covid third wave

omicron, omicron updates, coronavirus new strain, covid cases, high alert, rising odisha

କିଛି ଦିନରେ ଆସୁଛି କରୋନାର ତୃତୀୟ ପ୍ରବାହ,ନୂଆ ରିପୋର୍ଟରେ ଭାରତକୁ ଆଲର୍ଟ

କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନର ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଓମିକ୍ରନର ବିପଦ ଭିତରେ ଭାରତର ଅନେକ ରାଜ୍ୟରେ ଓମିକ୍ରନ ଭୟଙ୍କର ଭାବେ ନିଜ ଉପସ୍ଥିତି ଜାହିର କରିବାରେ ଲାଗିଲାଣି । ଯାହାକୁ ଦେଖି ତୃତୀୟ ଲହରର ଆଶଙ୍କା ବ୍ୟକ୍ତ କରାଗଲାଣି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜଜ୍ ବିଜନେସ୍ ସ୍କୁଲର ପ୍ରଫେସର ପଲ କଟମ୍ୟାନ୍ …

କିଛି ଦିନରେ ଆସୁଛି କରୋନାର ତୃତୀୟ ପ୍ରବାହ,ନୂଆ ରିପୋର୍ଟରେ ଭାରତକୁ ଆଲର୍ଟ Read More »

l eswar rao, khuda district, odisha artist, miniatures, three chariots using match sticks, rising odisha, rath yatra odisha

ଦିଆସିଲି କାଠିରେ ତିନିରଥ

ନିଆରା ତାଙ୍କର କଳାକୃତି । ବୃହତ୍‌କୁ ଅତିକ୍ଷୁଦ୍ର ଭାବେ କଳାକୃତୀ ମାଧ୍ୟମରେ ଦିଅନ୍ତି ଜୀବନ୍ତ ରୂପ । ବୋତଲ ଭିତରେ ତାଜମହଲ, ଇଣ୍ଡିଆ ଗେଟ୍‌, ୱାର୍ଲ୍ଡ କପ୍‌, ଚର୍ଚ୍ଚ ଭଳି ଆଉ କେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଅତି କ୍ଷୁଦ୍ର ବୋତଲ ଭିତରେ ପ୍ରଦର୍ଶିତ କରି ଚର୍ଚ୍ଚିତ ହୋଇଛନ୍ତି ଏଲ୍‌. ଈଶ୍ୱର ରାଓ । ଏଥର କିନ୍ତୁ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଦିଆସିଲି କାଠିରେ ତିଆରି କରିଛନ୍ତି ତିନି …

ଦିଆସିଲି କାଠିରେ ତିନିରଥ Read More »

satyaranjan dash, satyaranjan das, canvas artist, corona awareness, covid third wave, Odisha, rising odisha

କାନ୍‌ଭାସ୍‌ରେ ସତ୍ୟଙ୍କ ସଚେତନତା

କରୋନାର ସମ୍ଭାବ୍ୟ ତୃତୀୟ ଲହର ଛୋଟ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ଦେଇଛନ୍ତି । ମହାମାରୀ କବଳରୁ ଛୋଟ ପିଲାମାନଙ୍କୁ ସୁରକ୍ଷିତ ରଖିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଏଥିପାଇଁ ପ୍ରତ୍ୟେକ ମା’ମାନଙ୍କର ପ୍ରମୁଖ ଦାୟିତ୍ୱ ହେବା ଉଚିତ୍ । ଏହି ସମୟରେ ମା’ ମାନେ ହିଁ ପିଲାମାନଙ୍କ ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଜରୁରୀ ବୋଲି ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯୁବ ଚିତ୍ରଶିଳ୍ପୀ ସତ୍ୟରଞ୍ଜନ ଦାସ …

କାନ୍‌ଭାସ୍‌ରେ ସତ୍ୟଙ୍କ ସଚେତନତା Read More »

Scroll to Top
Close Bitnami banner
Bitnami