plane crash

ସମୁଦ୍ରରେ ବିମାନ ଖସିପଡ଼ିବାରୁ ଅଭିନେତା ଓ ତାଙ୍କ ୨ ଝିଅ ମୃତ

ଲସ୍‌ଏଞ୍ଜେଲେସ୍‌: କାରିବିୟାନ ସାଗରକୁ ଏକ ବିମାନ ଖସି ପଡ଼ିବାରୁ ହଲିଉଡ଼ର ଜଣେ ଅଭିନେତା ଓ ତାଙ୍କର ୨ ଝିଅଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଜର୍ମାନରେ ଜନ୍ମିତ ଅଭିନେତା କ୍ରିଷ୍ଟିଆନ୍ ଅଲିଭର । ଏହି ଖବର ଜଣାପଡ଼ିବା ପରେ ହଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ୨ ଝିଅକୁ ବୁଲାଇବାକୁ ନେଉଥିଲେ ଅଲିଭର ଅଲିଭର ଓ ତାଙ୍କର ଦୁଇ ଝିଅ ଘରୋଇ ମାଲିକାନାରେ ଥିବା ଏକ-ଇଞ୍ଜିନ୍ ବିଶିଷ୍ଟ ବିମାନରେ ଯାତ୍ରା କରୁଥିଲେ । …

ସମୁଦ୍ରରେ ବିମାନ ଖସିପଡ଼ିବାରୁ ଅଭିନେତା ଓ ତାଙ୍କ ୨ ଝିଅ ମୃତ Read More »

ଖସିପଡ଼ିଲା ବିମାନ; ୧୨ ମୃତ

ବ୍ରାଜିଲିଆ: ରବିବାର ସକାଳେ ବ୍ରାଜିଲ୍‌ର ଆମାଜନ୍ ଅଞ୍ଚଳରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ପେରୁ ଓ ବୋଲିଭିଆ ସୀମାକୁ ଲାଗିଥିବା ବ୍ରାଜିଲ୍‌ର ମଫସଲ ଅଞ୍ଚଳରେ ବିମାଟି ତଳକୁ ଖସି ପଡ଼ିିବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ବିମାନରେ ଲାଗିଥିବା ନିଆଁ ଗଛଗୁଡ଼ିକୁ ବ୍ୟାପିଯାଇଥିଲା । ମୃତ ବିମାନଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଖପାଖ ଆମାଜନ୍ ପ୍ରଦେଶର । ଆହତମାନେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି …

ଖସିପଡ଼ିଲା ବିମାନ; ୧୨ ମୃତ Read More »

black box, helicopter crash, forensic report, cockpit voice recording, IAF chopper crash, bipin rawat death, rising odisha

ବ୍ଲାକ୍ ବକ୍ସ କ’ଣ ଓ କେମିତି ବ୍ଲାକ୍ ବକ୍ସରୁ ଜଣା ପଡିଥାଏ ବିମାନ ଦୁର୍ଘଟଣାର ପ୍ରକୃତ କାରଣ..

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ଏବେ ପୁରା ଦେଶର ନଜର ବ୍ଲାକ୍ ବକ୍ସ ଫରେନସିକ ଯାଂଚ ଉପରେ । ଏହି ଯାଂଚରୁ ଜଣା ପଡିବ ସେଦିନ ପ୍ରକୃତରେ କ’ଣ ହୋଇଥିଲା ଓ କାହିଁକି ବିଶ୍ୱର ସବୁଠାରୁ ସୁରକ୍ଷିତ ବିବେଚିତ ବିମାନ ଦୁର୍ଘଟଣାର ଶିକାର ହେଲା । ତେବେ ଏହା ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ବିମାନରେ ଥିବା ଏହି ବ୍ଲାକ୍ ବକ୍ସ ନାମକ ଯନ୍ତ୍ର କ’ଣ । ଆସନ୍ତୁ ଜାଣିବା ବ୍ଲାକ୍ ବକ୍ସ …

ବ୍ଲାକ୍ ବକ୍ସ କ’ଣ ଓ କେମିତି ବ୍ଲାକ୍ ବକ୍ସରୁ ଜଣା ପଡିଥାଏ ବିମାନ ଦୁର୍ଘଟଣାର ପ୍ରକୃତ କାରଣ.. Read More »

Scroll to Top
Close Bitnami banner
Bitnami