କରୋନା କାଳରେ କେନ୍ଦ୍ର ସରକାରଙ୍କ ଟ୍ରେଜରି ଫୁଲ, ମିଳିବ କି ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ?

ମାର୍ଚ୍ଚ ମାସରେ ଜିଏସଟି ଆଦାୟ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । କରୋନା ମହାମାରୀ ଆତଙ୍କ କମିବା ସହିତ ଦେଶର ଅର୍ଥନୀତି ପୁଣି ଟ୍ରାକକୁ ଫେରୁଥିବା ଜିଏସଟିର ବମ୍ପର କଲେକ୍ସନ କହୁଛି । ମାର୍ଚ୍ଚ ମାସରେ ଜିଏସଟି ଆଦାୟ ୧ ଲକ୍ଷ ୪୨ ହଜାର କୋଟି ଟଙ୍କା ରହିଛି । ଯାହାକି ସର୍ବକାଳୀନ ରେକର୍ଡ୍ । ଏପ୍ରିଲ ମାସରେ ଜିଏସଟି ଆଦାୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ଯେ, …

କରୋନା କାଳରେ କେନ୍ଦ୍ର ସରକାରଙ୍କ ଟ୍ରେଜରି ଫୁଲ, ମିଳିବ କି ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ? Read More »