CBI ହାତକୁ ଗଲା ମାମଲା

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) NEET-UG ପରୀକ୍ଷାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ଦାୟିତ୍ଵ ଗ୍ରହଣ କରି ଏହାର ଟିମକୁ ବିଭିନ୍ନ ରାଜ୍ୟକୁ ଯାଞ୍ଚ ପାଇଁ ପଠାଇଛି। ସେପଟେ ବିହାର ପୋଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ (ଇ.ଓ.ୟୁ.) ନିଟ୍‌ ପ୍ରଶ୍ନପତ୍ର ଲିକ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ସମୁଦାୟ ୧୮ ଜଣଙ୍କୁ ଗିରଫ କରାଯାଇଛି। ଏଥି ସହିତ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସମ୍ବନ୍ଧରେ କେନ୍ଦ୍ର ଶିକ୍ଷା …

CBI ହାତକୁ ଗଲା ମାମଲା Read More »