ସ୍ତନକ୍ଷୀରରେ ସାବୁନ କରି ବିକୁଛନ୍ତି ମହିଳା, ଲଗାଇଲେ ଚେହେରାରେ ଆସିବ ଚମକ

ନ୍ୟୁୟର୍କ: ଗବେଷଣାରୁ ସ୍ୱଷ୍ଟ ଯେ, ମାଆ କ୍ଷୀର ଶିଶୁ ପାଇଁ ଖୁବ୍ ଉପାଦେୟ । ସେଥିପାଇଁ ନବଜାତ ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ପିଇବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ସ୍ତନ୍ୟପାନରେ ପୋଷକତତ୍ତ୍ୱ ଭରପୂର ରହିଛି । କିନ୍ତୁ ଜଣେ ମହିଳା ନିଜ ସ୍ତନକ୍ଷୀରରୁ ସାବୁନ ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହି ସାବୁନକୁ ଲଗାଇଲେ ଚେହେରାରେ ଚମକ ଆସିବ ବୋଲି ଜୋର ଦେଉଛନ୍ତି ମହିଳା । କେବଳ …

ସ୍ତନକ୍ଷୀରରେ ସାବୁନ କରି ବିକୁଛନ୍ତି ମହିଳା, ଲଗାଇଲେ ଚେହେରାରେ ଆସିବ ଚମକ Read More »