ମାଆର ମଜା କଥାରେ କୋମାରୁ ଉଠିଲେ ଝିଅ

  ନ୍ୟୁୟର୍କ: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୫ ବର୍ଷ ଧରି କୋମାରେ ରହିଥିଲେ ମହିଳା । କେବେ ସୁସ୍ଥ ହେବେ ସେନେଇ ପରିବାର ଲୋକ ଆଶା ବି ଛାଡ଼ିଦେଇଥିଲେ । ହେଲେ ଘଟିଲା ଚମତ୍କାର । ହେଲେ ମାଆର ହସ କଥା ଶୁଣି କୋମାରୁ ଉଠିଲେ ମହିଳା । ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଘଟଣାଟି ସତ । ଆମେରିକାରେ ରହୁଥିବା ଜେନିଫର୍ ଫ୍ଲେୱେଲେନଙ୍କ ସହିତ ଘଟିଛି ଏହି ଘଟଣା …

ମାଆର ମଜା କଥାରେ କୋମାରୁ ଉଠିଲେ ଝିଅ Read More »