priyanka gandhi congress

ମନି ଲଣ୍ଡରିଙ୍ଗ୍ ମାମଲା ଚାର୍ଜସିଟ୍‌ରେ ପ୍ରିୟଙ୍କାଙ୍କ ନାଁ ଉଲ୍ଲେଖ କଲା ଇଡି

ନୂଆଦିଲ୍ଲୀ : କଂଗ୍ରେସ ଉପରେ ଚଡ଼କ । ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି ।ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି । ତେବେ ତାଙ୍କୁ ଅଭିଯୁକ୍ତ କରାଯାଇ ନାହିଁ । ଏହି ମାମଲାରେ ପୂର୍ବରୁ ଏହି ମାମଲାର ଚାର୍ଜସିଟ୍‌ରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ନାମ ରହିଥିଲା । ପ୍ରିୟଙ୍କା ଓ ରବର୍ଟଙ୍କୁ ଅଭିଯୁକ୍ତ …

ମନି ଲଣ୍ଡରିଙ୍ଗ୍ ମାମଲା ଚାର୍ଜସିଟ୍‌ରେ ପ୍ରିୟଙ୍କାଙ୍କ ନାଁ ଉଲ୍ଲେଖ କଲା ଇଡି Read More »

ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍ । ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣିବାକୁ ମିଳିଛି । ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଜିତି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ ୨୦୧୯ ରେ ସେଠାରୁ ବିଜୟ ଲାଭ କରିଛନ୍ତି । ଯେଉଁଠାରୁ …

ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ Read More »

gandhi family status, congress news today, priyanka gandhi latest news, Odianews, RisingOdisha

କ୍ରୋଧରେ ଗାନ୍ଧି ପରିବାର,ପ୍ରିୟଙ୍କାଙ୍କ ଏହି ଚିତ୍ର କହୁଛି ବହୁତ କଥା

ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀ ନିଜ ଲୋକସଭା ସଦସ୍ୟତା ହରାଇଛନ୍ତି। ସଦସ୍ୟତା ହରାଇବା ପରେ ସେ ଶନିବାର ଦିନ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ସେ ମୋଦି ସରକାର ଉପରେ ଜୋରଦାର ହମଲା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ଆକ୍ରମଣକୁ ନେଇ ଯେତିକି ଚର୍ଚ୍ଚା ସେତିକି ଆଲୋଚନା ହେଉଛି ପ୍ରିୟଙ୍କା ଗାନ୍ଧୀଙ୍କ ଚିତ୍ରକୁ ନେଇ। ଚିତ୍ରରେ ପ୍ରିୟଙ୍କାକୁ କ୍ରୋଧମୁଦ୍ରାରେ ଦେଖିବାକୁ ମିଳୁଛି। ତେବେ ତା ଆଗରୁ ଜାଣିନେବା ରାହୁଲ କଣ କହି …

କ୍ରୋଧରେ ଗାନ୍ଧି ପରିବାର,ପ୍ରିୟଙ୍କାଙ୍କ ଏହି ଚିତ୍ର କହୁଛି ବହୁତ କଥା Read More »

Scroll to Top
Close Bitnami banner
Bitnami