କରୋନା ମହାମାରୀ

eci, election commission of india, rally, road show, assembly elections 2022, digital campaign, assembly elections 2022, rising odisha

ଏଥର ନିର୍ବାଚନ କମିଶନ ଶକ୍ତ, ରୋଡ୍ ସୋ’, ସଭାକୁ ନା

ପଶ୍ଚିମ ବଙ୍ଗ ନିର୍ବାଚନ କାଳରେ କରୋନା ବିସ୍ଫୋରଣରୁ ବୁଦ୍ଧି ସିଖିଥିବା ନିର୍ବାଚନ କମିଶନ ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ କଠୋର ଦୃଷ୍ଟିକୋଣ ଆପଣାଇଛନ୍ତି । ଏଥର ନିର୍ବାଚନ ପ୍ରଚାର ବେଳେ ଅତିକମରେ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ରୋଡ୍ ସୋ’, ରାଲି, ବାଇକ୍ ରାଲି ଉପରେ କମିଶନ ପ୍ରତିବନ୍ଧକ ଲାଗୁ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ସ୍ପଷ୍ଟ ଭାବେ କହିଛନ୍ତି ଯେ, ୧୫ …

ଏଥର ନିର୍ବାଚନ କମିଶନ ଶକ୍ତ, ରୋଡ୍ ସୋ’, ସଭାକୁ ନା Read More »

debika debasmita, bhubaneswar, dumduma area, school student, feeding stray animals, distrbuting foods, social work, rising odisha

ଜୀବଜନ୍ତୁଙ୍କ ସେବାରେ ଛାତ୍ରୀ

କରୋନା ମହାମାରୀ ଯୋଗୁ ସମାଜରେ ମଣିଷ ଏବଂ ଜୀବଜନ୍ତୁମାନେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଏଭଳି ସମୟରେ ବିଭିନ୍ନ ବ୍ୟକ୍ତି ଓ ସାମାଜିକ ସଂଗଠନ ଆଗେଇ ଆସି ସହଯୋଗର ହାତ ବଢ଼ାଇଥିବା ଦେଖିବାକୁ ମିଳୁଛି । କିନ୍ତୁ ଏଭଳି ଜଣେ ୯ମ ଶ୍ରେଣୀର ଛାତ୍ରୀ କେବଳ ମହାମାରୀ ସମୟରେ ନୁହେଁ ବରଂ ପିଲାବେଳୁ ସମାଜ ସେବା ପାଇଁ ଅଂଟା ଭିଡ଼ିଛନ୍ତି । ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ଡୁମୁଡୁମା ଅଂଚଳର ଦେବିକା ଦେବସ୍ମିତା । ସେ …

ଜୀବଜନ୍ତୁଙ୍କ ସେବାରେ ଛାତ୍ରୀ Read More »

Dr suraj jena, balasore nilagiri, tribal areas, free medical checkup, free health camps, free medicines, mbbs doctor, odisha, rising odisha

ଲୋକଙ୍କ ପାଇଁ ଚଳନ୍ତି ଭଗବାନ ‘ସୂରଜ’

ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଂଚଳ । ନୀଳଗିରିରେ ବସବାସ କରୁଥିବା ଜନସଂଖ୍ୟାର ପ୍ରାୟ ତିନି ଭାଗ ଆଦିବାସୀ । କରୋନା ମହାମାରୀ ବିପତି ଗାଁକୁ ଛୁଇଁବା ପରେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ମିଳିବା କଷ୍ଟକର । କରୋନା ଦ୍ୱିତୀୟ ଲହରିରେ ଗାଁ ଗଣ୍ଡାର ଘରେ ଘରେ ସଂକ୍ରମଣ ମାତିଛି । କରୋନା ମହାମାରୀ ବେଳେ ସଚେତନ ନ ଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯୁବ ଡାକ୍ତର ସୂରଜ । ପୂରାନାମ ସୂରଜ …

ଲୋକଙ୍କ ପାଇଁ ଚଳନ୍ତି ଭଗବାନ ‘ସୂରଜ’ Read More »

smrutirekha behera, bhubaneswar BMC, vanivihar, mu safeiwala, bmc driver, rising odisha

ବଦଳିଗଲା ଜୀବନର ମୋଡ଼

ଯେଉଁ ହାତରେ ପିଲାଙ୍କୁ ଖଡ଼ି ଧରାଇ ଅ, ଆ ଲେଖା ଶିଖାଉଥିଲେ, ଆଜି ସେହି ହାତ ପେଟପାଟଣା ପାଇଁ ଗାଡ଼ିର ଷ୍ଟିଅରିଂ ଧରି ରାଜଧାନୀର ଗଳିକନ୍ଧିରେ ବୁଲିଛି । କରୋନା ମହାମାରୀର ମହାଚକ୍ରରେ ବଦଳିଯାଇଛି ଜୀବନର ମୋଡ । ଆଜି ବିଏମ୍‌ସିର ‘ମୁଁ ସଫେଇବାଲା’ ଗାଡ଼ି ଚଳାଇ ନିଜର ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡାଇଛନ୍ତି । କରୋନା ଭଳି ମାରାତ୍ମକ ଭୂତାଣୁ କବଳରୁ ଦୂରେଇ ରଖିବାକୁ ଲୋକଙ୍କୁ କରୁଛନ୍ତିି ସଚେତନ । ସେ ହେଉଛନ୍ତି ସ୍ମୃତିରେଖା ବେହେରା …

ବଦଳିଗଲା ଜୀବନର ମୋଡ଼ Read More »

rajesh kumar agarwal, bimal agarwal, jagatpur cuttack, free oxygen cylinder, oxygen tanker, NGO in Odisha, Shree Bimal Oxygen and Minerals Private Limited, supplying oxygen free of cost, social organisations

ରାଜେଶ ଓ ବିମଳଙ୍କ ବଦାନ୍ୟତା

କରୋନା ମହାମାରୀର ମାୟାଜାଲରେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । ଜୀବନ ମରଣର ଦୋଛକିରେ ମଣିଷ । ବଂଚିବା ପାଇଁ କରିଚାଲିଛି ଅହରହ ସଂଗ୍ରାମ । ସଂଗ୍ରାମର ମହାମୁକାବିଲାରେ ଅକ୍ସିଜେନ ନେଇଛି  ନିର୍ଣ୍ଣାୟକ ଭୂମିକା । ଏପରି ଏକ ଘଡ଼ିସନ୍ଧି ମୂହୂର୍ତରେ ଅକ୍ସିଜେନ ଯୋଗାଇ ଜୀବନ ବିକଳରେ ଛଟପଟ ହେଉଥିବା ରୋଗୀର ଶେଷ ସାହାରା ପାଲଟିଛନ୍ତି ରାଜେଶ ଓ ବିମଳ । ରାଜେଶ ଅଗ୍ରୱାଲ ଓ ବିମଳ ଅଗ୍ରୱାଲ ଦୁଇ ଭାଇ । ମାଗଣାରେ ଅକ୍ସିଜେନ ଯୋଗାଇ …

ରାଜେଶ ଓ ବିମଳଙ୍କ ବଦାନ୍ୟତା Read More »

RSS
Follow by Email
Scroll to Top
Close Bitnami banner
Bitnami