାନର ବଗ୍ରାମ୍ ବିମାନଘାଟିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି । ବଗ୍ରାମ ଏୟାର ବେସରୁ ଆମେରିକା ସେନା ତା’ର ତାଲିବାନ ବିରୋଧୀ ଅପରେସନ କରୁଥିଲା । ହେଲି ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ଭାରତ ବିରୋଧରେ ନିଜ ସ୍ଥିତିକୁ ଅଧିକ ମଜବୁତ କରିବାକୁ ପାକିସ୍ତାନକୁ ବ୍ୟବହାର କରିପାରେ …

ବଗ୍ରାମ୍ ବିମାନଘାଟି ଉପରେ କାହିଁକି କବଜା କରିବାକୁ ଚାହୁଁଛି ଡ୍ରାଗନ ? ଭାରତ ବିରୋଧରେ ପାକିସ୍ତାନକୁ କରିପାରେ ବ୍ୟବହାର Read More »

americas longest war, US army left afghanistan, 21 years in afghanistan, afghanistan taliban war, china's gameplan, rising odisha

ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ !

କାବୁଲ ବିମାନ ବନ୍ଦର ଏବେ ତାଲିବାନ କବଜାରେ । ଏହା ସହିତ ପୂରା ଆଫଗାନିସ୍ତାନ (ପଂଜଶୀରକୁ ଛାଡି) ଏବେ ତାଲିବା ଅଧିକାରରେ । ଆମେରିକା ବିଶ୍ୱ ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢିଲା ସତ କିନ୍ତୁ ଶେଷରେ ତାକୁ ପରାଜୟ ମିଳିଛି । ତାଲିବାନ କହୁଛି ଏହି ଲମ୍ବା ଯୁଦ୍ଧରେ ସେମାନେ ବିଶ୍ୱ ମହାଶକ୍ତିକୁ ପରାସ୍ତ କରିଛନ୍ତି । କିନ୍ତୁ ବାସ୍ତବତା ଆଉ କିଛି । ବାସ୍ତବତା ହେଉଛି ଏହି ଯୁଦ୍ଧରେ ଆମେରିକା ହାରିଛି କିନ୍ତୁ ତାଲିବାନ …

ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ ! Read More »

right to repair movement, right to repair rules, right to repair in India, poor quality products, electronic companies, electronic items, India, Odisha, rising odisha

ଜାଣିଶୁଣି ଖରାପ ପ୍ରଡକ୍ଟ ତିଆରି କରୁଛନ୍ତି ବଡ଼ ଇଲେକଟ୍ରୋନିକ୍ କମ୍ପାନୀ ? ୟୁରୋପରେ ଉଠିଲାଣି ରାଇଟ୍ ଟୁ ରିପାୟର ଦାବି

ଆପଣ ଗୋଟିଏ ମହଙ୍ଗା ମୋବାଇଲ କିମ୍ବା ଲାପଟପ କିଣନ୍ତି । କିନ୍ତୁ ବେଳେ ବେଳେ କିଣିବାର କିଛି ଦିନ ପରେ ଆପଣଙ୍କ ଦାମୀ ସାମଗ୍ରୀ ଖରାପ ହୋଇଯାଏ । ଏମିତିରେ ଆପଣଙ୍କ ପାଖରେ ତାକୁ ସଜାଡିବା କିମ୍ବା ପୁଣି ନୂଆ ମଡେଲ କିଣିବା ଛଡା ଆଉ କୌଣସି ବିକଳ୍ପ ନଥାଏ । ଯଦି ଆପଣ ସଜାଡିବାକୁ ଯାଆନ୍ତି ତେବେ ପାଇବେ ଯେ, ମରାମତି କରିବା ପାଇଁ ଆପଣଙ୍କୁ ବେଳେବେଳେ ସେହି ଉତ୍ପାଦର ୫୦ ପ୍ରତିଶତ ଖର୍ଚ୍ଚ କରିବାକୁ …

ଜାଣିଶୁଣି ଖରାପ ପ୍ରଡକ୍ଟ ତିଆରି କରୁଛନ୍ତି ବଡ଼ ଇଲେକଟ୍ରୋନିକ୍ କମ୍ପାନୀ ? ୟୁରୋପରେ ଉଠିଲାଣି ରାଇଟ୍ ଟୁ ରିପାୟର ଦାବି Read More »

Scroll to Top
Close Bitnami banner
Bitnami