uttar pradesh

taj mahal, secret rooms, agra, uttar pradesh, seven wonders of world, odia blog, rising odisha

୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର

ତାଜମହଲର ୨୨ ରୁମ ଖୋଲିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଂଚରେ ବିଜେପି ନେତା ଡାକ୍ତର ରଜନୀଶ ସିଂହ ଆବେଦନ କରିଛନ୍ତି । ହାଇକୋର୍ଟରେ ଏହି ଆବେଦନ ପରେ ଲୋକଙ୍କ ମଧ୍ୟରେ ତାଜମହଲର ସେହି ୨୨ ଗୁପ୍ତ ରୁମକୁ ନେଇ ଉତ୍କଣ୍ଠାଂ ବୃଦ୍ଧି ପାଇଛି । ଯଦି ହାଇକୋର୍ଟ୍ ୨୨ ରୁମ୍ ଖୋଲିବାକୁ ଅନୁମତି ଦିଅନ୍ତି ତେବେ କ’ଣ ହେବ ? କେଉଁ ରହସ୍ୟ ପଦାକୁ ଆସିବ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି …

୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର Read More »

gyanvapi mosque, gyanvapi masjid case, mosque, kashi, mathura, temples of india, rising odisha, odia blog

ଜ୍ଞାନବାପି ମସଜିଦ ବିବାଦ କ’ଣ ?

ଜାଣନ୍ତୁ ବାରଣାସୀ ବିବାଦର ଟାଇମ୍ ଲାଇନ୍ କ’ଣ ? କେମିତି ଓ କେବେଠାରୁ ଆରମ୍ଭ ହୋଇଛି ବିବାଦ.. ନବେ ଦଶକରେ ଯେତେବେଳେ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନ ଚରମରେ ଥିଲା ସେତେବେଳେ ଗୋଟିଏ ସ୍ଲୋଗାନ ବେସ ଚର୍ଚ୍ଚିତ ଥିଲା । ସେହି ସ୍ଲୋଗାନ ଥିଲା- ଅୟୋଧ୍ୟା ତୋ’ ଝାଙ୍କି ହୈ,କାଶୀ-ମଥୁରା ବାକି ହୈ’’ । ଯାହାର ଅର୍ଥ ହେଉଛି ଅଯୋଧ୍ୟା କେବଳ ଟ୍ରେଲର, କାଶୀ-ମଥୁରା ବାକି ଅଛି । ଏହି ସ୍ଲୋଗାନ ପଛର କାରଣ ହେଉଛି ଥିଲା …

ଜ୍ଞାନବାପି ମସଜିଦ ବିବାଦ କ’ଣ ? Read More »

congress spokesperson, uttar pradesh, elections 2022, priyanka gandhi, congress spokesperson, rising odisha

ମୁଖପାତ୍ର ପଦବୀ ପାଇଁ କଂଗ୍ରେସ ଚାହୁଁଛି ଯୋଗ୍ୟ ପ୍ରାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ମୋଦି କାଳରେ କଂଗ୍ରେସର ରାଜନୈତିକ ସୂଚକାଙ୍କ ଗଲା ୭ ବର୍ଷରେ ଢେର ତଳକୁ ଖସି ଯାଇଛି । ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇ ଚାଲିଛି କଂଗ୍ରେସ । ୨୦୧୭ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରସ ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବା ସ୍ୱପ୍ନ ଦେଖିଥିଲା । କିନ୍ତୁ କ୍ଷମତାକୁ ଆସିଲେ ଯୋଗୀ ଓ ବିଜେପି । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଅଛି । କଂଗ୍ରେସ ଉତ୍ତରପ୍ରଦେଶରେ କିଛି ଚମତ୍କାର …

ମୁଖପାତ୍ର ପଦବୀ ପାଇଁ କଂଗ୍ରେସ ଚାହୁଁଛି ଯୋଗ୍ୟ ପ୍ରାର୍ଥୀ, ଚାଲିଛି ଲିଖିତ ପରୀକ୍ଷା Read More »

GST, Petrol, Diesel, gst on petrol and diesel, petrol cess, fuel price, petroleum products, petrol and diesel under GST, rising odisha

ପେଟ୍ରୋଲିୟମ ପ୍ରଡକ୍ଟକୁ GST ପରିଧିକୁ ଆଣିଲେ ଦର କମିବ କି ?

ଶତକ ପାର କରି ସାରିଛି ପେଟ୍ରୋଲ ଓ ଡିଜେଲ । ତୈଳ ଦର ବୃଦ୍ଧି କାରଣରୁ ସାଧାରଣ ଖାଉଟି ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିରେ କୁହାଯାଉଛି ଯେ, ଯଦି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିଧିକୁ ଅଣାଯାଏ ତେବେ ଦର କମିବ । ତେବେ ଏଭଳି ଯୁକ୍ତିରେ କେତେ ସତ୍ୟତା ରହିଛି ? ଚଳିତ ବର୍ଷ ମାର୍ଚ୍ଚ ମାସରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଅଧ୍ୟୟନରେ ଦାବି କରାଯାଇଥିଲା ଯେ, ଯଦି ପେଟ୍ରୋଲ …

ପେଟ୍ରୋଲିୟମ ପ୍ରଡକ୍ଟକୁ GST ପରିଧିକୁ ଆଣିଲେ ଦର କମିବ କି ? Read More »

population control law, population control bill, population control law in India, India population control, population growth in India, BJP vote bank politics, social crisis, rising odisha

ଜନସଂଖ୍ୟା ବୃଦ୍ଧି ଆଇନର ଲକ୍ଷ୍ୟ ମହତ କିନ୍ତୁ ରାଜନୀତି

ଖୁବ୍ ଶୀଘ୍ର ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟରେ ଜନସଂଖ୍ୟ ନିୟନ୍ତ୍ରଣ ଆଇନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେଣେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବା ପାଇଁ ଔପଚାରିକ ଘୋଷଣା କରି ସାରିଲେଣି । ଜନସଂଖ୍ୟା ବୃଦ୍ଧିକୁ ସାମାଜିକ ସଂକଟ ଭାବେ ଅଭିହିତ କରିଛନ୍ତି ଶର୍ମା । ଏହା ସହିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ନୂଆକରି ପୁଣିଥରେ …

ଜନସଂଖ୍ୟା ବୃଦ୍ଧି ଆଇନର ଲକ୍ଷ୍ୟ ମହତ କିନ୍ତୁ ରାଜନୀତି Read More »

RSS
Follow by Email
Scroll to Top
Close Bitnami banner
Bitnami