sidharth shukla, heart attack, tv actor, bigg boss winner, heart attack symptoms, heart attack causes, rising odisha

ହାର୍ଟ୍ ଆଟାକ କ’ଣ ? ଯାହା ନେଇଛି ସିଦ୍ଧାର୍ଥ ଶୁକ୍ଲାଙ୍କ ଜୀବନ ?

ଟିଭି ଦୁନିଆର ପ୍ରସିଦ୍ଧ ଅଭିନେତା ଓ ରିୟଲିଟି ସୋ’ ବିଗ୍ ବସ୍ ସିଜନ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ମାତ୍ର ୪୦ ବର୍ଷ ବୟସରେ ହାର୍ଟ୍ ଆଟାକ କାରଣରୁ ଦେହାନ୍ତ ହୋଇ ଯାଇଛି । ଏହି ଖବର ନିଶ୍ଚିତ ଭାବେ ଦୁଃଖଦାୟକ କାରଣ ସିଦ୍ଧାର୍ଥ ଏମିତି ଗୋଟିଏ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଯେଉଁଠାରୁ ଯାତ୍ରା ଆରମ୍ଭ ହୁଏ । ସିଦ୍ଧାର୍ଥ ଦୈନିକ ବ୍ୟୟାମ କରୁଥିଲେ । ସେ ଥିଲେ ଗ୍ଲାମର ଦୁନିଆର ସବୁଠାରୁ କିଛି ଫିଟ୍ …

ହାର୍ଟ୍ ଆଟାକ କ’ଣ ? ଯାହା ନେଇଛି ସିଦ୍ଧାର୍ଥ ଶୁକ୍ଲାଙ୍କ ଜୀବନ ? Read More »