Browsing Tag

up elections 2022

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ?

ଭାରତୀୟ ରାଜନୀତିରେ ଏମିତି ଖୁବକମ ଉଦାହରଣ ରହିଛି ଯେତେବେଳେ ବଡ଼ ନିର୍ବାଚନୀ ମହାସମର ଭିତରେ ଗୋଟିଏ ଦଳର ମୁଖ୍ୟ ଆଉ ଗୋଟଏ ଦଳର ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଚକିତ କରିବା ଭଳି ଘଟଣା ଏବେ ଉତ୍ତରପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ
Read More...

ୟୁପିରେ ଭୋଟ୍ ପାଇଁ ଆଦାନୀ ବାଣ୍ଟୁଛନ୍ତି ଏକ ଲିଟର ଶୋରିଷ ତେଲ, ଜଶୱନ୍ତଙ୍କ ଅଭିଯୋଗ କେତେ ସତ ?

ପୂର୍ବତନ ବିଜେପି ନେତା ତଥା ଏବେ ମମତାଙ୍କ ଶିବିରରେ ଯୋଗ ଦେଇଥିବା ଜଶୱନ୍ତ ସିହ୍ନା ବିଜେପି ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ଉତ୍ତରପ୍ରଦେଶରେ ଭୋଟ୍ ହାତେଇବାକୁ ବିଜେପି ଆଦାନୀଙ୍କୁ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଅନୁସାରେ ଲୋକଙ୍କ ଭୋଟ୍ ହାତେଇବା ପାଇଁ
Read More...

ୟୁପି ନିର୍ବାଚନ : କାହା ପାଠଘର ଶୂନ ତ’ କିଏ ଅଷ୍ଟମ ପାସ୍, ଜାଣନ୍ତୁ ଉତ୍ତର ପ୍ରଦେଶ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ…

ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ହୋଇ ସାରିଛି । ୧୪ ଫେବ୍ରୁଆରିରେ ପଡିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଦ୍ୱିତୀୟ ପର୍ଯ୍ୟୟ ଭୋଟ୍ ପୂର୍ବରୁ ୟୁପି ଯୁଦ୍ଧ ଲଢୁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆସିଛି ଗୋଟିଏ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ଦ୍ୱିତୀୟ
Read More...

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି
Read More...

40 ବର୍ଷ ତଳର ସେହି ପୁରୁଣା ପ୍ରେମକାହାଣୀ ଅଖିଳେଶଙ୍କୁ ଆଗାମୀ ୪୯ ଦିନ ପାଇଁ ଦେବ ଯନ୍ତ୍ରଣା

ଅଖିଳେଶଙ୍କୁ ସେତେବେଳେ ୯ ବର୍ଷ ହୋଇଥିଲା । ନା ସେ ରାଜନୀତିକୁ ବୁଝୁଥିଲେ ନା ପ୍ରେମ ଅଢେଇ ଅକ୍ଷର ବୋଲି ଜାଣିଥିଲେ । ସେତେବେଳେ ସେ ଜାଣିନଥିଲେ ଯେ, ତାଙ୍କ ଘରେ ଏବେ ଯାହା କିଛି ଘଟୁଛି ତାହା ଆଗକୁ ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବ । ଜାନୁଆରୀ ୧୯ ୨୦୨୨ରେ ଅଖିଳେଶ
Read More...
Close Bitnami banner
Bitnami