Browsing Tag

Vietnam

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ

ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ଅଙ୍କଲ ସାମ୍ ନିଜ ସୈନିକଙ୍କୁ ଫେରାଇ ଆଣିଲେ ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ପୂର୍ବ ଏସିଆର ଭିଏତନାମରେ ଆମେରିକା ଠିକ ଏକାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେତେବେଳେ ଆମେରିକା ଭିଏତନାମ ଆସିଥିଲା କମ୍ୟୁନିଜମ ନାମକ ରୋଗରୁ
Read More...

ଚୀନ କେମିତି ଦୁନିଆ ଉପରେ କରେ ସାଇବର ଆକ୍ରମଣ ? ଆମେରିକା ଖୋଲିଲା ଗୁମର

ଭାରତ ସମେତ ଦୁନିଆର ଅନେକ ଦେଶର ସେନା ଏବେ ସାଇବର ଆଟାକକୁ ନେଇ ସତର୍କ ଅଛନ୍ତି । ଭାରତ ନିଜର ସୁରକ୍ଷା ପାଇଁ ଡିଫେନ୍ସ ସାଇବର ଏଜେନ୍ସି (ଡିସିଏ) ଗଠନ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପକ୍ଷରେ ଆମେରିକା ଭଳି ଦେଶ ପାଖରେ ସାଇବର ଆଟାକ ପ୍ରତିହତ କରିବା ପାଇଁ ଆଗରୁ ଗୋଟିଏ ସାଇବର ଆର୍ମି
Read More...

ଚେକ୍ ମେଟ୍ : ଋଷର ଆଧୁନିକ ଲଢୁଆ ବିମାନ, ଯାହା ବଦଳାଇ ଦେଇପାରେ ଆକାଶର ନିୟମ

ଋଷ ଏବେ ବିଶ୍ୱର ସୁପରପାୱାର ନହୋଇପାରେ କିନ୍ତୁ ଅସ୍ତ୍ର ବଜାରରେ ଏହା ଏବେ ମଧ୍ୟ ଗୋଟିଏ ବଡ ନାଁ । ଆଧୁନିକ ଅସ୍ତ୍ର ବଜାରରେ ଆମେରିକାକୁ ଟକ୍ଚର ଦେବା ଭଳି ଏକ ମାତ୍ର ଦେଶ ହେଉଛି ଋଷ । ନିକଟରେ ଋଷ ତା’ର ସୁଖୋଇ ଜେଟ୍ ସିରିଜରେ ଗୋଟିଏ ନୂଆ ଫାଇଟର ଜେଟକୁ ଯୋଡିଛି । ଯାହାର ନାମ ହେଉଛି ଚେକ୍
Read More...
Close Bitnami banner
Bitnami