ନିର୍ବନ୍ଧ କଲେ ଉର୍ଫି , ଭାଇରାଲ ହେଲା ଫଟୋ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ଠିକ୍ ଭାବନ୍ତି, ତାହା ହିଁ ସେ କରିଥାନ୍ତି । ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ତାଙ୍କୁ ନାପସନ୍ଦ ମଧ୍ୟ କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ …

ନିର୍ବନ୍ଧ କଲେ ଉର୍ଫି , ଭାଇରାଲ ହେଲା ଫଟୋ Read More »