modi govt

modi govt, centre, unemployment graph, unemployment rate in india, 2 crore jobs per year, modi govt fails, youth unemployment, make in india, skill india, startup india, rising odisha

ଶୂନ୍ୟରେ ମିଳେଇଗଲା ୨ କୋଟି ନିଯୁକ୍ତି ? ଉପରମୁହାଁ ବେକାରୀଗ୍ରାଫ୍‌

ଲୋଭିଲା ପ୍ରତିଶ୍ରୁତି । ନିଷ୍ଣୁର ବାସ୍ତବତା । ଯୁବପିଢ଼ିଙ୍କୁ ଲାଗିଛି କରୋନା ଗ୍ରହଣ । କର୍ମନିଯୁକ୍ତି ଶୂନ । ବେକାରୀ ବଢ଼ୁଛି ହୁ..ହୁ । ପଶ୍ଚିମବଙ୍ଗରୁ ପଞ୍ଜାବ, ଓଡ଼ିଶାରୁ ଉତ୍ତରାଖଣ୍ଡ ଯେଉଁ ରାଜ୍ୟକୁ ଗଲେ ଛଟପଟ ହେଉଛନ୍ତି ଯୁବକ ଯୁବତୀ । ପାଖରେ ଡିଗ୍ରୀ ଅଛି । ଗାଁ ଗଣ୍ଡାରେ କାମଧନ୍ଦା ନାହିଁ । ସହରରେ ନୂଆ ନିଯୁକ୍ତିରେ ତାଲା । ଛଟେଇ ଚାଲିଛି । ପାଖରେ ଡିଗ୍ରୀ ଅଛି । ମାତ୍ର ଧାଁ ଦୌଡ଼ କରି …

ଶୂନ୍ୟରେ ମିଳେଇଗଲା ୨ କୋଟି ନିଯୁକ୍ତି ? ଉପରମୁହାଁ ବେକାରୀଗ୍ରାଫ୍‌ Read More »

centre, central govt, petrol diesel price rise, oil company, public, inflation, GST, rising odisha

ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା

ଗୋଟିଏ ପଟେ ଦେଶର ଜନତା ଦିନକୁ ଦୁଇଗୁଣ ରାତିକୁ ଚାରିଗୁଣ ଦରରେ ବୃଦ୍ଧି ପାଉଥିବା ମହଙ୍ଗା ମାଡକୁ ନେଇ ତ୍ରସ୍ତ ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ମସ୍ତ ଅଛନ୍ତି । ଏକ ହିସାବ ଅନୁସାରେ ପେଟ୍ରୋଲ ଶତକ ମାରିବା ସହିତ କେନ୍ଦ୍ର ସରକାରଙ୍କ ଟ୍ରେଜେରି ଭର୍ତ୍ତି ହେବାରେ ଲାଗିଛି । ହିସାବ ଅନୁସାରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରି କେନ୍ଦ୍ର ସରକାର ୧ ଲକ୍ଷ ୭୧ କୋଟି ଟଙ୍କା ପାଇଛନ୍ତି । ପେଟ୍ରୋଲ ଉତ୍ପାଦ …

ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା Read More »

lpg gas, lpg gas price hike, modi govt, central govt, crude oil, petrol and diesel price hike, rising odisha

ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର

ଲାଗୁଛି ଆଉ ସାତ ଦିନ ପରେ ରୋଷେଇ ଘରେ ହାହାକାର ମଚିବାକୁ ଯାଉଛି । କାରଣ ମୋଦି ସରକାର ପୁଣିଥରେ ରୋଷେଇ ଗ୍ୟାସ୍ ଦାମ ବଢାଇ ପାରନ୍ତି । କୁହାଯାଉଛି ଯେ, ଦର ବଢାଇବା ପାଇଁ କେନ୍ଦ୍ର ସରକାର ମନସ୍ଥ କରି ସାରିଛନ୍ତି । ଗ୍ୟାସ୍ ସିଲିଣ୍ଡର ପିଛା କଂପାନୀଙ୍କୁ ୧ଶହ ଟଙ୍କା କ୍ଷତି ହେଉଥିବାରୁ ସରକାର ଦର ବଢାଇବେ । ଯଦି ଦରବୃଦ୍ଧି ପାଇଁ କମ୍ପାନୀଙ୍କୁ ସରକାର ସବୁଜ ସଂକେତ ଦିଅନ୍ତି ତେବେ ଏହା ୫ମ …

ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର Read More »

mamata banerjee, did, TMC, trinamool congress, narendra modi, rome tour, west bengal cm, modi govt, rising odisha

ଦିଦିଙ୍କ ରୋମ୍ ଗସ୍ତକୁ କ’ଣ ପାଇଁ ଅନୁମତି ଦେଲାନାହିଁ କେନ୍ଦ୍ର ? ଜାଣନ୍ତୁ କ’ଣ କହିଲେ ମମତା

କୋଲକତା: ଆସନ୍ତା ମାସରେ ପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋମ୍ ଗସ୍ତରେ ଯାଇଥାନ୍ତେ । ଏଥିପାଇଁ ଦିଦିଙ୍କ ବ୍ୟାଗ୍ ପ୍ୟାକ୍ ବି ସରିଥିଲା । କିନ୍ତୁ ଠିକଣ ସମୟରେ କେନ୍ଦ୍ର କେଁ ପୁରାଇଲା । ଦିଦିଙ୍କ ବିଦେଶ ଗସ୍ତକୁ କେନ୍ଦ୍ର ଗ୍ରୀନ୍ ସିଗନାଲ ଦେବାକୁ ମନା କରିଦେଇଛି । ସୂଚନାଯୋଗ୍ୟ ଯେ, ମମତାଙ୍କୁ ବିଶ୍ୱ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ଆସିଥିଲା । ରୋମ ଗସ୍ତ ପାଇଁ ଅନୁମତି ନମିଳିବା ପରେ ମମତା ମୋଦି ସରକାରକୁ …

ଦିଦିଙ୍କ ରୋମ୍ ଗସ୍ତକୁ କ’ଣ ପାଇଁ ଅନୁମତି ଦେଲାନାହିଁ କେନ୍ଦ୍ର ? ଜାଣନ୍ତୁ କ’ଣ କହିଲେ ମମତା Read More »

Scroll to Top
Close Bitnami banner
Bitnami