ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜମ୍ମୁ ଘାଟି ଉପରେ ଡ୍ରୋନ୍ ଆକ୍ରମଣରେ ବଡ଼ ଧରଣର କ୍ଷତି ହୋଇନାହିଁ ସତ କିନ୍ତୁ ଏହା ସୁରକ୍ଷା ଏଜେନ୍ସୀଙ୍କ ନିଦ ଉଡାଇ ଦେଇଛି କିମ୍ବା ଡ୍ରୋନକୁ ନେଇ ସେମାନଙ୍କ ନିଦ ଭାଙ୍ଗି ଦେଇଛି । କାରଣ କିଛି ସମୟ ହେଲା କେବଳ ଭାରତ ନୁହେଁ ପୁରା ଦୁନିଆରେ ‘ଡ୍ରୋନ୍ ଆଟାକ’ ଆତଙ୍କବାଦୀଙ୍କ ନୂଆ ହତିଆର ପାଲଟିଛି । ଏଥିରେ ଖର୍ଚ୍ଚ କମ, ସଫଳତା ହାର ଅଧିକ ଥିବାରୁ ଆତଙ୍କବାଦୀ ଡ୍ରୋନକୁ ହତିଆର ଭାବେ …
ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି Read More »