Browsing Tag

reserve bank of India

ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ-୨ ହଜାର ଟଙ୍କିଆ ନୋଟ୍ ଗାଏବ !

ଦୁର୍ନିତୀ ଉପରେ ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ବୋଲି କହି ଯେଉଁ ନୋଟ୍ ବ୍ୟାନକୁ ମାର୍କେଟିଂ କରାଯାଇଥିଲା ତା’ର ସତ ଏବେ ଧିରେ ଧିରେ ପଦାକୁ ଆସିଲାଣି । ଯାହା ଜଣା ପଡୁଛି କଳା ଟଙ୍କା ଉପରେ ମୋଦିଙ୍କ ମାଡ଼ କାମ କରିନି । ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ,୨ ହଜାର ଟଙ୍କିଆ
Read More...

ଆପଣଙ୍କ EMI ବଢିଯିବ ସତ କିନ୍ତୁ ଦର କମିଲେ ପକେଟ୍ ଭରିବ

କିଛିଦିନ ଧରି ଚାପା ସ୍ୱରରେ ଏନେଇ ଆଲୋଚନା ହେଉଥିଲା । ରେପୋ ରେଟ୍ ବଢିବ ବୋଲି ଆଲୋଚନା ହେଉଥିଲା । ଆଉ ବୁଧବାର ଦିନ ଏହି ଆଶଙ୍କା ସତ ହୋଇଛି । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ରେପୋ ରେଟରେ ୦.୪୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ହେଉଛି ସେହି ସୁଧ ହାର
Read More...

୨ ହଜାର ଟଙ୍କା ଛାପିବାରେ ଯେତିକି ଖର୍ଚ୍ଚ ହୁଏ ତା’ଠାରୁ ଅଧିକ ଏକ ଟଙ୍କିଆ ମୁଦ୍ରା ତିଆରିରେ ଖର୍ଚ୍ଚ କରେ ରିଜର୍ଭ…

ଭାରତରେ ଟଙ୍କା ଛାପିବାର ଅଧିକାର କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ହିଁ ରହିଛି । କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି। ୧ ଟଙ୍କିଆ ନୋଟକୁ ଅର୍ଥମନ୍ତ୍ରାଳୟ ମୁଦ୍ରଣ କରିଥାନ୍ତି । ଅନ୍ୟ ସବୁ ନୋଟରେ ଆରବିଆଇ ଗଭର୍ଣ୍ଣରଙ୍କ ହସ୍ତାକ୍ଷର
Read More...

ରିଜର୍ଭ ବ୍ୟାଙ୍କ୍ ପାଖରେ ମୋଟ କେତେ ସୁନା ଅଛି ? କ’ଣ ପାଇଁ RBI ସୁନା ଗଛିତ ରଖେ, ଜାଣନ୍ତୁ

ଗତ ୨୦ ବର୍ଷ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ଗଛିତ ସ୍ୱର୍ଣ୍ଣ ବା ରିଜର୍ଭ ଗୋଲ୍ଡ ୧୨ଗୁଣରୁ ଅଧିକ ବଢିଛି । ରାଜ୍ୟସଭାରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ବୈଦେଶିକ ମୁଦ୍ରା ରିଜର୍ଭ ଭାବେ ଗୋଲ୍ଡ୍ ରିଜର୍ଭ ରଖିଥାନ୍ତି । ଗୋଲ୍ଡ ରିଜର୍ଭର
Read More...

ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ

ମାଷ୍ଟରକାର୍ଡ୍ ଉପରେ ନିକଟରେ ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇଛି । ମାଷ୍ଚରକାର୍ଡ୍ ଓ ଭିଜା ହେଉଛନ୍ତି ଭାରତରେ ଦେଣନେଣର ମୁଖ୍ୟ ସ୍ରୋତ । ଆପଣ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଦେଖନ୍ତୁ, ସେଥିରେ ଭିଜା କିମ୍ବା ମାଷ୍ଚରକାର୍ଡ୍ ଲେଖା ହୋଇଥିବା ଦେଖିବେ । ଏହାକୁ ଦେଖି ଆପଣଙ୍କ
Read More...
Close Bitnami banner
Bitnami