ଭାରତ ହାତରେ ଫାଇନାଲ ଟିକେଟ

ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ର ଆଉ ଏକ ରୋମାଞ୍ଚକର ସେମିଫାଇନାଲ ମୁକାବିଲା ଭାରତ ଏବଂ ଇଂଲଣ୍ଡ ଆଜି ପ୍ରୋଭିଡେନ୍ସ ଗୁଇନାରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୮ ଟା ସମୟରେ ଖେଳାଯିବା ନେଇ ସ୍ଥିରହୋଇଥିଲା । କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ବିନା ସେମିଫାଇନାଲ ଖେଳି ସିଧାସଳଖ ଫାଇନାଲ ଟିକେଟ ପାଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରବଳ ବର୍ଷା ଏବଂ ଦିନରେ ସମ୍ଭାବ୍ୟ ବଜ୍ରପାତ ହେତୁ ବ୍ଲକବଷ୍ଟର ମ୍ୟାଚ୍ ଧୋଇଯିବାର ସମ୍ଭାବନା …

ଭାରତ ହାତରେ ଫାଇନାଲ ଟିକେଟ Read More »