facebook, social media platform, mark zuckerberg, facebook name change, rising odisha

ବଦଳିଯିବ ଫେସବୁକର ନାଁ, ଜୁକରବର୍ଗ ଖୋଜୁଛନ୍ତି ନୂଆ ନାଁ

ମାର୍କ୍ ଜୁକରବର୍ଗଙ୍କ (Mark Zuckerberg) ଫେସବୁକ୍ ନିଜ ନାମ ବଦଳାଇବ । ଏଥିପାଇଁ ଜୁକରବର୍ଗ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି । ଦି ଭର୍ଜର ଏକ ରିପୋର୍ଟ ଅନୁସାରେ ସେ ଏମିତି ଗୋଟିଏ ନାଁ ଖୋଜୁଛନ୍ତି ଯାହା ତାଙ୍କର ଆଗାମୀ ପ୍ରୋଜେକ୍ଟ ମେଟାଭର୍ସ ସହିତ ଫେସବୁକର ସମ୍ପର୍କକୁ ଦେଖାଉଥିବ । କୁହାଯାଉଛି ଯେ, ଅକ୍ଟୋବର ୨୮ ତାରିଖ ଦିନ ଫେସବୁକର ବାର୍ଷିକ କନେକ୍ଟ କନଫରେନ୍ସରେ ଏନେଇ ସୂଚନା ଦେଇପାରନ୍ତି । ନାମ ବଦଳାଇବା ପଛରେ ଫେସବୁକର ଉଦ୍ଦେଷ୍ୟ …

ବଦଳିଯିବ ଫେସବୁକର ନାଁ, ଜୁକରବର୍ଗ ଖୋଜୁଛନ୍ତି ନୂଆ ନାଁ Read More »