ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି

Above Post Content

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ବିଜେଡିକୁ ମିଳିଛି ସଂଖ୍ୟା ଗରିଷ୍ଠତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ଜୁନରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଖାଲି ଶପଥ ନେବେନି ଇତିହାସ ବି ରଚିବେ । ଏହାକୁ ନେଇ ବିଜେପି ଭାରସାମ୍ୟ ହରାଇ ବସିଛି । ପୀତାମ୍ବର ଆଚାର୍ଯ୍ୟ ଗତକାଲି ପ୍ରେସମିଟରେ ଯେଉଁ ତଳସ୍ତର ଭାଷା ବ୍ୟବହାର କଲେ ତାହାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

Middle post content

ଇସିଆଇ ମାଧ୍ୟମରେ ସଫଳତା ପାଇଲା ବିଜେପି

After 2nd paragraph post ads

ଇସିଆଇ ମାଧ୍ୟମରେ ବିଜେପି ସଫଳତା ପାଇଲା । ଏହା ପ୍ରମାଣ କରିଦେଉଛି ଯେ ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି । ବିଜେଡି ସହ ଲଢ଼ିବାର ସତ ସାହସ ନ ଥିବାରୁ ଆଇଏଏସ, ଆଇପିଏସଙ୍କ ବିରୋଧରେ ବିଜେପି ଲାଗୁଛି । ସେମାନେ ନିଜ ଜୀବନକୁ ବାଜି ଲଗାଇ କାମ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଓଏସଡ଼ି ବିନୟ ପ୍ରଧାନ ନିର୍ବାଚନରେ ପ୍ରଚାର କରିବା ନେଇ ଅଭିଯୋଗ କରିଥିଲା ବିଜେଡି । ହେଲେ କମିଶନ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । । ଇସିଆଇକୁ ବ୍ୟବହାର କରୁଛି ବିଜେପି । ବିଜେପି ହାରୁଥିବା ଜାଣିପାରି ହତାଶ ହୋଇପଡ଼ିଛି । ବ୍ୟାକଡୋରରେ ଅଫିସରଙ୍କ ସହ କଣ ଲଢୁଛନ୍ତି ? ଧର୍ମେନ୍ଦ୍ର କି ଭାଷା ବ୍ୟବହାର କଲେ ଜଣେ ସାମ୍ବାଦିକଙ୍କ ଉପରେ । ବିଜେଡି ଚତୁର୍ଥ ସ୍ତମ୍ଭ ସହ ଅଛି ଓ ଧର୍ମେନ୍ଦ୍ର କିଛି କରି ପାରିବେ ନାହିଁ ବୋଲି ଦମ୍ଭ ଦେଇଛି ବିଜେଡି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami