ଅକ୍ସିଜେନ ମ୍ୟାନ୍ ସଚିନ୍
ଯଦି କେହି କୋଭିଡ୍ ଆକ୍ରାନ୍ତଙ୍କ ଅମ୍ଲଜାନସ୍ତର କମୁଛି । ଆଉ ତାଙ୍କୁ ହସ୍ପିଟାଲରେ ବେଡ୍ ମିଳୁନି । ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ଯଦି କାହାର ଅମ୍ଲଜାନ କମି ଯାଉଛି। ତୁରନ୍ତ ସେହି ଅସହାୟଙ୍କ ପାଖରେ ପହଂଚି ଯାଏ ‘ଛୋଟି ସି ଆଶା’ର ଟିମ୍ । ଏହି ଟିମ୍ କରୋନାର ସଞ୍ଜିବନୀ ପାଲଟି ଥିବା ଅକ୍ସିଜେନ ସିଲିଣ୍ଡର ଯୋଗାଇ ସେମାନଙ୍କ ଜୀବନ ବଂଚାଉଛି । ଏଥର କରୋନା ଲହରରେ ‘ଛୋଟି ସି ଆଶା’ ଏକ ବଡ଼ …