ତୀର୍ଥଯାତ୍ରାରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

Above Post Content

ମୁମ୍ବାଇ: ତୀର୍ଥଯାତ୍ରାରେ ବାହାରିଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମରୁ ଟିକେ ସମୟ ବହାର କରି ତୀର୍ଥ ଯାତ୍ରା ପାଇଁ ବାହାରି ଯାଇଛନ୍ତି । ସେ ବର୍ତ୍ତମାନ ଉତ୍ତରାଖଣ୍ଡର କେଦାରନାଥ ଓ ବଦ୍ରିନାଥ ଗସ୍ତରେ ଅଛନ୍ତି । ରଜନୀକାନ୍ତ ରାଜ୍ୟର ପ୍ରସିଦ୍ଧ ତୀର୍ଥସ୍ଥାନଗୁଡିକ ବୁଲି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଉଛନ୍ତି । ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ତାଙ୍କର ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି ।

Middle post content

ଆବୁଧାବିର ବିଏପିଏସ ହିନ୍ଦୁ ମନ୍ଦିର ବି କରିଥିଲେ ପରିଦର୍ଶନ

After 2nd paragraph post ads

ଏହା ପୂର୍ବରୁ ରଜନୀକାନ୍ତ ଆବୁଧାବିର ବିଏପିଏସ ହିନ୍ଦୁ ମନ୍ଦିର ଯାଇଥିଲେ । ସେଠାର ଫଟୋ ଏବଂ ଭିଡିଓ ମନ୍ଦିରର ଅଫିସିଆଲ୍ ସାଇଟରେ ସେୟାର କରାଯାଇଥିଲା । ଏବେ ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଙ୍ଗ ଫିଲ୍ମ ଭେଟ୍ଟାୟାନର ସୁଟିଂ ଶେଷ ହୋଇଛି । ଯାହା ଟି.ଜେ ଗାନାଭେଲଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ତାଙ୍କୁ ପୁଣିଥରେ ବଲିଉଡର ବିଗବି ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ । ଭେଟ୍ଟାୟାନ ଚଳିତ ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିବ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami