Browsing Tag

ଆଫଗାନିସ୍ତାନ

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ
Read More...

ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ !

କାବୁଲ ବିମାନ ବନ୍ଦର ଏବେ ତାଲିବାନ କବଜାରେ । ଏହା ସହିତ ପୂରା ଆଫଗାନିସ୍ତାନ (ପଂଜଶୀରକୁ ଛାଡି) ଏବେ ତାଲିବା ଅଧିକାରରେ । ଆମେରିକା ବିଶ୍ୱ ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢିଲା ସତ କିନ୍ତୁ ଶେଷରେ ତାକୁ ପରାଜୟ ମିଳିଛି । ତାଲିବାନ କହୁଛି ଏହି ଲମ୍ବା ଯୁଦ୍ଧରେ ସେମାନେ ବିଶ୍ୱ
Read More...

ଆଫଗାନିସ୍ତାନ ଛା଼ଡିବା ପୂର୍ବରୁ ଆମେରିକାର ଶେଷ ସୈନିକ ତାଲିବାନ କମାଣ୍ଡରକୁ କ’ଣ କହିଥିଲେ ?

୨୦ ବର୍ଷ ପରେ ଆମେରିକା ମଙ୍ଗଳବାର ଦିନ ଆଫଗାନିସ୍ତାନ ଛାଡିଛି । ସୋମବାର-ମଙ୍ଗଳବାର ମଧ୍ୟରାତ୍ରୀରେ ଆମେରିକାର ବାକି ସୈନିକ ତିନୋଟି ବିମାନରେ କାବଲୁ ଛାଡି ଚାଲିଯାଇଥିଲେ । ଆଫଗାନିସ୍ତାନର ଭବିଷ୍ୟତ କ’ଣ ହେବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ପେଣ୍ଟାଗନ ଏହା ଭିତରେ କାବୁଲ ଛାଡିଥିବା ଶେଷ
Read More...

ଖୋରାସାନ ଅଞ୍ଚଳ କେଉଁଠି ଅଛି ଯାହାକୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ନିଜ ନାଁ ସହିତ ଯୋଡିଛି ?

ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ସହିତ ଦୋମୁହାଁ ଚ୍ୟାଲେଂଜର ସମ୍ସୁଖୀନ ହୋଇଛି । ଗୋଟିଏ ପଟେ ଅଛି ପଞ୍ଜଶୀର ଓ ଅନ୍ୟ ପଟେ ଅଛି ଇସଲାମିକ୍ ଷ୍ଟେଟ୍ । ଇସଲାମିକ ଷ୍ଟେଟ୍ ଖୋରାସାନ କାବୁଲରେ ୪ ଦିନ ଭିତରେ ଦୁଇ ଦୁଇଥର ଆକ୍ରମଣ କରି ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଶାସନ କରିବା ଏତେ ସହଜ
Read More...

ଆଫଗାନ ବାୟୁସେନାର ୨ଶହ ବିମାନ ଗଲା କୁଆଡେ ?

ଅନେକ ଲୋକଙ୍କ ପାଇଁ ଏହା ମିଲିୟନ ଡଲାରର ପ୍ରଶ୍ନ ଯେ, ଆଫଗାନିସ୍ତାନ ପାଖରେ ଗୋଟିଏ ବାୟୁସେନା ଥିଲେ ମଧ୍ୟ ଏହା ତାଲିବାନ ଉପରେ ଆକ୍ରମଣ କରିନଥିଲା । ଆଉ ସବୁଠାରୁ ବଡ କଥା ହେଉଛି ୨ଶହ ବିମାନକୁ ନେଇ ଗଠିତ ବାୟୁସେନା ହାୱାରେ ମିଳେଇ ଯାଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଏହି ୨ଶହ ବିମାନ
Read More...

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ?

ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ପୁରା ଦୁନିଆ ସହିତ ଭାରତର ଚିନ୍ତା ମଧ୍ୟ ବଢିଯାଇଛି । ଏହାର କାରଣ ହେଉଛି ତାଲିବାନ ସହିତ ଦୁଇଟି ବିପଜ୍ଜନକ ସଂଗଠନର ସମ୍ପର୍କ । ଏହି ଦୁଇ ସଂଗଠନର ନାମ ହେଉଛି ହକ୍କାନୀ ନେଟୱର୍କ ଓ ଅଲକାଏଦା । ତାଲିବାନର ଅଧିକାଂଶ ସୈନିକ ହକ୍କାନୀ ନେଟୱର୍କ ସହିତ
Read More...

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’
Read More...

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ

ତାଲିବାନ କବଜାର ଆଫଗାନିସ୍ତାନ । ତାଲିବାନ ମାନେ ପାକିସ୍ତାନ । ପାକିସ୍ତାନ ମାନେ ଭାରତର ସ୍ୱାର୍ଥ ପ୍ରତି ବିପଦ । ୨୦୦୧ରେ ତାଲିବାନ ସରକାର ପତନ ପରେ ଭାରତ ଉପରେ ସେଠାକୁ ସେନା ପଠାଇବାକୁ ଆମେରିକାର ଚାପ ଥିଲା । କିନ୍ତୁ ତତ୍କାଳୀନ ଅଟଳ ବିହାରୀ ବାଜପାୟୀ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ
Read More...

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ

ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ଅଙ୍କଲ ସାମ୍ ନିଜ ସୈନିକଙ୍କୁ ଫେରାଇ ଆଣିଲେ ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ପୂର୍ବ ଏସିଆର ଭିଏତନାମରେ ଆମେରିକା ଠିକ ଏକାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେତେବେଳେ ଆମେରିକା ଭିଏତନାମ ଆସିଥିଲା କମ୍ୟୁନିଜମ ନାମକ ରୋଗରୁ
Read More...

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି
Read More...
Close Bitnami banner
Bitnami