ଡେଙ୍ଗା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ଯନ୍ତ୍ରଣା
ବୋଗୋଟା: ଆଜିକାଲି ଅଧିକାଂଶ ଯୁବକଯୁବତୀ ନିଜକୁ ସୁନ୍ଦର ଦେଖାଯିବା ଓ ଫିଟ୍ ରଖିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏମିତିକି ପାଣି ପରି ପଇସା ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି ମଧ୍ୟ । କେହି କେହି ସୁନ୍ଦର ଦେଖାଯିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥାନ୍ତି ତ ଆଉ କିଏ ସର୍ଜରୀ କରିଥାନ୍ତି । କେହି ସର୍ଜରୀ ଜରିଆରେ ଓଠ ମୋଟା କରୁଛନ୍ତି ତ ଆଉ କେହି ନିଜର ମୁହଁକୁ ପରିବର୍ତ୍ତନ କରୁଛନ୍ତି …