deepak kumar, bcom student, mayurbhanj district, karanjia, farmer, rising odisha

ଛାତ୍ରରୁ ସଫଳ ଚାଷୀ

ଆଜିର ଯୁବପିଢ଼ି ଚାକିରି ପଛରେ ଗୋଡ଼ାଉଥିବାବେଳେ ମୟୂରଭଞ୍ଜ, କରଞ୍ଜିଆର ଦୀପକ କୁମାର ଏହାର ବ୍ୟତିକ୍ରମ । ସ୍ନାତକ ପଢ଼ା ସାରି ସେ ନିଜ ଭିଟାମାଟିରେ ଚାଷକୁ ଆପଣାଇଛନ୍ତି । ଦୀର୍ଘ ଚାରିବର୍ଷ ଧରି ଋତୁ ଅନୁଯାୟୀ ଭିନ୍ନ ଭିନ୍ନ ପରିବା ଚାଷ କରି ସଫଳ ଚାଷୀଭାବେ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଦୀପକ ବାଣିଜ୍ୟରେ ସ୍ନାତକ ପଢ଼ାସାରି ଗାଁର ୧୫ ଏକର ଜମିରେ ଚାଷକାମ ଆରମ୍ଭ କରିଥିଲେ । ସେ ଆମ୍ବ, କାଜୁ, ଲିଚୁ, …

ଛାତ୍ରରୁ ସଫଳ ଚାଷୀ Read More »