ପାଖରେ ଅଧିକ ସୁନା ରଖିଲେ ଦେବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ : ଭାରତୀୟମାନଙ୍କର ସୁନା ସବୁଠାରୁ ପ୍ରିୟ । ବିବାହଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ଦୁନିଆର ସବୁଠାରୁ ମହଙ୍ଗା ଏବଂ ନିର୍ଭରଯୋଗ୍ୟ ଧାତୁ ମଧ୍ୟରୁ ଗୋଟିଏ । ସାଧାରଣତଃ ମହିଳାମାନେ ସୁନା ପିନ୍ଧିବା ସହ ପାଖରେ ରଖିବାକୁ ପସନ୍ଦ କରିଥାନ୍ତି । ଆୟକର ଛାଡକୁ ଚିହ୍ନଟ କରିବା ପାଇଁ ସରକାର ନିୟମକୁ କଠୋର କରିଛନ୍ତି । ଜଣେ ଘରେ କେତେ ସୁନା ରଖି ପାରିବେ ତାହା …

ପାଖରେ ଅଧିକ ସୁନା ରଖିଲେ ଦେବାକୁ ପଡ଼ିବ ଜରିମାନା Read More »