2024 election prediction, bjp 2024 strategy, bjp election strategy 2024, odia blog, rising odisha

ବିଜେପିକୁ ଡରାଇଲାଣି 2024,ମେଣ୍ଟ ପାଇଁ ଛଟପଟ ଗେରୁଆ ଦଳ

2024 ବିଜେପି ପାଇଁ ସହଜ ହେବନାହିଁ। 2014ର ଆଛେଦିନ ଘୋଡ଼ା ଓ 2019ର ଉଗ୍ର ଜାତୀୟତାବାଦ ଭଳି ଅସ୍ତ୍ର ବୋଧହୁଏ ବିଜେପି ପାଖରେ ଆଉ ନାହିଁ। ସେଥିପାଇଁ ବିଜେପି ଏବେ ନୂଆ ସାଥୀ ଖୋଜିବାକୁ ବ୍ଯାକୁଳ। ବ୍ଯାକୁଳତାର କାରଣ ହେଉଛି ବିରୋଧୀ ଦଳଙ୍କ ମେଣ୍ଟ। ଦିଲ୍ଲୀର ଆମଆଦମୀ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ହୁଅନ୍ତୁ କିମ୍ବା ବଙ୍ଗଳାରେ ମମତା ଦିଦି। ଆଂଚଳିକ ନେତାଙ୍କ ଜାତୀୟ ଇଛା 2024 ପୂର୍ବରୁ ଉବୁକା ମାରିବାରେ ଲାଗିଛି। ଗୁଜୁରାଟରେ ଭଲ ଭୋଟ୍ ସେୟାର …

ବିଜେପିକୁ ଡରାଇଲାଣି 2024,ମେଣ୍ଟ ପାଇଁ ଛଟପଟ ଗେରୁଆ ଦଳ Read More »