lockdown

prabodh kumar nayak, odisha, khandagiri slum, robot, robotics, humanoid robot, unmukt foundation bhubaneswar, rising odisha

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ

ବର୍ଜ୍ୟବସ୍ତୁରୁ ନିଆରା ଉଦ୍ଭାବନ । କୁନି ବୟସରେ ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଏତେ ଶକ୍ତିଶାଳୀ ଯେ, ନିଜର ସୃଜନଶୀଳତା ତାଙ୍କୁ ବିଜ୍ଞାନ ସୃଷ୍ଟି କରିବାର ରାସ୍ତା ଦେଖାଇଛି । ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ସେଥିରେ ବିଜ୍ଞାନର କୌଶଳକୁ ଖଟାଇ ସେ ତିଆରି କରିଛନ୍ତି ରୋବଟ୍ । ଯାହା ମଣିଷ ପରି କାମ କରିପାରୁଛି । ଏହି ୧୫ ବର୍ଷୀୟ ପ୍ରବୋଧ କୁମାର ନାୟକ ରହନ୍ତି ଭୁବନେଶ୍ୱର ଖଣ୍ଡଗିରିବାରୀ ବସ୍ତିରେ । ଜାଗମରା ହାଇସ୍କୁଲରେ ପଢ଼ନ୍ତି । …

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ Read More »

deepti ranjan rout, sai international school, jharpada, rap song, covid warriors tribute, covid warriors, odisha, rising odisha

‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ

ମହାମାରୀ ସମୟରେ ଗୃହବନ୍ଦୀ ହୋଇ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିବାର ସୁଯୋଗ ଆଣିଦେଇଛି । ଏହାର ସୁଯୋଗ ନେଇ ସାଇ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ଦୀପ୍ତିରଂଜନ ରାଉତ ଅତି ଚମତ୍କାର ଭାବେ କରୁଛନ୍ତି ରାପ୍ । କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଶୁଦ୍ଧ ଓଡ଼ିଆ ଓ ହିନ୍ଦୀ ଭାଷାରେ ଝାରପଡ଼ା ଅଂଚଳର ଦୀପ୍ତିଙ୍କ ଦ୍ୱାରା ପ୍ରସ୍ତୁତ ରାପ୍ ବେଶ ମନମୁଗ୍ଧକର ହୋଇଛି । ଗତ ବର୍ଷେ ହେବ ସାମାଜିକ କଥାବସ୍ତୁକୁ ନେଇ ତାଙ୍କର …

‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ Read More »

bandita, free education for slum kids, rasulgarh, free education, lockdown, cannot afford online classes

ବସ୍ତିର ଆଲୋକବର୍ତିକା ବନ୍ଦିତା

ମହାମାରୀ କରୋନା ଯୋଗୁଁ ଶିକ୍ଷାକ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅଭାବ ଅନଟନରେ ରହୁଥିବା ପିଲାଙ୍କ ପାଇଁ ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥା ଅପହଂଚ ହୋଇପଡ଼ିଛି । ତେବେ ଏହିଭଳି ଏକ ସମୟରେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ବନ୍ଦିତା । ରସୁଲଗଡ଼ରେ ରହୁଥିବା ବନ୍ଦିତା ଇଲେକ୍‌ଟ୍ରୋନିକ୍ସରେ ଏମ୍‌ଏସି କରିବା ପରେ ଜନଗଣନା ଭବନରେ କାର୍ଯ୍ୟ କରୁଛନ୍ତି । ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ସ୍ଥାନୀୟ ବିଭିନ୍ନ ବସ୍ତିରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । …

ବସ୍ତିର ଆଲୋକବର୍ତିକା ବନ୍ଦିତା Read More »

Scroll to Top
Close Bitnami banner
Bitnami