modi govt

sarnath, ashok stambh, national emblem of India, ashok stambh controversy, ashok pillar, modi govt, central vista, odia blog, rising odisha

ସାରନାଥ ଅଶୋକ ସ୍ତମ୍ଭର ସିଂହ ଓ ସଂସଦ ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ସିଂହ ମଧ୍ୟରେ ପ୍ରଭେଦ କ’ଣ ?

ସଂସଦ ଭବନର ନୂଆ ଅଟ୍ଟାଳିକା ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ରାଷ୍ଟ୍ରୀୟ ପ୍ରତୀକ ଏବେ ଚର୍ଚ୍ଚାରେ ଅଛି । ଟିଏମସି ସାଂସଦ ମହୁଆ ମୋଇତ୍ର ଓ ଆପ୍ ସାଂସଦ ସଂଜୟ ସିଂହଙ୍କ ବୟାନ ପରେ ଏହି ବିବାଦ ବଢିବାରେ ଲାଗିଛି । ଉଭୟଙ୍କ ଅଭିଯୋଗ ଯେ, ମୋଦି ସରକାର ରାଷ୍ଟ୍ରୀୟ ପ୍ରତୀକକୁ ବଦଳାଇ ଦେଇଛନ୍ତି । ସାରନାଥର ସିଂହ ଓ ସାଂଚି ସ୍ଥୁପର ସିଂହଠାରୁ ସେଣ୍ଟ୍ରାଲ ଭିସ୍ତା ସିଂହ ଭିନ୍ନ ବୋଲି ଅଭିଯୋଗ ଉଠିଲାଣି । ଏମିତିରେ ଆସନ୍ତୁ …

ସାରନାଥ ଅଶୋକ ସ୍ତମ୍ଭର ସିଂହ ଓ ସଂସଦ ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ସିଂହ ମଧ୍ୟରେ ପ୍ରଭେଦ କ’ଣ ? Read More »

agnipath scheme, agniveer yojana, indian army, indian air force, indian navy, odia blog. agnipath scheme protests, rising odisha

ଜୋସ୍ +ହୋସ୍ = ଅଗ୍ନିବୀର, ମୋବାଇଲ ଓ ବୋମା ଦ୍ୱାରା କ’ଣ ବୁଝାଇଲା ସେନା ?

ଦେଶବ୍ୟାପୀ ଅଗ୍ନିପଥ ଯୋଜନାକୁ ନେଇ ବିଭିନ୍ନ ରାଜ୍ୟରେ ହିଂସତ୍ମକ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ରବିବାର ଦିନ ତିନି ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ଆଶାୟୀ ସୈନିକଙ୍କୁ ଅଗ୍ନିପଥ ଯୋଜନା ବାବଦରେ ବୁଝାଇଛନ୍ତି । ଏହା ସହିତ ଚେତାବନୀ ଦେଇଛନ୍ତି ଯେ, ପୋଲିସ ଫାଇଲ୍ କ୍ଲିନ୍ ନଥିଲେ ସେନାରେ ଚାକିରି ମିଳିବ ନାହିଁ । କ’ଣ ପାଇଁ ସେନା ଅଗ୍ନିପଥ ଯୋଜନାକୁ ଗ୍ରହଣ କଲା ତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଶଦ ଆଲୋଚନା କରିଥିଲେ …

ଜୋସ୍ +ହୋସ୍ = ଅଗ୍ନିବୀର, ମୋବାଇଲ ଓ ବୋମା ଦ୍ୱାରା କ’ଣ ବୁଝାଇଲା ସେନା ? Read More »

congress, enforcement directorate, national herald case, odia blog, rising odisha

ଗାନ୍ଧୀ ପରିବାର ପାଇଁ ରାସ୍ତାରେ, ଆମ ଆଦମୀ କଥା ଉଠିଲେ କୁଆଡେ ଯାଏ କଂଗ୍ରେସ ?

ସୋମବାର ଦିନ ବହୁଦିନ ପରେ କଂଗ୍ରେସର ଲଢୁଆ ରୂପ ଦେଖିବାକୁ ମିଳିଥିଲା । ସାଧାରଣ କର୍ମୀଙ୍କ କଥା ଛାଡନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରେ ବସିବା ଦେଖିବାକୁ ମିଳିଥିଲା । କାରଣ ଥିଲା କଂଗ୍ରେସ ମୁଖ୍ୟ ସୋନିଆ ଓ ପୂର୍ବତନ ମୁଖ୍ୟ ତଥା କଂଗ୍ରେସର ପିଏମ୍ ଇନ୍ ୱେଟିଂ ରାହୁଲଙ୍କୁ ଇଡିର ସମନ । ଇଡି ସମନକୁ କଂଗ୍ରେସର ନେତାମାନେ ଗମ୍ଭୀରତାର ସେହି ନେଇ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ଅବଶ୍ୟ ବିରୋଧୀ …

ଗାନ୍ଧୀ ପରିବାର ପାଇଁ ରାସ୍ତାରେ, ଆମ ଆଦମୀ କଥା ଉଠିଲେ କୁଆଡେ ଯାଏ କଂଗ୍ରେସ ? Read More »

russia ukraine war, russia china relations, russia vs usa, china vs usa, modi govt, India, joe biden, vladimir putin, india china standoff, xi jinping, odia blog, rising odisha

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ?

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନେଇ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆମେରିକା ଏହାକୁ ନେଇ ଋଷ ବିରୋଧରେ ମୋର୍ଚ୍ଚା ଖୋଲିଥିଲା ଓ ମୋର୍ଚ୍ଚାବନ୍ଦୀ ଏବେ ମଧ୍ୟ ଜାରି ରହିଛି । ୟୁରୋପର ଅନେକ ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ବାଇଡେନ୍ ପ୍ରଶାସନ ଭାବିଥିଲା ଯେ, ଭାରତ ଏହି ମାମଲାରେ ସେମାନଙ୍କ ପକ୍ଷ ନେବ । କିନ୍ତୁ ଭାରତ ଏହି ମାମଲାରେ ଦୁଇ ପକ୍ଷଙ୍କୁ ଶାନ୍ତି ପାଇଁ ଅପିଲ କରି ନିରବ ରହିଥିଲା । …

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ? Read More »

toll plaza, toll tax, toll gates, rising odisha, odia blog

ହାଇୱେର ପେଟ୍ରୋଲ ସରିଗଲେ NHAI ଆପଣଙ୍କ ପାଖରେ ପହଂଚାଇ ଦେବ ପେଟ୍ରୋଲ !

ଯେତେବେଳେ ଆପଣ ଜାତୀୟ ରାଜପଥରେ ଯାତ୍ରା କରନ୍ତି ସେତେବେଳେ ଟୋଲ ବୁଥରେ ଆପଣ ଫାଷ୍ଟ ଟ୍ୟାଗ୍ ଦ୍ୱାରା କିମ୍ବା ଟଙ୍କା ଦେଇଥାନ୍ତି । ଟୋଲ୍ ଦେବା ଦ୍ୱାରା ଆପଣଙ୍କୁ ଅନେକ ସୁବିଧା ମିଳିଥାଏ । କିନ୍ତୁ ଅନେକ ସମୟରେ ଆମେ ଏହି ସୁବିଧା ବାବଦରେ ଜାଣିନଥାଉ । ଆସନ୍ତୁ ଟୋଲ୍ ଫି’ ଦେବା ଦ୍ୱାରା ଆପଣ କେଉଁସବୁ ସୁବିଧା ପାଇବେ ଆଜି ତାହା ଜାଣିବା । ନ୍ୟାସନାଲ ହାଇୱେରେ ଟୋଲ୍ ଶୁଳ୍କ ଦେବା ପରେ ଆପଣଙ୍କୁ ଯେଉଁ …

ହାଇୱେର ପେଟ୍ରୋଲ ସରିଗଲେ NHAI ଆପଣଙ୍କ ପାଖରେ ପହଂଚାଇ ଦେବ ପେଟ୍ରୋଲ ! Read More »

rahul bajaj, bajaj company, bajaj scooter, scooter king, hamara bajaj, rahul bajaj death, bajaj scooter bikes, rising odisha, odia blog

ଜନ୍ମଜାତ ବିଦ୍ରୋହୀ ଥିଲେ ବାଜାଜ, ଶାସକ ଦଳକୁ ସମାଲୋଚନ କରିବାକୁ କରୁନଥିଲେ ଭୟ

ରାହୁଲ ବଜାଜ । ଭାରତୀୟ ଶିଳ୍ପ ଜଗତର ଏମିତି ଗୋଟିଏ ନାଁ ଯାହାକୁ ସମ୍ମାନର ସହ ନିଆଯାଏ । ୧୯୩୮ ମସିହରେ ଜନ୍ମ । ୨୦୨୨ରେ ତିରୋଧାନ । ଏହି ୮୨ ବର୍ଷର ପରିବର୍ତ୍ତନାର ସାକ୍ଷୀଥିଲେ ରାହୁଲ ବଜାଜ । ରାହୁଲ ଥିଲେ ଜନ୍ମଜାତ ବିଦ୍ରୋହୀ । ସେ ନିଜେ ଏଇକଥା ଗର୍ବର ସହ ଥରେ କହିଥିଲେ । କହିଥିଲେ ଯେ, ମୁଁ ଜନ୍ମରୁ ସତ୍ତା ବିରୋଧୀ । ତେଣିକି କ୍ଷମତାରେ ଯିଏ ଥାଉନା କାହିଁକି । …

ଜନ୍ମଜାତ ବିଦ୍ରୋହୀ ଥିଲେ ବାଜାଜ, ଶାସକ ଦଳକୁ ସମାଲୋଚନ କରିବାକୁ କରୁନଥିଲେ ଭୟ Read More »

pegasus spyware, new york times, modi govt, congress, rahul gandhi, india israel, rising odisha

ପେଗାସସ୍ ଗୁଇନ୍ଦା ଉପକରଣକୁ ନେଇ ପୁଣି ହଙ୍ଗାମା, ଜାଣନ୍ତୁ ନ୍ୟୁୟର୍କ ଟାଇମ୍ସର ୧୦ ବଡ଼ ତଥ୍ୟ

ପେଗାସସ୍ ସ୍ପାଇୱେୟାରକୁ ନେଇ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ରହସ୍ୟ ଉଦଘାଟନ ପରେ ଭାରତରେ ପୁଣିଥରେ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇଯାଇଛି । ନ୍ୟୁୟର୍କ ଟାଇମ୍ସର ଦାବି ଯେ, ୨୦୧୭ରେ ଭାରତ ଓ ଇସ୍ରାଏଲ ମଧ୍ୟରେ ଏକ କ୍ଷେପଣାସ୍ତ୍ର ପ୍ରଣାଳୀ ଓ ପେଗାସସ ପାଇଁ ହୋଇଥିବା ୨ଶହ କୋଟି ଡଲାରର ଚୁକ୍ତିର କେନ୍ଦ୍ରବିନ୍ଦୁ ଥିଲା । ନ୍ୟୁୟର୍କ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶିତ ହେବା ପରେ ବିରୋଧୀ ମୋଦି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି …

ପେଗାସସ୍ ଗୁଇନ୍ଦା ଉପକରଣକୁ ନେଇ ପୁଣି ହଙ୍ଗାମା, ଜାଣନ୍ତୁ ନ୍ୟୁୟର୍କ ଟାଇମ୍ସର ୧୦ ବଡ଼ ତଥ୍ୟ Read More »

political party registration, election commission, new political party, political party in india, rising odisha

ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ

୨୦୨୨ରୁ ଆରମ୍ଭ ହେଉଛି ଭୋଟ୍ ଋତୁ । ଉତ୍ତର ପ୍ରଦେଶ ନିର୍ବାଚନରୁ ଆରମ୍ଭ ହେବାକୁ ଥିବା ଏହି ରାଜନୈତିକ କୁମ୍ଭ ୨୦୨୪ ସାଧାରଣ ନିର୍ବାଚନର ମହାକୁମ୍ଭରେ ସରିବ । ଏହାରି ଭିତରେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ, ବିଦ୍ରୋହୀ ଅନ୍ୟ ଦଳକୁ ଡେଇଁବେ । ପୁଣି କିଛି ନିଜ ବ୍ରାଣ୍ଡ୍ ପଲିଟିକାଲ ପାର୍ଟି ଗଢି ରାଜନୈତିକ ମୈଦାନକୁ ଓହ୍ଲାଇବେ । କଂଗ୍ରେସର ପ୍ରଥମ ପରିବାର ଉପରେ ଖପ୍ପା ହୋଇ ଦଳକୁ ଅଲବିଦା କହିଥିବା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ …

ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ Read More »

farm laws, repeal farm laws, modi govt, farmers protest, pagri sambhal jatta lehar, rising odisha

୧୧୫ ବର୍ଷ ଭିତରେ ୪ ଥର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ଚାଷୀ

ଚାଷୀଙ୍କ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି । ବିରୋଧୀ କହୁଛନ୍ତି ଅହଙ୍କାରର ଅନ୍ତ ହୋଇଛି । ସୋସିଆଲ ମିଡିଆ କହୁଛି ଝୁକତି ହୈ ଦୁନିଆ ଝୁକାନେ ବାଲା ଚାହିଏ । ଉତ୍ତର ପ୍ରଦେଶ ଓ ପଂଜାବ ଭଳି ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ ପୂର୍ବର ସେମିଫାଇନାଲ । ବିଜେପିକୁ ଯଦି ଲମ୍ବା ଇନିଂସ ଖେଳିବାର ଅଛି ତେବେ ଉତ୍ତର ଭାରତ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଥିବା ଚାଷୀଙ୍କୁ ଶାନ୍ତ କରିବା ଗୈରିକ ଦଳର ପ୍ରଥମ …

୧୧୫ ବର୍ଷ ଭିତରେ ୪ ଥର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ଚାଷୀ Read More »

fuel price cut, petrol diesel price reduction, modi govt, bjp govt, centre vs state, electoral lollipop, excise duty, VAT, rising odisha

୫ଟଙ୍କିଆ ଲଲିପପ୍ ଧରେଇ କେନ୍ଦ୍ର ମାରୁଛି ବାହାଦୁରି, ସରକାରଙ୍କ ପାଇଁ ତେଲ କମ୍ପାନୀଙ୍କ ସ୍ୱାର୍ଥ ବଡ଼

କୋଦରା କୋଡେ ଯେତିକି ମାଡେ ସେତିକି । ଏହି ଢଗ ସହିତ ସମସ୍ତେ ନିଶ୍ଚିତ ପରିଚିତ ଥିବେ । ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଠିକ୍ ସେହିଭଳି ନୀତିରେ କେନ୍ଦ୍ର ସରକାର ଚାଲିଥିବା ଭଳି ମନେ ହେଉଛି । ଧରି ନିଅନ୍ତୁ ଆପଣଙ୍କ ପାଖ ଦୋକାନି ଆପଣଙ୍କୁ କୌଣସି ଜିନିଶ ଯେତିକି ଟଙ୍କାରେ ୪ ବର୍ଷ ତଳେ ବିକ୍ରି କରୁଥିଲେ ଏବେ ତା’ଠାରୁ ଢେର ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଆପଣ ଓ ଆପଣଙ୍କ …

୫ଟଙ୍କିଆ ଲଲିପପ୍ ଧରେଇ କେନ୍ଦ୍ର ମାରୁଛି ବାହାଦୁରି, ସରକାରଙ୍କ ପାଇଁ ତେଲ କମ୍ପାନୀଙ୍କ ସ୍ୱାର୍ଥ ବଡ଼ Read More »

Scroll to Top
Close Bitnami banner
Bitnami