ସଫଳ ହେଲା ସିଲ୍‌କିୟାରା ଟନେଲ ଅପରେସନ

ଗତ ୧୨ ତାରିଖରେ ୪୧ ଜଣ ଶ୍ରମିକ ସିଲ୍କିୟାରା ଟନେଲ ଭିତରେ ଫସି ରହିଥିଲେ । ଯେତେବେଳେ ସବୁ ଉପାୟ ଫେଲ ମାରିଲା ସେତେବେଳେ ସମସ୍ତଙ୍କ ଆଶା ‘ର‌୍ୟାଟ୍‌-ହୋଲ୍‌’ ଟେକ୍ନୋଲୋଜି ଉପରେ ଥିଲା । ଯାହା ସଫଳ ପ୍ରମାଣିତ ହେଲା । ଉତ୍ତରପ୍ରଦେଶ ଟନେଲ ଦୁର୍ଘଟଣାର ୧୭ ଦିନ ପରେ ଉଦ୍ଧାର ହେବେ ଶ୍ରମିକ । ଏଥିପାଇଁ ଭାରତ ସରକାର ବର୍ତ୍ତମାନ ର‌୍ୟାଟ ହୋଲ ଖଣି ଖନନକାରୀଙ୍କ ସହାୟତା ନେଇଥିଲେ । ବାସ୍ତବରେ, ଅନ୍ୟ ଦଳ ଅପେକ୍ଷା …

ସଫଳ ହେଲା ସିଲ୍‌କିୟାରା ଟନେଲ ଅପରେସନ Read More »