handicapped, farmer, ganesh kumar sahoo, nayagarh farmer, mushroom farming

ସଫଳ ଦିବ୍ୟାଙ୍ଗ ଚାଷୀ ଗଣେଶ କୁମାର

ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଚାଷକୁ ବୃତି ଭାବେ ଆପଣାଇଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଯୋଗୁ ଚାଷରେ ମିଳିଛି ତାଙ୍କୁ ସ୍ୱତନ୍ତ୍ର ପରିଚୟ । ସେମିତି ଜଣେ ସଫଳ ଚାଷୀ ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁର ଗଣେଶ କୁମାର ସାହୁ । ଛତୁଚାଷ ଓ ଛତୁ ମଞ୍ଜି ଉତ୍ପାଦନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ କରିଛନ୍ତି ଆତ୍ମନିର୍ଭରଶୀଳ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ଗୁପ୍ତମଠସାହିରେ ରହନ୍ତି ଗଣେଶ …

ସଫଳ ଦିବ୍ୟାଙ୍ଗ ଚାଷୀ ଗଣେଶ କୁମାର Read More »