ଅପେକ୍ଷାରେ ବିତିଗଲା ୨୦ ବର୍ଷ; ନିଜେ ନିଜକୁ ବାହା ହେଲେ ଯୁବତୀ

ଲଣ୍ଡନ୍‌: ବାହାଘର ଦୁଇଟି ଆତ୍ମାର ମିଳନ । ଭାରତୀୟ ସଂସ୍କୃତିରେ ବାହାଘର ହେଉଛି ସାତ ଜନମର ସାଥୀ । ସେଥିପାଇଁ ଆମ ପରମ୍ପରାକୁ ବାହାଘରର ସ୍ୱତନ୍ତ୍ର ମହତ୍ୱ ରହିଛି । ବୟସ,ବର୍ଗ, ଚଳଣୀ ଓ ପରମ୍ପରା ଆଧାରରେ ଆମ ସଂସ୍କୃତିରେ ବାହାଘର ଏକ ନିୟମିତ ଧାରା । କିନ୍ତୁ ନିଜ ପାଇଁ ଯଦି ସାଥୀଟିଏ ନ ମିଳିଲେ ବାହାଘରର ଗୁରୁତ୍ୱ ନ ଥାଏ । ଅନେକ କ୍ଷେତ୍ରରେ ସାଥୀ ଅପେକ୍ଷାରେ ଜୀବନ ବି ବିତିଯିବାର ନଜିର ଅଛି …

ଅପେକ୍ଷାରେ ବିତିଗଲା ୨୦ ବର୍ଷ; ନିଜେ ନିଜକୁ ବାହା ହେଲେ ଯୁବତୀ Read More »