ବିନା ଡ୍ରାଇଭରରେ ୭୦ କିଲୋମିଟର ଚାଲିଲା ମାଲବାହୀ ଟ୍ରେନ୍‌

ନୂଆଦିଲ୍ଲୀ: ବିନା ଡ୍ରାଇଭରରେ ଚାଲିଲା ଜମ୍ମୁ-କଶ୍ମୀରରୁ ପଞ୍ଜାବ ପର୍ଯ୍ୟନ୍ତ ଟ୍ରେନ । ଏମିତି କି ଟ୍ରେନଟି ବିନା ଡ୍ରାଇଭରରେ ୭୦ କିଲୋମିଟରରୁ ଅଧିକ ଯାତ୍ରା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାରେ କେହି ମୃତାହତ କିମ୍ବା କୌଣସି ସମ୍ପତ୍ତି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ, କେହି ମୃତାହତ ହୋଇନାହାନ୍ତି ଜମ୍ମୁ …

ବିନା ଡ୍ରାଇଭରରେ ୭୦ କିଲୋମିଟର ଚାଲିଲା ମାଲବାହୀ ଟ୍ରେନ୍‌ Read More »