Author name: user

hamid ansari, former vice-president, vice president, odia blog, rising odisha

ପାକିସ୍ତାନରୁ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ, ପାକ୍ ସାମ୍ବାଦିକଙ୍କ ଅନୁସାରେ ଅନସାରୀଙ୍କ ପାଇଁ ହାସଲ କରିଥିଲେ ଗୁପ୍ତତଥ୍ୟ

ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀ ପୁଣିଥରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜା ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ଭାରତରେ ରାଜନୈତିକ ଝଡ଼ ସୃଷ୍ଟି କରିଛି । ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାରରେ ଆସି ସାମ୍ବାଦିକ ନୁସରତ ମିର୍ଜା ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ତତ୍କାଳୀନ ଉପ ରାଷ୍ଟ୍ରପତି ହମିଦ ଅଂସାରୀ ଏବଂ ଏକ ଇଂରାଜୀ ଖବରକାଗଜ ମିଲି ଗ୍ୟାଜେଟର ସଂସ୍ଥାପକ ଜଫରୁଲ ଇସଲାମ …

ପାକିସ୍ତାନରୁ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ, ପାକ୍ ସାମ୍ବାଦିକଙ୍କ ଅନୁସାରେ ଅନସାରୀଙ୍କ ପାଇଁ ହାସଲ କରିଥିଲେ ଗୁପ୍ତତଥ୍ୟ Read More »

japan pm shinzo abe, japan, pm assassination, shinzo abe shot dead, japan news, odia blog, rising odisha

ଜାପାନରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟାର ରହିଛି ପୁରୁଣା ଇତିହାସ, ଷ୍ଟେଶନରୁ ଲାଇଭ୍ ଟିଭି ଡିବେଟରେ ହୋଇଛି ହତ୍ୟା

ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଜଣେ ପୂର୍ବତନ ସୈନିକ ହତ୍ୟା କରିଛି । ଏହି ହତ୍ୟାକାଣ୍ଡ ଜାପାନର ସେହି ରକ୍ତାକ୍ତ ଇତିହାସକୁ ମନେ ପକାଇ ଦିଏ, ଯେଉଁ ଇତିହାସର ଫର୍ଦ୍ଧରେ ରହିଛି ଅନେକ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର କାହାଣୀ । କେଉଁ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଶନରେ ହତ୍ୟା କରାଯାଇଛି ତ’ କାହାକୁ ଲାଇଭ୍ ଟିଭି ଡିବେଟରେ ମୁଖ୍ୟ ବକ୍ତା ହତ୍ୟା କରିଛି । ଜାପାନରେ ସାଧାରଣତଃ ଭାରତ ଭଳି ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ମିଳୁଥିବା ହାଇ ସିକ୍ୟୁରିଟି ମିଳିନଥାଏ । …

ଜାପାନରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟାର ରହିଛି ପୁରୁଣା ଇତିହାସ, ଷ୍ଟେଶନରୁ ଲାଇଭ୍ ଟିଭି ଡିବେଟରେ ହୋଇଛି ହତ୍ୟା Read More »

rishi sunak, british pm, britain pm, england prime minister, rising odisha

ଜଣେ ଭାରତୀୟ ହୋଇ ପାରନ୍ତି ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ସହିତ ଆଉ କିଏ କିଏ ଅଛନ୍ତି ଦୌଡ଼ରେ

ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇସ୍ତଫା ଦେଇ ସାରିଛନ୍ତି । ବ୍ରିଟେନରେ ରାଜନୈତିକ ସଂକଟ ମଧ୍ୟରେ କିଏ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚା ଭିତରକୁ ଆସିଛି ୬ ଜଣଙ୍କ ନାମ । ସେହି ୬ ନାମ ମଧ୍ୟରେ ଅଛି ଜଣେ ଭାରତୀୟଙ୍କ ନାମ । ଏହି ଭାରତୀୟ ହେଉଛନ୍ତି ଋଷି ସୁନକ । ଋଷି ସୁନକ ହେଉଛନ୍ତି ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଜ୍ୱାଇଁ । ଆସନ୍ତୁ …

ଜଣେ ଭାରତୀୟ ହୋଇ ପାରନ୍ତି ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ସହିତ ଆଉ କିଏ କିଏ ଅଛନ୍ତି ଦୌଡ଼ରେ Read More »

odisha mla, real estate investment, share market, odisha mla list, odia blog, rising odisha

ଦେଶର ବିଧାୟକ କେଉଁଥିରେ ଅଧିକ କରିଥାନ୍ତି ନିବେଶ ? କେମିତି ଆପଣ ମଧ୍ୟ ଚାହିଁଲେ ସେମାନଙ୍କଠାରୁ ଅଧିକ ରିଟର୍ଣ୍ଣ ପାଇପାରିବେ

ବିଧାୟକଙ୍କ ଥାଟ୍ ଅନେକଙ୍କୁ ଆକର୍ଷିତ କରିଥାଏ । ପ୍ରତି ନିର୍ବାଚନ ସହିତ ବିଧାୟକଙ୍କ ସମ୍ପତି ବୃଦ୍ଧିକୁ ନେଇ ପ୍ରଶ୍ନ ମଧ୍ୟ ଉଠେ । ଏହା ନିର୍ବାଚନ ପୂର୍ବରୁ ବିଧାୟକମାନେ ଦାଖଲ କରୁଥିବା ସତ୍ୟପାଠରୁ ଜଣା ପଡିଥାଏ । ପ୍ରାୟ ସବୁ ବିଧାୟକଙ୍କ ସତ୍ୟପାଠରୁ ଜଣା ପଡିଥାଏ ଯେ, ସେମାନେ ରିୟଲ ଇଷ୍ଟେଟରେ ନିବେଶ କରିଥାନ୍ତି । ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ ବିଧାୟକ ମାନେ ଜମି ବା ପ୍ଲଟରେ ପୁଂଜି ନିବେସ କରିବାକୁ ସୁରକ୍ଷିତ ବୋଲି ଭାବିଥାନ୍ତି କିନ୍ତୁ …

ଦେଶର ବିଧାୟକ କେଉଁଥିରେ ଅଧିକ କରିଥାନ୍ତି ନିବେଶ ? କେମିତି ଆପଣ ମଧ୍ୟ ଚାହିଁଲେ ସେମାନଙ୍କଠାରୁ ଅଧିକ ରିଟର୍ଣ୍ଣ ପାଇପାରିବେ Read More »

ପ୍ରଧାନମନ୍ତ୍ରୀ ମୋଦି ଏମିତି ଖାଲି ପୁଟିନଙ୍କୁ କହିନଥିଲେ ଏହି କଥା, କାରଣ ଥିଲା ନାଟୋ

ନାଟୋ ଦେଶଙ୍କ ଶିଖର ସମ୍ମିଳନୀର ଠିକ୍ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଏହି ବୈଠକରେ ନାଟୋ ଘୋଷଣ କରିଥିଲା ଯେ, ଋଷ ସେମାନଙ୍କ ସାମରିକ ମେଣ୍ଟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରତ୍ଯକ୍ଷ ବିପଦ । ବିଶେଷଜ୍ଞଙ୍କ କହିବା ହେଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି,ପୁଟିନଙ୍କ ସହିତ କଥା ହୋଇ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରଙ୍କୁ ଏକ ସନ୍ଦେଶ ଦେଇଛନ୍ତି । ସେ …

ପ୍ରଧାନମନ୍ତ୍ରୀ ମୋଦି ଏମିତି ଖାଲି ପୁଟିନଙ୍କୁ କହିନଥିଲେ ଏହି କଥା, କାରଣ ଥିଲା ନାଟୋ Read More »

ଉପ-ମୁଖ୍ୟମନ୍ତ୍ରୀଙ୍କ କ୍ଷମତା କ’ଣ ? ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ ସମ୍ବିଧାନରେ କ’ଣ ରହିଛି ବ୍ୟବସ୍ଥା ?

ମହାରାଷ୍ଟ୍ର ବିଦ୍ରୋହ ପରେ ସେଠାରେ ନୂଆ ସରକାର ଗଠନ ହୋଇଛି । ନୂଆ ସରକାରରେ ଜଣେ ପୁରୁଣା ମୁଖ୍ୟମନ୍ତ୍ରୀ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅନିଛା ସତ୍ୱେ ପ୍ରଧାନମନ୍ତ୍ରୀଙ୍କ ଆଦେଶ ମାନ ବିଜେପିର ଦେବେନ୍ଦ୍ର ଫଡନାବିସ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏମିତିରେ ଦେଶର ଅନେକ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ମହାରାଷ୍ଟ୍ର ଘଟଣାକ୍ରମଣ ଏଇଥିପାଇଁ ବିଶେଷ ଯେ, ସବୁଠାରୁ ବଡ଼ ଦଳ ଓ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏମିତିରେ ମନକୁ …

ଉପ-ମୁଖ୍ୟମନ୍ତ୍ରୀଙ୍କ କ୍ଷମତା କ’ଣ ? ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ ସମ୍ବିଧାନରେ କ’ଣ ରହିଛି ବ୍ୟବସ୍ଥା ? Read More »

maharashtra political crisis, bjp, shiv sena, eknath shinde, uddhav thackeray, rebel mlas, odia blog, rising odisha

ଶିବସେନା ବିଦ୍ରୋହ ପାରିବାରିକ ଦଳଙ୍କ ପାଇଁ ଆଲର୍ଟ, ଶିବସେନା ପରେ କାହା ପାଳି ?

ଶିବସେନାର ହୋଇଥିବା ବିଦ୍ରୋହ ସ୍ୱତଃ ଥିଲା ନା ଏହା ପଛରେ କୌଣସି ବାହ୍ୟ ଶକ୍ତିର ହାତ ରହିଛି ତାକୁ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି । ଆଗାମୀ ଅନେକ ଦିନ ପର୍ଯ୍ୟନ୍ତ ଏହି ଆଲୋଚନା ଚାଲିବ ଏଥିରେ ସନ୍ଦେହ ନାହିଁ । ଆଲୋଚନର ବିଶୟ ଏହା ମଧ୍ୟ ଯେ ଏହି ବିଦ୍ରୋହର ‘ପ୍ରଯୋଜକ’ କିଏ ? କିଏ ପରଦା ପଛରେ ରହି ଗୋଟି ଚଳାଉଛି ? ଏହା ଟିମ୍ ୱାର୍କ ନା ଜଣେ ବ୍ୟକ୍ତିଙ୍କ …

ଶିବସେନା ବିଦ୍ରୋହ ପାରିବାରିକ ଦଳଙ୍କ ପାଇଁ ଆଲର୍ଟ, ଶିବସେନା ପରେ କାହା ପାଳି ? Read More »

rajendra prasad, first president of india, dr rajendra prasad, draupadi murmu, presidential candidate 2022, president election 2022, odisha, mayurbhanj, tribal leader, rising odisha

ଏମିତି ଜଣେ ରାଷ୍ଟ୍ରପତି ଯିଏ ନିଜ ହାତ ବୁଣା ଶାଢି ନାତୁଣିକୁ ବାହାଘରରେ ଉପହାର ଭାବେ ଦେଇଥିଲେ..

ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଭାରତର ଆଗାମୀ ରାଷ୍ଟ୍ରପତି ହେବା ଏକରକମ ନିଶ୍ଚିତ । କାରଣ ତାଙ୍କ ପଛରେ ଶାସକ ଏନଡିଏ ମେଣ୍ଟ ସହିତ ବିଜେଡି ଓ ୱାଇଏସଆର କଂଗ୍ରେସର ସମର୍ଥନ ରହିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ରାଷ୍ଟ୍ରପତିଙ୍କ ବାବଦରେ କହିବୁ ଯିଏ ନିଜ ବେତନର ମାତ୍ର ୨୫ ପ୍ରତିଶତ ନେଉଥିଲେ । ବାକି ଟଙ୍କାକୁ ରାଜକୋଷକୁ ଫେରାଇ ଦେଉଥିଲେ । କେବଳ ଏତିକି …

ଏମିତି ଜଣେ ରାଷ୍ଟ୍ରପତି ଯିଏ ନିଜ ହାତ ବୁଣା ଶାଢି ନାତୁଣିକୁ ବାହାଘରରେ ଉପହାର ଭାବେ ଦେଇଥିଲେ.. Read More »

shiv sena, shiv sena leader, eknath shinde, uddhav thackeray, dharamveer movie, rebel mlas, maharashtra political crisis, odia blog, rising odisha

ଗୋଟିଏ ଫିଲ୍ମ ପାଇଁ ଶିବସେନାର ବିଦ୍ରୋହ, ଫିଲ୍ମ ହଲରେ ହିଁ ଲେଖା ହୋଇଥିଲା ବିଦ୍ରୋହର ‘ସ୍କ୍ରିପ୍ଟ’

ମହାରାଷ୍ଟ୍ର ରାଜନୀତିରେ ଗେମ ଚେଂଜର ହୋଇ ସାରିଥିବା ଏକନାଥ ସିନ୍ଦେଙ୍କ ବିଦ୍ରୋହ ମହାରାଷ୍ଟ୍ର ତଥା ଶିବସେନା ଇତିହାସର ସବୁଠାରୁ ବଡ଼ ରାଜନୈତିକ ବିଦ୍ରୋହରେ ପରିଣତ ହୋଇ ସାରିଛି । ଏବେ କୁହା ଯାଉଛି ଯେ, ଏକନାଥ ସିନ୍ଦେଙ୍କ ବିଦ୍ରୋହ ପଛରେ ଅନେକ କାରଣ ଥିବା ବେଳେ ଗୋଟିଏ କାରଣ ହେଉଛି ମରାଠି ଫିଲ୍ମ ଧର୍ମବୀର । ଧର୍ମବୀର ଫିଲ୍ମର ସ୍କ୍ରିନିଂ କାଳରେ ହିଁ ବିଦ୍ରୋହର ସ୍କ୍ରିପ୍ଟ ଲେଖା ଯାଇଥିବା ବୋଲି କୁହାଯାଉଛି । ଫିଲ୍ମ ଅଧାରୁ ଚାଲି …

ଗୋଟିଏ ଫିଲ୍ମ ପାଇଁ ଶିବସେନାର ବିଦ୍ରୋହ, ଫିଲ୍ମ ହଲରେ ହିଁ ଲେଖା ହୋଇଥିଲା ବିଦ୍ରୋହର ‘ସ୍କ୍ରିପ୍ଟ’ Read More »

maharashtra political crisis, uddhav thackeray, eknath shinde, shiv sena, bjp, devendra fadnavis, odia blog, rising odisha

ଠାକରେ ପରିବାର ବିନା ଶିବସେନା, ସରକାର ନୁହେଁ ଦଳ ହରଣଚାଳ କରିବାକୁ ଚାହେଁ ବିଜେପି !

ଦଳବଦଳ ଆଇନରୁ ବର୍ତ୍ତି ଉଦ୍ଧବ ଠାକରେ ସରକାରର ପତନ ପାଇଁ ଏକନାଥ ସିନ୍ଦେ ଆବଶ୍ୟକ କରୁଥିଲେ ୩୭ ବିଧାୟକ । ଯାହା ତାଙ୍କ ପାଖରେ ତାଙ୍କ ହିସାବରେ ଦୁଇ ଦିନ ତଳୁ ଅଛି । ତଥାପି ସିନ୍ଦେ ଅଟକୁ ନାହାନ୍ତି । ସିନ୍ଦେ ନିଜ ସମର୍ଥକଙ୍କ ତାଲିକାରେ ଗୋଟିଏ ପରେ ଗୋଟିଏ ନୂଆ ନାମ ଯୋଡିବାରେ ଲାଗିଛନ୍ତି । ଗୌହାଟିର ଫାଇଭ୍ ଷ୍ଟାର ହୋଟେଲ ବାହାରେ ବୁଧବାର ଦିନ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କ ସହିତ …

ଠାକରେ ପରିବାର ବିନା ଶିବସେନା, ସରକାର ନୁହେଁ ଦଳ ହରଣଚାଳ କରିବାକୁ ଚାହେଁ ବିଜେପି ! Read More »

RSS
Follow by Email
Scroll to Top
Close Bitnami banner
Bitnami