ବ୍ରହ୍ମପୁର

akshaya das, brahmapur, e-bike, e-motorcycle, remote control car, emergency fan, rising odisha

ଚର୍ଚ୍ଚାରେ ଅକ୍ଷୟଙ୍କ ଇ-ମୋଟର ସାଇକେଲ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ଲୋକେ ସାଇକେଲ ବ୍ୟବହାର କରୁଛନ୍ତି । ଏଥିସହିତ ଇ-ବାଇକ୍‌ର ଚାହିଦା ବୃଦ୍ଧି ପାଉଛି । ଇ-ବାଇକ୍ କିଣିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ କଷ୍ଟକର । ହେଲେ ୧୦ ଦିନରେ ଇ-ବାଇକ୍ ଓ ଇ-ମୋଟର ସାଇକେଲ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମର ସୀମାଂଚଳ ଦାସଙ୍କ ପୁଅ ଅକ୍ଷୟ । ୨୧ ବର୍ଷୀୟ ଅକ୍ଷୟ ପିଲାଟି ଦିନରୁ କିଛି ନୂଆ କରିବା ଲକ୍ଷ୍ୟ …

ଚର୍ଚ୍ଚାରେ ଅକ୍ଷୟଙ୍କ ଇ-ମୋଟର ସାଇକେଲ Read More »

kanha, kanhucharan nayak, brahmapur covid hospital, MKCG medical college brahmapur, sweeper, cleaner

ନିରବଚ୍ଛିନ୍ନ ରୋଗୀ ସେବାରେ କାହ୍ନା

କରୋନାରେ ଯଦି ପରିବାରର କୌଣସି ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ନିକଟକୁ ଯିବାକୁ ନିକଟତମ ପରିଜନ ଏବଂ ରକ୍ତ ସମ୍ପର୍କ ଲୋକେ ମଧ୍ୟ ଭୟ କରନ୍ତି । ରୋଗୀଙ୍କ ପାଖକୁ ଯାଉଥିବା ଡାକ୍ତର ଏବଂ ନର୍ସ ପିପିଇ କିଟ୍ ପିନ୍ଧି ସେମାନଙ୍କ ସେବା କରନ୍ତି । କୋଭିଡ୍ ରୋଗୀଙ୍କ ସେବା କରୁଥିବା ଅନେକ କରୋନା ଯୋଦ୍ଧା ବିଶେଷ କରି ଡାକ୍ତର ଓ ନର୍ସଙ୍କ ବିଷୟରେ ପ୍ରତିଦିନ କିଛି ନା କିଛି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ …

ନିରବଚ୍ଛିନ୍ନ ରୋଗୀ ସେବାରେ କାହ୍ନା Read More »

oxygen man sachin, choti si aasha, sachin mohaptra, free oxygen cylinder, odisha

ଅକ୍ସିଜେନ ମ୍ୟାନ୍ ସଚିନ୍‌

ଯଦି କେହି କୋଭିଡ୍ ଆକ୍ରାନ୍ତଙ୍କ ଅମ୍ଲଜାନସ୍ତର କମୁଛି । ଆଉ ତାଙ୍କୁ ହସ୍ପିଟାଲରେ ବେଡ୍ ମିଳୁନି । ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ଯଦି କାହାର ଅମ୍ଲଜାନ କମି ଯାଉଛି। ତୁରନ୍ତ ସେହି ଅସହାୟଙ୍କ ପାଖରେ ପହଂଚି ଯାଏ ‘ଛୋଟି ସି ଆଶା’ର  ଟିମ୍ । ଏହି ଟିମ୍ କରୋନାର ସଞ୍ଜିବନୀ ପାଲଟି ଥିବା ଅକ୍ସିଜେନ ସିଲିଣ୍ଡର ଯୋଗାଇ ସେମାନଙ୍କ ଜୀବନ ବଂଚାଉଛି । ଏଥର କରୋନା ଲହରରେ ‘ଛୋଟି ସି ଆଶା’ ଏକ ବଡ଼ …

ଅକ୍ସିଜେନ ମ୍ୟାନ୍ ସଚିନ୍‌ Read More »

RSS
Follow by Email
Scroll to Top
Close Bitnami banner
Bitnami