ଅଙ୍ଗନବାଡ଼ି ଦିଦି

ANM didi, Anganwadi didi, asha karmi, asha didi, sarojini kuanr, sonepur district

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଜଉଁରାଭଉଁରା ପଂଚାୟତର ଏଏନ୍‌ଏମ୍ ଦିଦି ସରୋଜିନୀ କୁଅଁର । ଏ ପଂଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଂଚଳରେ । ଚାଲିଚାଲି ଯିବାକୁ ପଡ଼େ । ତଥାପି ସେ ଦିନେ ଥକିନାହାନ୍ତି । ଏମିତି ଦିନ ନାହିଁ ଯେଉଁଦିନ ସେ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି । ଏବେ କରୋନା ସମୟରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି । ଏ ଦୁର୍ଗମ ଅଂଚଳରେ ଲୋକଙ୍କ ସାଥୀ ପାଲଟିଯାଇଛନ୍ତି ସରୋଜିନୀ …

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ Read More »

covid warrior, corona warrior, corona protector, rashmita panigrahi, Ganjam district

୧୪୦ ପରିବାରର କରୋନା କବଚ ରଶ୍ମିତା

ମା’ମାନେ ଚାହିଁଲେ ହିଁ କରୋନା ଗାଁରେ ପଶି ପାରିବ ନାହିଁ । ସେମାନେ ହିଁ କରୋନାର ପ୍ରକୃତ କବଚ । ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସକୁ  ବୋଲି ଠିକ୍ ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍ ବଡ଼ଖୋଲି ଗାଁର ଅଙ୍ଗନବାଡ଼ି ଦିଦି ରଶ୍ମିତା । ପୁରା ନାମ ରଶ୍ମିତା କୁମାରୀ ପାଣିଗ୍ରାହୀ । ୩୩ ବର୍ଷୀୟା …

୧୪୦ ପରିବାରର କରୋନା କବଚ ରଶ୍ମିତା Read More »

Scroll to Top
Close Bitnami banner
Bitnami