ଟ୍ରମ୍ପଙ୍କୁ ଟକ୍କର ଦେଉଛନ୍ତି ଭାରତୀୟ ବଂଶୋଦ୍ଭବ ରାମାସ୍ୱାମୀ, କହିଲେ ମୁଁ ହିନ୍ଦୁ ତେଣୁ ଧାର୍ମିକ ସ୍ୱାଧିନତା ରକ୍ଷା କରିପାରିବି
ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ ସାମିଲ ଅଛନ୍ତି । ପ୍ରାର୍ଥୀ ଦୌଡରେ ଥିବା ତିନି ଜଣଙ୍କ ମଧ୍ୟରୁ ଟ୍ରମ୍ପ 50 ପ୍ରତିଶତରୁ ଅଧିକ ମତ ସହିତ ଆଗରେ ଥିବା ବେଳେ ରାମାସ୍ୱାମୀ 10 ପ୍ରତିଶତ ସମର୍ଥନରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଗତ ତିନିରୁ 4 ସପ୍ତାହ ମଧ୍ୟରେ ତିନି ପ୍ରତିଦ୍ୱନ୍ଦ୍ୱୀଙ୍କ ସମର୍ଥନ ପ୍ରତିଶତ । ଟ୍ରମ୍ପ ଆଗରେ ଅଛନ୍ତି କିନ୍ତୁ ତାଙ୍କ ପ୍ରତିଶତ …