ଅନୁଗୁଳରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’

Above Post Content

ଅନୁଗୋଳ: ଅନୁଗୁଳରେ ମେଗା ରୋଡ଼ ଶୋ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ । ରୋଡ୍ ଶୋ’ରେ ଯୋଗ ଦେଇଛନ୍ତି ଶତାଧିକ ଜନତା । ଜନସମୁଦ୍ର ପାଲଟିଛି ଅନୁଗୁଳ ସହର । କାର୍ତ୍ତିକ ପାଣ୍ଡିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଫୁଲ ପକାଇ ସ୍ୱାଗତ କରିଥିଲେ । ସହରର ଛକ ଛକରେ ନବୀନ ନାରା ଶୁଭୁଥିଲା । ସବୁଠାରେ ବିଜେଡି ପ୍ରତି ଅଦ୍ଭୁତପୂର୍ବ ସମର୍ଥନ ଓ ଅଜସ୍ର ଭଲପାଇବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଷଷ୍ଠଥର ଲାଗି ଆର୍ଶିବାଦ କରିବାକୁ ସାଧାରଣ ଜନତା ସମବେତ ହୋଇଥିବା ଦେଖାଯାଇଥିଲା । ବିଜେଡି ପକ୍ଷରୁ ଆୟୋଜିତ ରୋଡ ଶୋ ରେ ପାଣ୍ଡିଆନ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami