ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବ ଟିଏମ୍‌ସି

Above Post Content

କୋଲକାତା: ପଶ୍ଚିମବଙ୍ଗରେ ଏକାକୀ ଲୋକ ସଭା ନିର୍ବାଚନ ଲଢିବ ଟିଏମସି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସଭାପତି ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ମମତା ଘୋଷଣା କରିଛନ୍ତି ଯେ, ଟିଏମସି କେବଳ ବଙ୍ଗଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ପଶ୍ଚିମବଙ୍ଗ ପାଇଁ ତୃଣମୂଳ କଂଗ୍ରେସ ଆଜି ଏହାର ୪୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରୁ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି ।

ରାଲି ମଞ୍ଚରୁ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

After 2nd paragraph post ads

ଏହି ତାଲିକାରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସୁଛି । ପ୍ରାର୍ଥୀ ଘୋଷଣା କରିବାକୁ ମମତା ଅଭିଷେକ ବାନାର୍ଜୀଙ୍କୁ ଡାକିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଘୋଷଣା ଦିନ କିମ୍ବା ପରଦିନ ତୃଣମୂଳ ନେତାମାନେ କାଳୀଘାଟର ତୃଣମୂଳ କାର୍ଯ୍ୟାଳୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଥିଲେ । କିନ୍ତୁ ଏଥର ଏକ ବ୍ୟତିକ୍ରମ ଅଛି । ଅପ୍ରତ୍ୟାଶିତ ଢଙ୍ଗରେ ମମତା ବ୍ରିଗେଡ୍ ରାଲି ମଞ୍ଚରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।

ଟିଏମସି ପ୍ରାର୍ଥୀ ତାଲିକା:

କୋଲକାତା ଉତ୍ତର-ସୁଦୀପ ବନ୍ଦୋପାଧ୍ୟାୟ

କୋଲକାତା ଦକ୍ଷିଣ-ମାଲା ରାୟ
ହାୱଡ଼ା- ପ୍ରସୁନ୍ ବନ୍ଦୋପାଧ୍ୟାୟ
ଡାଇମଣ୍ଡ ହାରବର୍-ଅଭିଷେକ ବାନାର୍ଜୀ

ଦମ୍ ଦମ୍-ପ୍ରଫେସର ସୌଗତ ରାୟ

ଶ୍ରୀରାମପୁର-କଲ୍ୟାଣ ବାନାର୍ଜୀ
ହୁଗୁଳି-ରଚନା ବନ୍ଦୋପାଧ୍ୟାୟ
ବ୍ୟାରେକପୁର-ପାର୍ଥ ଭୋମିକ୍

ବାରାସାତ-ଡ. କାକୋଲି ଘୋଷ ଦସ୍ତିଦାର
ଅରାମବାଗ-ମିତାଲି ବାଗ

ଘାଟାଲ-ଅଭିନେତା ଦେବ
ମିଦନାପୁର-ଜୁନ୍ ମାଲିଆ

ବାଙ୍କୁଡା-ଅରୁପ ଚକ୍ରବର୍ତ୍ତୀ

ବର୍ଦୱାନ ପୂର୍ବ-ଡ. ଶର୍ମିଲା ସରକାର
ଆସାନସୋଲ-ଶତ୍ରୁଘ୍ନ ସିହ୍ନା
ବର୍ଦ୍ଦୱାନ ଦୁର୍ଗାପୁର-କୀର୍ତ୍ତୀ ଆଜାଦ
ବୀରଭୂମ୍-ଶତାବ୍ଦି ରାୟ
ତମୁଲକ-ଦେବ‌ାଶୁଂ ଭଟ୍ଟାଚାର୍ଯ୍ୟ
ବସିରହାଟ-ହାଜି ନୁରୁଲ ଇସଲାମ

ମଥୁରାପୁର-ବାପି ହାଲଦାର

Middle post content

ଆଲିପୁରଦାର-ପ୍ରକାଶ ଚିକ୍ ବରାଇକ

ଦାର୍ଜିଲିଂ-ଗୋପାଳ ଲାମା
ରାୟଗଞ୍ଜ-କୃଷ୍ଣ କୁମାର କଲ୍ୟାଣୀ

ବାଲୁରଘାଟ-ବିପ୍ଲବ ମିତ୍ର

ମାଲଦା ଉତ୍ତର- ପ୍ରସୂନ ବାନାର୍ଜୀ (ପୂର୍ବତନ ଆଇପିଏସ୍)

ମାଲଦା ଦକ୍ଷିଣ- ଶାହନାୱାଜ ରେହାନ

ଜାଙ୍ଗିପୁର-ଖଲିଲୁର ରହମାନ

ବରହମପୁର-ୟୁସୁଫ ପଠାନ (ପୂର୍ବତନ କ୍ରିକେଟର)

ମୁର୍ସିଦାବାଦ-ଅବୁ ତାହିର ଖାନ

କୃଷ୍ଣନଗର-ମହୁଆ ମୋଇତ୍ର

ରାଣାଘାଟ-ମୁକୁଟମଣି ଅଧିକାରୀ
ବନଗାୱଁ-ବିଶ୍ୱଜିତ ଦାସ

ଜଲପାଇଗୁରୀ- ନିର୍ମଲଚନ୍ଦ୍ର ରାୟ

କୁଚ ବିହାର- ଜଗଦୀଶ ଚନ୍ଦ୍ର ବାସୁନିଆ

ବିଷ୍ଣୁପୁର-ସୁଜତା ମଣ୍ଡଳ ଖାନ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami