Browsing Tag

california

ଗୋଟିଏ ସମୟରେ ୪୦ ଦେଶରେ ପ୍ରକୃତିର ରୌଦ୍ର ରୂପ, କ’ଣ ସତ ହେଉଛି ଜଳବାୟୁ ପରିବର୍ତ୍ତନ ଆଶଙ୍କା ?

କରୋନା ଭୂତାଣୁ ଆକ୍ରମଣ ଭିତରେ ପୃଥିବୀ ଆଉ ଗୋଟିଏ ବିପଦ ସହ ମୁହାଁମୁହିଁ ହୋଇଛି । ଏବେ ବିଶ୍ୱର ବିଭିନ୍ନ ଦେଶଙ୍କୁ ପ୍ରକୃତିର ରୌଦ୍ରରୂପର ସମ୍ମୁଖୀନ ହେବାକୁ ପଡୁଛି । କରୋନାକୁ ଟିକା ହୁଏତ ନିପାତ କରିପାରେ କିନ୍ତୁ ପାଣିପାଗ ବିଜ୍ଞାନୀ ଏବେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ ଅଛନ୍ତି ।
Read More...

ସାମ୍ନାକୁ ଆସିଲା ଆମେରିକାର ‘ଅଦୃଷ୍ୟ’ ପରମାଣୁ ବୋମା ବର୍ଷକ ବିମାନ B-21 Raider Stealth Bomber ର ଚିତ୍ର

ୱାସିଂଟନ: ଚୀନ୍ ଓ ଋଷ ସହିତ ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ଭିତରେ ଆମେରିକା ନିଜ ସେନାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରୁଛି । କିଛିଦିନ ତଳେ ଖବର ଆସିଥିଲା ଯେ, ଆମେରିକା ତାର ସବୁଠାରୁ ମାରକ ଓ ଆଧୁନିକ ପରମାଣୁ ବୋମାବର୍ଷକ ବିମାନ B-21 Raider Stealth Bomber ର ନିର୍ମାଣ ଶେଷ
Read More...
Close Bitnami banner
Bitnami